deep waters Meaning in Odia (Oriya). ( deep waters ଶବ୍ଦର ଓଡିଆ ଅର୍ଥ)
ଗଭୀର ଜଳ,
Noun:
ବିପଦପୂର୍ଣ୍ଣ ଗଭୀର ଜଳ |, ବିପଦ,
People Also Search:
deep yellowdeepen
deepened
deepening
deepens
deeper
deepest
deepfreeze
deepfreezing
deepfried
deepfrozen
deeping
deepish
deeply
deepness
deep waters తెలుగు అర్థానికి ఉదాహరణ:
ସମୁଦ୍ରକୁ ପ୍ରଶାନ୍ତ ମହାସାଗର ସହିତ ସଂଯୋଗ କରୁଥିବା ପ୍ରଣାଳୀଗୁଡ଼ିକ ଅଗଭୀର ଥିବ ହେତୁ ଜାପାନ ସାଗରରେ ଗଭୀର ଜଳ ପ୍ରାଣୀ ଦେଖା ଯାଆନ୍ତି ନାହିଁ ।
ମହାନଦୀର ଗଭୀର ଜଳରାଶି, ଶ୍ୟାମଘନ ପର୍ବତମାଳାର ତରଙ୍ଗାୟିତ ଭଙ୍ଗୀ, ପକ୍ଷୀମାନଙ୍କ କାକଳି, ନୌବିହାର ସମୟରେ ନାଉରିଆର ମନ ଭୁଲାଣିଆ ସଙ୍ଗୀତ, ସର୍ବୋପରି ମେଘମୁକ୍ତ ଆକାଶର ନୀଳିମା ସବୁ ଯେମିତି ପର୍ଯ୍ୟଟକକୁ ସ୍ତବ୍ଧ କରିଦିଏ ।
|ଅକ୍ଟୋପସ ସାଧାରଣତଃ ଗଭୀର ଜଳରେ ବାସ କରେ ।
|ମାଛରଙ୍କା ବିଲେଇ ଜଳାଶୟ କୂଳରେ ଶିକାର କରିବା, ପାଣି ଭିତରକୁ ପଶି ଶିକାର ଧରିବା, କୂଳରୁ ବହୁ ଦୂର ଭିତରକୁ ଯାଇ ମାଛ ପାଇଁ ଗଭୀର ଜଳରେ ବୁଡ଼ ପକାଇବା, ଇତ୍ୟାଦି ଶିକାରକାଳୀନ ବ୍ୟବହାର ଦେଖାଯାଇଛି ।
|ଏହି ହ୍ରଦଟି ପ୍ରାକୃତିକ ମିଠା ଜଳ ଏବଂ ଗଭୀର ଜଳଭଣ୍ଡାରର ହ୍ରଦ ।
କିନ୍ତୁ କିଛି ପ୍ରଜାତିର ଅକ୍ଟୋପସ ଗଭୀର ଜଳରୁ ବାହାରି ଇତସ୍ତତଃ ଘୂରି ବୁଲିଥାଆନ୍ତି ।
ବଙ୍ଗୋପସାଗରଠାରୁ ପାଖାପାଖି ସାତ କିଲୋମିଟର ଦୂରରେ ଏହି ଗଭୀର ଜଳ ବନ୍ଦରକୁ ତିଆରି କରିବାକୁ ପ୍ରସ୍ତାବ ହେଲା।
କାନ୍ଥ ବାହାର ପଟକୁ ଉତ୍ତର, ଦକ୍ଷିଣ ଓ ପୂର୍ବ ଦିଗରେ ଗଭୀର ଜଳପୂର୍ଣ୍ଣ ଖାଇ ରହିଛି ।
| ସୁମେରୁ ସଂସ୍କୃତି |ଏରିଡୁ ସହରରେ ଏଙ୍କି ମନ୍ଦିର ଇ୨ ଆବଜୁ ନାମରେ ଜଣାଶୁଣା ଥିଲା (E2-abzu) (ଗଭୀର ଜଳାଶୟର ଗୃହ) ଯାହା ଏକ ପଙ୍କପୂର୍ଣ୍ଣ ସ୍ଥାନ ଧାରରେ ଥିଲା ଯାହାକୁ ଆବଜୁ କୁହାଯାଏ ।
ଏହି ପ୍ରପାତଟିରେ ବହୁତ ବଡ଼ ବଡ଼ ମାଛ ତାଙ୍କର ଲାଞ୍ଜପିଟି ଗଭୀର ଜଳରେ ଖେଳୁଥାନ୍ତି ।
|ଲୁଣ ଖଣି, ସମୁଦ୍ର ପାଣି ଓ ଖଣିଜ ପଦାର୍ଥ ଥିବା ଅଗଭୀର ଜଳାଶୟରୁ ଲୁଣ ନିଷ୍କାସନ କରାଯାଏ ।
ଆର୍ଦ୍ରଭୂମି ଓ ଏହାର ଉପକାରିତା ସମ୍ପର୍କରେ ଜନସଚେତନତା କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଆର୍ଦ୍ରଭୂମି ହେଉଛି ଅଗଭୀର ଜଳର ବିସ୍ତୃତି ଯାହାର ନିମ୍ନ ଭାଗରେ ଉଦ୍ଭିଦଜଗତର ସ୍ଥିତି ଥାଏ |ସମଗ୍ର ବିଶ୍ୱରେ ୧୯୯୮ଟି ଆର୍ଦ୍ରଭୂମି ଅଞ୍ଚଳକୁ ମାନ୍ୟତା ମିଳିଥିବାବେଳେ ସେଥିରୁ ଓଡ଼ିଶାରେ ୨ଟି ରହିଛି: ପ୍ରଥମଟି ଭିତରକନିକା ଓ ଅନ୍ୟଟି ଚିଲିକା ।
| କିମ୍ବଦନ୍ତୀ |ଜଙ୍ଗଲର ପଶୁ ପକ୍ଷୀ ତୃଷା ମେଣ୍ଟାଇବା ପାଇଁ ଏଠାରେ ସୃଷ୍ଟ ଗଭୀର ଜଳାଶୟକୁ ଆସିଥାନ୍ତି ।
deep waters's Usage Examples:
(Apristurus pinguis) is a catshark of the family Scyliorhinidae, found in the deep waters of the East China Sea and in the Northwest Pacific.
This Spanish Galleon can be found in the deep waters of Carmen Bay, ideal for scuba diving.
The kettuvallam is motorised and is steered in deep waters by means of oars.
Sebastes glaucus is a species of fish in the rockfish family found in deep waters of the Northwest Pacific.
Pseudomancopsetta andriashevi, the Pygmy flounder, is a species of southern flounder known from deep waters off of the southern coast of Chile as well.
It covers an area of with deep waters that can store 175 million cubic metres.
These fish are generally found in deep waters.
Centrodraco is a genus of slope dragonets found in deep waters of the Atlantic, Indian " Pacific Oceans.
filled couloir; to the west the mountain descends directly into the deep waters of Lake Agnes; and to the south lie Static Peak, Mount Richthofen, and.
Lancha Poveira or Lancha Poveira do Alto was a large ship adapted to deep waters and used for hake-fishing.
This melting also contributes to stratification of the water column that alters the availability of nutrients for algae growth by decreasing the depth of the surface mixed layer and inhibiting the upwelling of nutrients from deep waters.
It is a bathypelagic krill that lives in deep waters below .
They are bottom-dwelling fish, found in deep waters down to about 3,700 m (12,100 ft).
Synonyms:
recessed, hollow, sunken,
Antonyms:
solid, convex, fill, natural elevation,