<< decontaminating decontaminations >>

decontamination Meaning in Odia (Oriya). ( decontamination ଶବ୍ଦର ଓଡିଆ ଅର୍ଥ)



ପ୍ରଦୂଷଣ, ଶୁଦ୍ଧତା, ସଫା କରିବା, ପରିଷ୍କାର ପରିଚ୍ଛନ୍ନତା, ସଂକ୍ରମଣ, ପରିଷ୍କାରତା,

Noun:

ଶୁଦ୍ଧତା, ସଫା କରିବା, ପରିଷ୍କାର ପରିଚ୍ଛନ୍ନତା |, ପରିଷ୍କାରତା |,

decontamination తెలుగు అర్థానికి ఉదాహరణ:

ଗୋବଂଶ ଏହି ପ୍ରଦୂଷଣକୁ ଅନେକ ମାତ୍ରାରେ ରୋକିବାରେ ସମର୍ଥ ବୋଲି ସାଧୁସନ୍ଥ ଓ ଆଧୁନିକ ବୈଜ୍ଞାନିକଗଣଙ୍କ ମତ ।

|୨୦୧୦ରେ ଆଦିବାସୀ ଉପଦେଷ୍ଟା କାଉନସିଲର ସଦସ୍ୟ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ, ପରିବେଶ ଓ ପ୍ରଦୂଷଣ ବିଭାଗର ଗୃହ କମିଟିରେ ଥିଲେ ।

ଏକ ପ୍ରକାଶିତ ରିପୋର୍ଟ ଅନୁସାରେ, ଜେ.କେ. କାଗଜ କଳରୁ ନିଷ୍କାସିତ ରାସାୟନିକ ଆବର୍ଜନାଦ୍ୱାରା ନାଗାବଳୀ ଜଳରେ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଛି ।

୧୯୫୦ ଦଶନ୍ଧି ପର୍ଯ୍ୟନ୍ତ ବ୍ରିଟିଶ୍ ଆଇଲ୍‍ସ୍ ଦ୍ୱୀପପୁଞ୍ଜରେ ଏମାନେ ବହୁ ସଂଖ୍ୟାରେ ପରିଲକ୍ଷିତ ହେଉଥିଲେ କିନ୍ତୁ ଜଳ ପ୍ରଦୂଷଣ, ପରିବାସ କ୍ଷୟ ଏବଂ କ୍ଲୋରିନେଟେଡ୍ ହାଇଡ୍ରୋକାର୍ବନ ପରି କୀଟନାଶକର ଅଧିକ ବ୍ୟବହାର ଯୋଗୁଁ ବର୍ତ୍ତମାନ ସେହି ଅଞ୍ଚଳରେ ଏହି ପ୍ରଜାତିର ଓଧଙ୍କୁ ଦେଖିବା ଏକ ବିରଳ ଦୃଶ୍ୟ ବୋଲି କହିବା ଅତ୍ୟୁକ୍ତି ହେବନାହିଁ ।

|ଆଧାର|ଓଡ଼ିଶାର ପର୍ବ ପର୍ବାଣି ଜଳକୁ ଦୂଷିତ କରିବା ପ୍ରକ୍ରିୟା ହେଉଛି ଜଳ ପ୍ରଦୂଷଣ

ସାଇନ୍ସ ପତ୍ରିକାରେ ୧୯୮୩ର ଏକ ଲେଖା ଅନୁଯାୟୀ , ପ୍ରାଚୀନ ଗୁମ୍ଫାର ଛାତରୁ ମିଳିଥିବା କଳା ଦାଗ କିମ୍ବା ସୁଟ୍(soot) ଉଚ୍ଚ ପ୍ରଦୂଷଣର ଯଥେଷ୍ଟ ପ୍ରମାଣ ଦେଇଥାଏ ଯାହା ଖୋଲା ଅଗ୍ନିକାଣ୍ଡର ଅପର୍ଯ୍ୟାପ୍ତ ବାୟୁ ଚଳାଚଳ (ଭେଣ୍ଟିଲେସନ୍) ସହିତ ଜଡ଼ିତ ଥିଲା।

ସରକାର ଏଥିଲାଗି ବ୍ୟାପକ ସ୍ତରରେ ପ୍ରଦୂଷଣ ହ୍ରାସ ଲାଗି ଉଦ୍ୟମରତ ।

ସହରୀ ବାୟୁ ପ୍ରଦୂଷଣ ସାମୟିକ ରୋଗ ବୃଦ୍ଧିର ଘଟକ ହେଲେ ମଧ୍ୟ ଏହାର ସି.ଓ.ପି.ଡି. ସୃଷ୍ଟି କରିବା ଭୂମିଳା ସଠିକ ଜଣାଯାଉନାହିଁ ।

|ପାଣିରେ ଚଳପ୍ରଚଳ ହେଉଥିବା ଲଞ୍ଚ୍, ଷ୍ଟିମର୍ ଓ ଯାନ୍ତ୍ରିକ ଜାହାଜ ଯୋଗୁଁ ଶବ୍ଦ ପ୍ରଦୂଷଣ ହୁଏ ଓ ଏହା ଡଲ୍‍ଫିନ୍‍ମାନଙ୍କ ପ୍ରତି ବିପଦ ସୃଷ୍ଟି କରେ ।

୨୦୧୫ରେ, ପ୍ରଦୂଷଣରେ ବିଶ୍ୱରେ 9 ନିୟୁତ ଲୋକ ପ୍ରାଣ ହରାଇଥିଲେ।

. ବିକାଶଶୀଳ ରାଷ୍ଟ୍ରମାନଙ୍କରେ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ମଧ୍ୟରେ ରନ୍ଧା ଘରେ ବାୟୁ ଚଳାଚଳର ଅଭାବ ଥାଏ ।

| ବିଶେଷ ପ୍ରାବଧାନ |୫୦ରୁ ଅଧିକ ଧାରା ରହିଥିବା ଏହି ଅଧିନିୟମରେ ବାୟୁ ପ୍ରଦୂଷଣର ନିବାରଣ ନିମିତ୍ତ ବିଭିନ୍ନ ପ୍ରବଧାନ ଯଥା, କେନ୍ଦ୍ରୀୟ ତଥା ରାଜ୍ୟସ୍ତରୀୟ ବୋର୍ଡ ଗଠନ, ନିର୍ଦ୍ଦିଷ୍ଟ ଶିଳ୍ପାୟନ ଅଞ୍ଚଳକୁ ବାୟୁ ପ୍ରଦୂଷଣ ଅଞ୍ଚଲରୂପେ ଘୋଷଣା କରିବା, ନିର୍ଦ୍ଦିଷ୍ଟ କେତେକ ଶିଳ୍ପର ପ୍ରତିଷ୍ଠା ଉପରେ କଟକଣା ଜାରି କରିବା ତଥା ବାୟୁ ପ୍ରଦୂଷଣକାରୀକୁ ଦଣ୍ଡ ଦେବା ଭଳି ମଧ୍ୟ ଅନେକ ପ୍ରାବଧାନ ରହିଛି ।

decontamination's Usage Examples:

The decontamination team may be at risk during decontamination procedures, and will wear suitable protection while in the decontamination area.


Human decontamination Soil decontamination Groundwater decontamination Environmental remediation Dry decontamination "Water Decontamination", in McGraw.


Because cycloheximide rapidly breaks down in a basic environment, decontamination of work surfaces and containers can be achieved by washing with a non-harmful alkali solution such as soapy water or aqueous sodium bicarbonate.


Initial treatment of an acute overdose includes gastric decontamination.


anthrax decontamination technologies have been demonstrated to be effective in laboratory tests conducted by the US EPA or others.


Ionising radiation instrumentation and measurement Internal dosimetry and external dosimetry Radioactive waste management Radioactive contamination, decontamination.


An effluent decontamination system (EDS) is a device, or suite of devices, designed to decontaminate or sterilise biologically active or biohazardous materials.


Radioactive decontamination of Laffey required the sandblasting and painting of all underwater surfaces, and acid washing and partial replacement of salt-water piping and evaporators.


On Enterprise, Sub-Commander T'Pol and Doctor Phlox begin an hours-long decontamination after a recent away mission.


Gastric decontamination can involve activated charcoal, gastric lavage.


The two main benefits of decontamination foam over liquid decontaminants (chlorine, decontamination solutions, etc.


Items to be sterilized must first be cleaned in a separate decontamination room and inspected for effectiveness, cleanliness and damage.


different separation, purification, and decontamination processes.



Synonyms:

remotion, removal,

Antonyms:

dust contamination, soiling, contamination,

decontamination's Meaning in Other Sites