<< deathlier deathlike >>

deathliest Meaning in Odia (Oriya). ( deathliest ଶବ୍ଦର ଓଡିଆ ଅର୍ଥ)



ସାଂଘାତିକ,

ମୃତ୍ୟୁର ପ୍ରକୃତ ରୂପ ଧାରଣ କରିବା |,

deathliest తెలుగు అర్థానికి ఉదాహరణ:

୨.୯ ମିମୋଲ/ଲି (୭ ମିଗ୍ରା/ଡେଲି)ରୁ ଅଧିକ ସ୍ତର ଥିଲେ ସାଂଘାତିକ ବିବେଚନା କରାଯାଏ ।

ଅତ୍ୟଧିକ ଅକ୍ସିଟୋସିନ ଡୋଜ ଦେଲେ ଜଳ ବିଷାୟନ (water intoxication) ଓ ଜରାୟୁ ଫାଟିବା ଇତ୍ୟାଦି ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇପାରେ ।

ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ସାଇକୋସିସ, ଶିଶୁଙ୍କର ଶ୍ୱାସ ସମସ୍ୟା ହୋଇପାରେ ।

|ଆଧାର|ନିରାମିଷ ଖାଦ୍ୟ ସ୍ଟିଭେନ୍ସ ଜନସନ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Stevens–Johnson syndrome ବା ଏସଜେଏସ/ SJS) ଏକ ପ୍ରକାର ସାଂଘାତିକ ଚର୍ମ ପ୍ରତିକ୍ରିୟା (skin reaction) ରୋଗକୁ କୁହାଯାଏ ।

ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ହାଲୁସିନେସନ (ଅନ୍ୟମାନେ ଦେଖି ଶୁଣି ପାରୁନଥିବା ଜିନିଷ ନିଜେ ଅନୁଭବ କରିବା ), ଅନିୟମିତ ହୃତ୍‌ପିଣ୍ଡ ଗତି (heart arrhythmias) ଓ ଦ୍ୱନ୍ଦ୍ୱ ହୋଇପାରେ ।

ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆତ୍ମହତ୍ୟା ସଙ୍କଟ, ମାନିଆ (mania) ଓ ସେରୋଟୋନିନ ସିଣ୍ଡ୍ରୋମ ଇତ୍ୟାଦି ହୋଇପାରେ ।

ସାଂଘାତିକ ପ୍ରତିକ୍ରିୟାରେ ରକ୍ତରେ ଅଧିକ୍କ ଲାକ୍ଟେଟ ସ୍ତର, ଅଗ୍ନାଶୟ ପ୍ରଦାହ ଓ ବର୍ଦ୍ଧିତ ଯକୃତ ଦେଖାଯାଏ ।

ନିର୍ଦ୍ଦଷ୍ଟ ମ୍ୟୁଟେସନ (mutation) ଅନୁସାରେ ରୋଗ ସାଂଘାତିକ ହୁଏ ।

ସାଂଘାତିକ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା (allergic reactions) ଓ ନିମ୍ନ ରକ୍ତଚାପ (low blood pressure) ହୋଇପାରେ ।

ମିଲିଆରି ଯକ୍ଷ୍ମା(Miliary tuberculosis)ଏହି ଦଳ ବା ମଣ୍ଡଳର ଗୋଟିଏ ଅତି ସାଂଘାତିକ ରୋଗ ଯେଉଁଥିରେ ଶରୀରର ବିଭିନ୍ନ ଅଙ୍ଗରେ ଯକ୍ଷ୍ମା କ୍ଷତ ଦେଖାଯାଏ ।

|ଏହାର ପାର୍ଶ୍ୱ ପ୍ରତିକ୍ରିୟା: ଇଡିମା (swelling), ଥକ୍କାଣ (feeling tired), ଉଦର ଯନ୍ତ୍ରଣା (abdominal pain), ଓ ଅଇ nausea. ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା: ନିମ୍ନ ରକ୍ତଚାପ ବା ହୃଦ୍‌ଘାତ ।

deathliest's Meaning in Other Sites