<< decision decisional >>

decision making Meaning in Odia (Oriya). ( decision making ଶବ୍ଦର ଓଡିଆ ଅର୍ଥ)



ନିର୍ଣ୍ଣୟ ନେବା,

Noun:

ନିଷ୍ପତ୍ତି,

decision making తెలుగు అర్థానికి ఉదాహరణ:

ସେମାନଙ୍କ ପାଖରେ ଉପଲବ୍ଧ ସମ୍ବଳକୁ ଦେଖି ସେମାନେ ଆଗାମୀ ପ୍ରତିଯୋଗିତା ପୂର୍ବରୁ ନିର୍ଣ୍ଣୟ ନେବାକୁ ହେବ ।

ବୈଦୁତିକ ଓ ସାମାଜିକ ମାଧ୍ୟମରେ ହେଉଥିବା ସମସ୍ତ କଥୋପକଥନ, ତଥ୍ୟ ସନ୍ଧାନ, ପ୍ରତିକ୍ରିୟା ଇତ୍ୟାଦିକୁ ନିରୀକ୍ଷଣ କରି ଏଥିରୁ ବ୍ୟବସାୟକୁ ପ୍ରଭାବିତ କରିପାରୁଥିବା ତଥ୍ୟ ସଂଗ୍ରହ କରିବା ଓ ଏହି ତଥ୍ୟକୁ ଭିତ୍ତି କରି ବ୍ୟବସାୟିକ ନିର୍ଣ୍ଣୟ ନେବାରେ ସହାୟତା କରିବା ହିଁ ବିଶ୍ଳେଷଣ ବିଜ୍ଞାନର ମୂଳ ଲକ୍ଷ୍ୟ ।

ଯନ୍ତ୍ରକୁ ନିର୍ଣ୍ଣୟ ନେବାରେ ଯେବେ ଅସୁବିଧା ହୁଏ, ଏହା ସାହାର୍ଯ୍ୟରେ ସୁବିଧା ହୋଇପାରିଥାଏ ।

|ଦୁହେଁ ଆରମ୍ଭରେ ପୋଲିସ-ଗ୍ୟାଙ୍ଗଷ୍ଟାର ପୃଷ୍ଠଭୂମୀରେ ନିର୍ଣ୍ଣୟ ନେବା ପୂର୍ବରୁ ଫିଲ୍ମକୁ ରାଜନିତୀ, ବ୍ୟବସାୟ କିମ୍ବା ପତ୍ରକାରିତାରେ ସ୍ଥାପିତ କରିବା ପାଇଁ ବିଚାର କରିଥିଲେ ।

ବିଶ୍ଳେଷଣର ସଠିକ୍ ଉପସ୍ଥାପନା ହୋଇପାରିଲେ ନିର୍ଣ୍ଣୟ ନେବା ସହଜ ହୋଇଥାଏ ।

ଏପରି ପରିସ୍ଥିତିରେ ତାଙ୍କୁ ଅନେକ ଗୁଡ଼ିଏ ଅବସ୍ଥାରେ ଅଳ୍ପ ସମୟ ମଧ୍ୟରେ ନିର୍ଣ୍ଣୟ ନେବାକୁ ପଡ଼ୁଥିଲା ।

|ଏହା ହେଉଛି ଏକ ନିର୍ଣ୍ଣୟ ନେବା ପ୍ରଣାଳୀ ଯାହାକି ଏକ ଗଛର ଆକୃତି ଭଳି ନିଜର ଆଲଗୋରିଦମକୁ ଦର୍ଶାଇଥାଏ ।

ଏଥିପାଇଁ ନିର୍ଣ୍ଣୟ ନେବା ପ୍ରକ୍ରିୟାରେ ମହିଳାମାନଙ୍କ ଭାଗିଦାରୀକୁ ପ୍ରୋତ୍ସାହନ ଦିଆଯିବ ।

|ଡିସିସନ ଟ୍ରି ଲର୍ଣ୍ଣିଙ୍ଗ୍||ଏହା ହେଉଛି ଏକ ନିର୍ଣ୍ଣୟ ନେବା ପ୍ରଣାଳୀ ଯାହାକି ଏକ ଗଛର ଆକୃତି ଭଳି ନିଜର ଆଲଗୋରିଦମକୁ ଦର୍ଶାଇଥାଏ ।

ମୁଖ୍ୟ ବିଚାରପତି ଭାବରେ ସେ ସ୍ୱଳ୍ପକାଳ ରହିଥିଲେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେବାରେ ସକ୍ଷମ ହୋଇଥିଲେ ।

| ସିଦ୍ଧାନ୍ତ |ଗୋଟିଏ ଶିକ୍ଷାବିତର ମୂଳ ଲକ୍ଷ୍ୟ ହେଉଛି ଅତୀତରେ ଘଟିଥିବା ଘଟଣାଗୁଡ଼ିକୁ ଦୃଷ୍ଟିରେ ରଖି ସେଥିରୁ ଶିଖିବା ଏବଂ ସେହି ଶିକ୍ଷାକୁ ଉପଯୋଗକରି ଭବିଷ୍ୟତରେ ଉପୁଜିବାକୁଥିବା ପରିସ୍ଥିତିରେ ସଠିକ ନିର୍ଣ୍ଣୟ ନେବା

decision making's Usage Examples:

for economic decision making within a firm"s setting, together with marginal cost to be considered.


cerebral cortex (the decision making) and the spinal cord (the decision executer).


Additionally, he is a member of the Politburo Standing Committee, the party's top decision making body.


some civil law courts as those courts require that a work demonstrate a "modicum of creativity" in decision making rather than a mechanical exercise in.


A cognitive bias known as the empathy gap occurs when an individual underestimates their own decision making in another state of cognition (i.


He is renowned for his contribution in the late 1960s and early 1970s to the bureaucratic analysis of decision making, especially during times of crisis.


decisions regarding sexually transmitted diseases or pregnancy, or for unemancipated minors who are deemed to have medical decision making capacity, may.


Supporters of Active Slovenia described the decision making in the Youth Party of Slovenia as undemocratic.


Franklin, however, disclosed that she left because of the negativity surrounding the strife and her inability to assert any control in the decision making.


"the only alternative for collective action", requiring government to rescale its role in decision making and collaborate with other stakeholders on.


It addresses some major problems that can afflict business decision making the way it is generally done, including stress.


Asked to deal with a routine passback by Queens captain David Lilley, a combination or poor decision making and.



Synonyms:

change of mind, higher cognitive process, closure, determination, resolution, judgment, eclecticism, officiation, reject, flip-flop, deciding, turnaround, officiating, option, cull, umpirage, turnabout, settlement, selection, judgement, eclectic method, choice, refereeing, reversal, pick, alternative, groupthink, judging,

Antonyms:

begin, irresoluteness, indecision, indecisiveness, preparation,

decision making's Meaning in Other Sites