<< dead beat dead drop >>

dead body Meaning in Odia (Oriya). ( dead body ଶବ୍ଦର ଓଡିଆ ଅର୍ଥ)



ମୃତ ଶରୀର,

ଶବ,

Noun:

ଶବ,

dead body తెలుగు అర్థానికి ఉదాహరణ:

ପ୍ରତ୍ନତତ୍ତ୍ୱବିତମାନଙ୍କୁ ମିଳିଥିବା ପାରାକାସ୍ ସଂସ୍କୃତିର ମୃତ ଶରୀର (ମମ୍ମି) ଦେହରେ ଗୁଡ଼ା ହୋଇଥିବା ପ୍ରାଚୀନ କନାର ନାଜ୍‍କା ରେଖା ସହିତ ସମ୍ପର୍କ ରହିଥିବା ବିଷୟ ସେ ନିଜ ପୁସ୍ତକରେ ଉଲ୍ଲେଖ କରିଥିଲେ ।

୨୦୧୩ ମସିହା ଜାନୁଆରୀ ମାସରେ ଥାଇଲ୍ୟାଣ୍ଡ ଉପକୂଳରେ ୧୨ଟି ଡଲ୍‍ଫିନ୍‍ଙ୍କ ମୃତ ଶରୀର ମିଳିଥିଲା ।

ଏହା ପରେ ନୃତ୍ୟ କରି କରି ଶିବ ଯେଉଁ ସ୍ଥାନ‌କୁ ଗଲେ, ତାଙ୍କ ପଛେ ପଛେ ବିଷ୍ଣୁ ଅନୁଧାବନ କଲେ ଓ ସୁଦର୍ଶନ ଚକ୍ର ସାହାଯ୍ୟରେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଦେଲେ ।

ମନ୍ଦିର ହେଉଛି କାଶୀ ବିଶଲାକ୍ଷୀ - ମନ୍ଦିର ଯାହାଙ୍କ ବର୍ଣ୍ଣନା ଦେବୀ 1lெ8ெ.ெ வெalகிெ வெ1 ைெவ கி_ெஇ010 ബ ബ- --ബ ଦବୀ ସତୀଙ୍କ ଆଖ୍ ଓ ଡାହାଣ O O O 0O MO O O O OS O MO OK 0C CCCCCC TO O O ହୋଇ ସତୀଙ୍କ ମୃତ ଶରୀରକୁ କାନ୍ଧରେ ରଖୁ ସର୍ବଚ୍ଛ ବୁଲୁଥୁଲେ, ସେତେବେଳେ ଭଗବତୀଙ୍କ କର୍ଣ୍ଣ କୁଣ୍ଡଳ ଏoiରେ ଖସିପଡ଼ିଅଲା ।

ବିଶ୍ୱାସ କରାଯାଏ ଯେ, ସତୀଙ୍କର ମୃତ ଶରୀରର କାନ୍ଧ, ମେରୁଦଣ୍ଡ ତ‌ଥା ଅସ୍ଥି ଏହି ସ୍ଥାନରେ ପଡ଼ି କୁଣ୍ଡଳିନୀ ଶକ୍ତି ସୃଷ୍ଟି ହୋଇଥିଲା ।

ମୃତ ଶରୀରର ୧୨ ଖଣ୍ଡ ହାଡ଼, ଦାନ୍ତ ଓ ମୁଣ୍ଡର ଖପୁରୀ ଏହି ବସ୍ତାରେ ଥିଲା ।

|ପୌରାଣିକ|ପୁରାଣର ଅନ୍ୟ ଏକ ତତ୍ତ୍ୱ ଅନୁସାରେ ମହାଦେବଙ୍କ ପତ୍ନୀ ସତୀଙ୍କ ମୃତ ଶରୀରର ଭିନ୍ନଭିନ୍ନ ଖଣ୍ଡ ପଡ଼ିଥିବା ସ୍ଥାନ ଦେବୀପୀଠ ଭାବେ ପରିଗଣିତ ।

ଏହି ମୃତ ଶରୀରଗୁଡ଼ିକ ବିଘଟକମାନଙ୍କଦ୍ୱାରା ଖିଆ ଯାଇଥିବା ଓ ପରେ ହାଡ଼ଗୁଡ଼ିକୁ ପୋତାଯାଇଥିବା ଜଣାପଡ଼ିଥିଲା ।

ଏହି କାରଣରୁ ମୃତ ଶରୀରର ଶେଷକ୍ରିୟା ପରେ ଦୁର୍ଗକୁ ପୋତି ଦେଇ ଇଂରାଜୀ ଅଧିକାରୀମାନେ ଏହି ଅଞ୍ଚଳ ପରିତ୍ୟାଗ କରିଥାଇପାରନ୍ତି ।

ସତୀଙ୍କର ମୃତ୍ୟୁ ଖବର ଶୁଣି ଶିବ ଦୁଃଖରେ ଜ୍ଞାନଶୂନ୍ୟ ହୋଇ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇଗଲେ ଓ ମୃତ ଶରୀରକୁ କାନ୍ଧରେ ପକେଇ ତାଣ୍ଡବ ନୃତ୍ୟ କରିଥିଲେ ଯାହାକୁ ଧ୍ୱଂସ ନୃତ୍ୟ କୁହାଯାଏ ।

ତାଙ୍କର ମୃତ ଶରୀର ସ‌ହ ଗୋଟିଏ ଶେହ‌ନାଇ ପୁରୁଣା ବାରଣାସୀ ସ‌ହରରେ ଥିବା ଫେଟମେନ କବ୍ରସ୍ଥାନରେ ଗୋଟିଏ ନିମ ଗଛତଳେ ଭାରତୀୟ ସେନାଙ୍କଦ୍ୱାରା ୨୧ ତୋପର ସଲାମୀ ଦେଇ ପୋତି ଦିଆ‌ଯାଇଥିଲା ।

ଜଙ୍ଗଲରୁ ତୋଡାଲ ନାମକ ଏକ ବ୍ୟକ୍ତିର ମୃତ ଶରୀର ମିଳିଥିଲା ।

୨୦୧୫ ମସିହା ଅପ୍ରେଲ୍ ମାସରେ ଲାଓ ଉପକୂଳରେ ୨୦୦ କି.ଗ୍ରା. ଓଜନର ଏକ ଅତି ବୟସ୍କ ଈରାବତୀ ଡଲ୍‍ଫିନ୍‍ର ମୃତ ଶରୀର ମିଳିଥିଲା ।

dead body's Usage Examples:

as the way the whole phenomenon of suicide has turned into something ludicrously absurd during the last decades, while the dead body lies in the next.


a stone- or brick-lined underground space or "burial" chamber for the interment of a dead body or bodies.


force the ninja out in a dangerous gambit that results in the spirit repossessing his own dead body and fighting Yamada to a fight to the death, finally.


different from other mortuaries, what it"s like dressing a dead body, and other deathy queries; they also present their UNHhhh of the Week: De-Extinction.


lynched and his dead body mutilated on November 11, 1909, by a mob of townsmen after he was charged with the rape and murder of 24-year-old shop clerk.


brick-lined underground space or "burial" chamber for the interment of a dead body or bodies.


When he wakes up the next morning, he finds Ord's dead body planted in his hotel room.


Pietà: a mother is cradling her listless child, probably a girl, on her lap, recalling religious works depicting the Virgin Mary cradling the dead body of.


On 5 May 2012, a dead body was found on the railway, near the station.


A cadaver graft (also called “postmortem graft”) is the grafting of tissue from a dead body onto a living human.


Jauhar was performed during the night and in the morning the men would rub the ashes of their dead women folk on their forehead, don a saffron garment known as kesariya, chew tulsi leaves (in India tulsi leaves are placed in the mouth of a dead body), symbolizing their awareness about impending death and resolve to fight and die with honour.


option, they will be lacerated in such a manner that their dead body will be drenched in their own blood.


The joke which depicted downtown Manhattan and a dead body was no longer appropriate in light of the real world events.



Synonyms:

carcass, body, corpse, cadaver, carrion, clay, remains, roadkill, carcase, natural object, mummy, stiff,

Antonyms:

artifact, porosity, thick, thin, unbreakableness,

dead body's Meaning in Other Sites