<< declamatorily declarable >>

declamatory Meaning in Odia (Oriya). ( declamatory ଶବ୍ଦର ଓଡିଆ ଅର୍ଥ)



ଘୋଷଣାନାମା, ବାକ୍ୟ,

Adjective:

ବାକ୍ୟ,

declamatory తెలుగు అర్థానికి ఉదాహరణ:

କିନ୍ତୁ ସେ ଏହି ଆଦେଶ ମାନିନଥିଲେ ଓ ଏହାର ଘୋଷଣାନାମାକୁ ଲୁଚାଇ ରଖାଗଲା ।

|୧୯୭୦ ଦଶକର ପ୍ରାରମ୍ଭରେ ସଂଖ୍ୟାଲଘୁମାନଙ୍କର ଭାଷା ଅଧିକାରକୁ ନେଇ ସଂଖ୍ୟାଲଘୁମାନଙ୍କର ଅଧିକାରରେ ଏକ ନୂତନ ଆଗ୍ରହ ଦେଖାଗଲା ଯଥା ଜାତୀୟ କିମ୍ବା ଅନୁସୂଚିତ ଜାତି, ଧର୍ମ ଏବଂ ଭାଷା ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିଙ୍କ ଅଧିକାର ଉପରେ ଜାତିସଂଘ ଘୋଷଣାନାମା

|ଦଫା ୧୭୪- ଯଦି କେହି ବ୍ୟକ୍ତି ସମନ ବା ନୋଟିସ ପାଇ ବା ଘୋଷଣାନାମା ହେତୁ ସରକାରୀ କର୍ମଚାରୀଙ୍କଦ୍ୱାରା ସ୍ଥିରୀକୃତ ସ୍ଥାନ ଓ ସମୟରେ ନିଜେ କିମ୍ବା ନିଜ ପ୍ରତିନିଧିଙ୍କ ଜରିଆରେ ହାଜର ନ ହୁଅନ୍ତି କିମ୍ବା ହାଜର ହେବା ପରେ ଅବଜ୍ଞାସୂଚକ ଭାବେ ସେ ସ୍ଥାନରୁ ଚାଲିଯାଆନ୍ତି ତା'ହେଲେ ସେହି ବ୍ୟକ୍ତିଙ୍କୁ ଏକମାସ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ।

ପ୍ରଥମଟିରେ ୧୫ଟି ଦୃଢ଼ ଘୋଷଣା ସହିତ ସାତଟି ସ୍ୱତଃସିଦ୍ଧ ପ୍ରମାଣ ଓ ଦ୍ୱିତୀୟ ପୁସ୍ତକରେ ଦଶଟି ଦୃଢ଼ ଘୋଷଣାନାମା ଅଛି ।

| ଐତିହାସିକ ପୃଷ୍ଠଭୂମି |ୟୁନିସେଫ(United Nations Children's Fund)ର ଏକ ଘୋଷଣାନାମା ଅନୁଯାୟୀ ୧୮ ବର୍ଷ ପୂର୍ବରୁ କନ୍ୟାଟିଏର ବିବାହ ବାଲ୍ୟ ବିବାହ ବୋଲି ଗଣ୍ୟ ହେବ ଏବଂ ଏଭଳି ବାଲ୍ୟ ବିବାହ ହେଉଛି ମାନବିକ ଅଧିକାରର ଉଲ୍ଲଙ୍ଘନ ।

ଏହାର ପରିଣାମ ସ୍ୱରୂପ ବଙ୍ଗଳାଦେଶୀ ସ୍ୱାଧୀନତା ଘୋଷଣାନାମା ହୋଇଥିଲା ।

| ଇତିହାସ |ସେପ୍ତେମ୍ବର ୧୯୯୭ରେ ଆନ୍ତଃ ପାର୍ଲିଆମେଣ୍ଟାରୀ ୟୁନିୟନ (IPU)ଦ୍ୱାରା ଗଣତନ୍ତ୍ରର ମୌଳିକ ସିଦ୍ଧାନ୍ତ ଉପରେ ଏକ ସାର୍ବଭୌମିକ ଘୋଷଣାନାମା ଗୃହୀତ ହେଲା ।

ଏହା ଏବେ ମଧ୍ୟ ତର୍କର ବିଷୟ ଯେ, ଭାରତୀୟମାନେ ଡାୟାର୍‌ଙ୍କ ´´´କୌଣସି ସଭା ହୋଇ ପାରିବ ନାହିଁ´´´ର ଘୋଷଣାନାମା ବିଷୟରେ ଜାଣିଥିଲେ ନା ନାହିଁ ।

ତେବେ ଏ ସମ୍ପର୍କରେ ସ଼ଂଯୁକ୍ତ ରାଷ୍ଟ୍ର ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ଘୋଷଣାନାମା ପ୍ରକାଶ କରାଯାଇନାହିଁ ।

ବିଶ୍ୱ ଶ୍ରମ ସଂଗଠନର ୧୩୮ତମ ଅବଂ ୧୮୨ତମ ସମ୍ମେଳନରେ ଏ ସଂପର୍କିତ ଘୋଷଣାନାମା ଗୃହିତ ହୋଇଛି ।

ୟୁନେସ୍କୋର ଘୋଷଣାନାମା ଅନୁସାରେ ଏହାର ମୂଳ ଉଦ୍ଦେଶ୍ୟ ହେଲା ସାରା ବିଶ୍ୱରେ କବିତା ଲେଖିବା, ପଢ଼ିବା, ପ୍ରକାଶନ କରିବା ଦିଗରେ ପ୍ରୋତ୍ସାହନ ଦେବା ସହ କବିମାନଙ୍କୁ ସମ୍ମାନିତ କରିବା ।

|ଭାଷାଭିତ୍ତିକ ଅଧିକାର ପ୍ରଥମେ ୧୯୪୮ ମସିହାରେ ସାର୍ବଜନୀନ ଭାଷାଗତ ଅଧିକାର ଘୋଷଣାନାମାରେ ଏକ ଆନ୍ତର୍ଜାତୀୟ ମାନବ ଅଧିକାର ଭାବରେ ଅନ୍ତର୍ଭୁକ୍ତ କରାଯାଇଥିଲା ।

|ସମସ୍ତ ରାଜନୈତିକ ଦଳ ତଥା ନିର୍ବାଚନ ଲଢୁଥିବା ସମସ୍ତ ପ୍ରାର୍ଥୀ ଏକ ବହୁଳ ଭାବେ ପ୍ରକାଶିତ ଖବର କାଗଜରେ ତଥା ଇଲେକ୍ଟ୍ରୋନିକ ମିଡିଆ ମାଧ୍ୟମରେ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମିର ବିବରଣୀ ସପନ୍ନ ଏକ ଘୋଷଣାନାମା ଜାରୀ କରିବେ ।

declamatory's Usage Examples:

26, featured Stairway to Cleveland (We Do What We Want), a Kantner-penned declamatory punk rock pastiche inspired by a phrase uttered by Nite City guitarist Paul Warren.


handsboon and strumpers, sminkysticks and eddiketsflaskers The vocal line is declamatory and uses a small number of high pitches.


preliminary exercises for Greek students of rhetoric: works from the Greek declamatory tradition survive in works such as the collections of Sopater and Choricius.


applause, and only fails where the delivery of certain declamatory speeches overtaxes the strength of her voice.


work, which alternates passages of wistful longing with more robust, declamatory episodes.


neo-expressionist, with writing for voices in declamatory style and with demanding coloraturas.


Saint-Saëns very often uses the solo cello here as a declamatory instrument.


Singer wrote: "Unlike theatre"s declamatory projecting to the back row, a "stagey" performance onscreen isn"t a compliment.


arrangements) for voice and piano in a romantic and dramatic, sometimes declamatory style, using post-Wagnerian harmony, mostly published by the Hermann.


poet"s stylistic choices to a new extreme, linking irregular lines of declamatory language with surprising rhymes.


His success in impassioned declamatory roles obtained for him the nickname of "Tyrant".


instrumentation and punk rock melodies were substituted by a more melancholic and declamatory vein.


armed with remarkable gifts for both comedy, romantic drama and slightly declamatory but controlled pathos, he was one of Sweden"s most loved modern actors.



Synonyms:

large, turgid, rhetorical, orotund, tumid, bombastic,

Antonyms:

plain, thin, soft, healthy, unrhetorical,

declamatory's Meaning in Other Sites