<< dedicating dedicational >>

dedication Meaning in Odia (Oriya). ( dedication ଶବ୍ଦର ଓଡିଆ ଅର୍ଥ)



ସମର୍ପଣ, ଆତ୍ମସମର୍ପଣ, ବଳିଦାନ,

Noun:

ସମର୍ପଣ |,

dedication తెలుగు అర్థానికి ఉదాహరణ:

" କେନେଡ଼ିଙ୍କ ସହକର୍ମୀ ମାନେ ଭୀରୁ ରୂପେ ଆତ୍ମସମର୍ପଣ ନ କରି ଗୋଟେ ଛୋଟ ଦ୍ୱୀପକୁ ପହଁରି ଗଲେ ।

ସମର୍ପଣ ଭାବ ସ‌ହ ପ୍ରଯୁକ୍ତି ବିଦ୍ୟାରେ ନିତ୍ୟ ପ୍ରତିଦିନ ଘଟୁଥିବା ପରିବର୍ତ୍ତନର ଖବର ରଖୁଥିବା ବ୍ୟକ୍ତି ହିଁ ଜଣେ ଭଲ ହ୍ୟାକର ହୋଇପାରିବେ ।

|ଏହି ଘୋଷଣା ସତ୍ତ୍ୱେ ଜଗବନ୍ଧୁ, କୃଷ୍ଣଚନ୍ଦ୍ର ଓ ତାଙ୍କର ଅନୁଚରମାନେ ଆତ୍ମସମର୍ପଣ କଲେ ନାହଁ, କିନ୍ତୁ ବିଦ୍ରୋହୀମାନଙ୍କ ଅବସ୍ଥା କ୍ରମେ ଶୋଚନୀୟ ହୋଇ ଉଠିଲା ।

ଏହାପରେ ସୁରେନ୍ଦ୍ରଙ୍କର ଭାଇ ଓ ପୁତ୍ର ଆତ୍ମସମର୍ପଣ କରିଥିଲେ ।

ଭାରତୀୟ ଯନ୍ତ୍ରୀ ରାମ ଭି ସୁତାର ଏହାର ରଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କର ଉଦ୍ଦେଶ୍ୟରେ ପଟେଲଜୀଙ୍କର ୧୪୩ତମ ଜନ୍ମବାର୍ଷିକୀରେ ୩୧ ଅକ୍ଟୋବର ୨୦୧୮ରେ ସମର୍ପଣ କରିଥିଲେ ।

|୧୯୧୮-୧୯ର ଜର୍ମାନ ଆନ୍ଦୋଳନ ଓ ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନୀର ଆତ୍ମସମର୍ପଣ ପରେ ଜର୍ମାନ ସାମ୍ରାଜ୍ୟ ବଦଳରେ ସଂସଦୀୟ ୱାଇମାର ଗଣତନ୍ତ୍ର ପ୍ରତିଷ୍ଠା ହେଲା ।

ବିଭୁ କିଶୋର,ସରକାରୀ ଚାକିରି କରିଥିଲେ ମଧ୍ୟ, ସେଥିରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି, ନିଜକୁ ସମ୍ପୂର୍ଣ୍ଣ ରୂପେ ସଙ୍ଗୀତ ପାଇଁ ସମର୍ପଣ କରିଛନ୍ତି ।

|ପୂଜାପଣ୍ଡା: ବ୍ରାହ୍ମଣ ଜାତୀୟ ସେବକ, ନୈବେଦ୍ୟ ସମର୍ପଣ କରିବା ।

ପରମ୍ପରା ଅନୁସାରେ ମଧ୍ୟାହ୍ନ ୧୨ଟା ୧୫ ମିନିଟ୍‌ରେ ମାଆଙ୍କୁ ମଧ୍ୟାହ୍ନ ଧୂପର ନୈବେଦ୍ୟ ସମର୍ପଣ କରାଯାଏ ।

|ରାଜନୀତି|ରାଜା ବା ଗଜପତି ମହାପ୍ରଭୁଙ୍କ ପାଖରେ ସେବା ସମର୍ପଣ କରିବା ବିଧିକୁ ରାଜନୀତି କୁହାଯାଏ ।

ତେବେ ଜୟପ୍ରକାଶଙ୍କ ନେତୃତ୍ୱରେ ଚମ୍ବଲର ଡକାୟତମାନଙ୍କ ଆତ୍ମସମର୍ପଣ କାର୍ଯ୍ୟକ୍ରମର ଅନ୍ନପୂର୍ଣ୍ଣା ଅଂଶଗ୍ରହଣ କରି,ଜାତୀୟ ସ୍ଥରରେ ଖୁବ ଚର୍ଚ୍ଚିତ ହୋଇଥିଲେ ।

ସେଠାରେ ଭୈରବୀଙ୍କ ଉଦେ୍ଦଶ୍ୟରେ ଭୋଗ ସମର୍ପଣ କରାଯାଏ ।

ବର୍ଷତମାମ ଭକ୍ତମାନେ ସମର୍ପଣ କରିଥିବା ଫୁଲ, ପତ୍ର, କ୍ଷୀର, ପୂଜା ସାମଗ୍ରୀ ପଚି ପଙ୍କରେ ଭରିଯାଇଥାଏ ।

dedication's Usage Examples:

" Schonberg added: "Beth Harmon may not be prepossessing, but she has the dedication of a Biblical saint, a freak memory and.


The dedication of the abbey was to St Mary and St Chad: the same as Lichfield Cathedral.


for its expansive and eclectic roster[citation needed], as well as an unswerving dedication to the left field[citation needed], roster includes early releases.


Initially, May 13—the 325th anniversary of the founding of the English settlement at Jamestown, Virginia—was chosen as the date for the dedication.


" As mentioned above, the genesis of Robinson"s career dedication to "reasoned transmissionalism" essentially goes.


Ismail"s dedication to badminton was laudable as he was still serving as advisor to the F"N Badminton Training Scheme.


Publication historyThe book has a long dedication beginning with: To the Immortal Memory of John Henrie and Pat Rogie.


The county commissioners in 2002 affirmed their dedication to saving the bridge.


Throughout her dedication and perseverance, Bennett raised the bar when it came to women's literature and education.


Her dedication to the mission of the legion, even in the face of her ill health (tuberculosis) brought her great admiration inside and outside the legion.


On the western wall of the Church is preserved the dedicational cross-stone installed by Bishop Hovhannes that provides important historical.


The song is also a dedication to her native Iceland, an example of Björk's desire to have a conceptual focus on the country for Homogenic.



Synonyms:

faithfulness, fidelity,

Antonyms:

uncertain, unfaithfulness, infidelity,

dedication's Meaning in Other Sites