death rates Meaning in Odia (Oriya). ( death rates ଶବ୍ଦର ଓଡିଆ ଅର୍ଥ)
ମୃତ୍ୟୁ ହାର,
Noun:
ମୃତ୍ୟୁ ହାର,
People Also Search:
death rattledeath roll
death row
death sentence
death squad
death struggle
death toll
death trap
death traps
death warrant
death wish
death's head moth
deathbed
deathblow
deathful
death rates తెలుగు అర్థానికి ఉదాహరణ:
ଶିଶୁ ଜନ୍ମ ବେଳେ ଉପଯୁକ୍ତ ଧାତ୍ରୀ ତଥା ଯତ୍ନର ଅଭାବ ଯୋଗୁ ଉଚ୍ଚ ଶିଶୁ ଓ ମାତା ମୃତ୍ୟୁ ହାର ବଢୁଛି ।
ଅତ୍ୟଧିକ ପରିଶ୍ରମ ବା ବ୍ୟାୟାମ ଯୋଗୁ ମୃତ୍ୟୁ ହାର ମାତ୍ର ୫% ଥିବାବେଳେ ଅଣବ୍ୟାୟାମ କାରନ ଯୋଗୁ ୬୫% ମୃତ୍ୟୁ ହୁଏ ।
ଯୁବକ ଅବସ୍ଥାରେ ନିମୋକୋକାଲ୍ ଅପେକ୍ଷା ମେନିଙ୍ଗୋକୋକାଲ ମେନିଞ୍ଜାଇଟିସ୍ର ମୃତ୍ୟୁ ହାର କମ(୩-୭%) ।
ବିଟା-କାରୋଟିନ (beta-carotene), ମୃତ୍ୟୁ ହାରରେ (mortality rate) ଜୀବସାର କ ଓ ଜୀବସାର ଇ କୌଣସି ପରିବର୍ତ୍ତନ ଆଣିପାରେନି, ବା କର୍କଟ ରୋଗ ସଙ୍କଟରେ ପରିପର୍ତ୍ତନ ଆଣିପାରେନି ।
ତେବେ ଟେଣ୍ଟେଇମାନଙ୍କ ମଧ୍ୟରେ ଶିଶୁମୃତ୍ୟୁ ହାର ପ୍ରାୟ ୮% ଏବଂ କେବଳ ପ୍ରଥମ ସପ୍ତାହରେ ସେମାନଙ୍କ ମୃତ୍ୟୁ ସମ୍ଭାବନା ସର୍ବାଧିକ ଥାଏ ।
ସାମାଜିକ ଜୀବନରୁ ଉପେକ୍ଷିତ ଓ ବାସନ୍ଦ ପରିବାରମାନଙ୍କରେ ମାତୃ ମୃତ୍ୟୁ ହାର ଅଧିକ ।
ବାର୍ଷିକ ଇନଫ୍ଳୁଏଞ୍ଜା ଟିକା ନେଲେ ଏହି ରୋଗର ସାମୟିକ ବୃଦ୍ଧି, ଡାକ୍ତରଖାନାରେ ଆଡମିସନ ତଥା ମୃତ୍ୟୁ ହାର କମିଯାଉଛି ।
ଯେଉଁ ରୋଗୀର ନିକଟରେ ରୋଗାତିଶୟ ହୋଇଛି ତାହା ନିମନ୍ତେ ଏହି ଫୁସଫୁସ ପୁନର୍ବସତିଦ୍ୱାରା ଜୀବନର ଗୁଣବତ୍ତା ତଥା କର୍ମଶକ୍ତି ବୃଦ୍ଧି ହୁଏ ଓ ମୃତ୍ୟୁ ହାର କମେ ।
|ସାଧାରଣ ସଙ୍କଟ ଥିବା ମହିଳାଙ୍କର ସ୍କ୍ରିନିଙ୍ଗ ଅନାବଶ୍ୟକ, କାରଣ ଏହାଦ୍ୱାରା ଅନେକ ମିଥ୍ୟା ଯୁକ୍ତାତ୍ମକ ଫଳ ମିଳେ, ଏହା ଯୋଗୁ ଅନାବଶ୍ୟକ ଅପରେଶନ କରାଯାଏ ଓ ସବୁଠାରୁ ବଡ଼ କଥା ହେଲା ଏହାଦ୍ୱାରା ମୃତ୍ୟୁ ହାରରେ ଫରକ ଆସେନି ।
ଚାରି ସପ୍ତାହ ମଧ୍ୟରେ ଏକ୍ସ-ରେ ଚିତ୍ର ପୁର୍ବାବସ୍ଥାକୁ ଫେରି ଆସେ ଓ ମୃତ୍ୟୁ ହାର ୧ %ରୁ କମ ରହେ ।
ଉପଯୁକ୍ତ ଚିକିତ୍ସା କଲେ ମୃତ୍ୟୁ ହାର ୧%ରୁ କମ୍ ହୁଏ ।
୧୯୯୫ରେ ମୃତ୍ୟୁ ହାର ୮% ଥିବା ବେଳେ ୨୦୦୮ରେ ଏହା ୪%କୁ କମିଛି ।
ମୃତ୍ୟୁ ହାର ପ୍ରାୟ ୨% ରହେ ।
death rates's Usage Examples:
Cases and death rates are as reported by the Johns Hopkins University Coronavirus Resource Center.
illness (the condition is temporary and the individual recovers) with low death rates in resource-rich areas; however, it can be more severe in pregnant women.
The disease can progress slowly throughout an infected farm and, in the worst cases, death rates may approach 100%.
latest daily cumulative update of cases, deaths, and death rates see COVID-19 pandemic death rates by country.
Population in the ex-USSR and Eastern Europe is rapidly shrinking due to low birth rates, very high death rates (linked to alcoholism and.
100,000 live births in 2015, and many countries halved their maternal death rates in the last 10 years.
Although death rates have decreased in Hungary since 1985, life expectancy remains low by European standards, particularly among Romani people.
previous to conception in an effort to improve both neonatal and maternal death rates.
In the United States, overall cancer incidence rates were stable from 1995 through 1999, while cancer death rates decreased steadily from 1993 through 1999.
states and territories by birth and death rates in 2018 2018 rank State Birth rate (per 1,000 people) Death rate (per 1,000 people) Rate.
The four European regions with the highest death rates from diseases of the circulatory system were all in Bulgaria.
Destitution relief (1847–1850) In 1847 the crop failure was less extensive, and death rates had returned to normal; thereafter the government left famine relief to the Central Board.
states that death rates stop increasing exponentially at advanced ages and level off to the late-life mortality plateau.
Synonyms:
life-or-death, crucial, important,
Antonyms:
noncrucial, indecisive, noncritical, inessential,