day to day Meaning in Odia (Oriya). ( day to day ଶବ୍ଦର ଓଡିଆ ଅର୍ଥ)
ଦିନକୁ ଦିନ, ପ୍ରତ୍ୟେକ ଦିନ, ନିୟମିତ, ଦିନ ପରେ ଦିନ,
Adjective:
ତାହା ଠିକ୍,
People Also Search:
day watchdayak
dayaks
dayal
daybed
daybeds
daybook
daybooks
daybreak
daybreaks
daycare
daydream
daydreamed
daydreamer
daydreamers
day to day తెలుగు అర్థానికి ఉదాహరణ:
|ଜବ୍ସ ଏବଂ ଆପଲ୍ ସଫଳତାର ସ୍ୱାଦ ଚାଖିବା ପରେ,ତାଙ୍କ ଓ ବର୍ନାନଙ୍କ ସମ୍ପର୍କ ଦିନକୁ ଦିନ ଜଟିଳ ହେବକୁ ଲାଗିଲା।
ପରିବାସ ନଷ୍ଟ, ବିଖଣ୍ଡନ, ଶିକାର, ମନୁଷ୍ୟଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାରୁ ହତ୍ୟା, ଅବୈଧ ବ୍ୟବସାୟ ବଢ଼ି ଦିନକୁ ଦିନ ସଂଖ୍ୟା ହ୍ରାସ ପାଉଥିବାରୁ IUCN ସଂରକ୍ଷଣ ତାଲିକାରେ କଲରାପତରିଆ ବାଘକୁ ସଙ୍କଟାଭିମୁଖୀ (Vulnerable) ପ୍ରଜାତିରେ ସ୍ଥାନିତ କରାଯାଇଛି ।
ଯକ୍ଷ୍ମାରେ ପୀଡ଼ିତ ଚନ୍ଦ୍ରଙ୍କର କାନ୍ତି ଓ ଶକ୍ତି ଦିନକୁ ଦିନ ହ୍ରାସ ଘଟିଲା ।
| ଭାଟିକାନ ଶାସନ ମୁଖ୍ୟଙ୍କ ତାଲିକା | ଆଧାର |ତାଲିକା ଅରଳ ସାଗର କିମ୍ବା ଅରଳ ସାଗର (କଜାଖ: Арал теңізі, ଉଜବେକ: Orol dengizi, ରୁସୀ: Аральскοе мοре, ତାଜିକ/ଫରାସୀ: ଦରିୟ (ଓଚା)-ଏ-ଖବାରଜ୍ମ) ମଧ୍ୟ ଏସିଆରେ ସ୍ଥିତ ଏକ ଝରଣା ଅଟେ, ଯାହା ବଡ଼ ଆକାରର କାରଣ ହେତୁ ଏହାକୁ ସାଗର କୁହାଯାଏ , କିନ୍ତୁ ଦିନକୁ ଦିନ ଏହାର ଆକାର କମିବାରେ ଲାଗିଛି ।
ଏକ ସୁସ୍ଥ ଏବଂ ପୋଷକ ତତ୍ତ୍ୱ ପରିପୂର୍ଣ୍ଣ ଆହାର ନେବା ସତ୍ତ୍ୱେ ମଧ୍ୟ ଶରୀର ଓଜନ ଦିନକୁ ଦିନ ହ୍ରାସ ପାଇଥାଏ ।
ଏହି ପ୍ରଥା ଦିନକୁ ଦିନ ଏତେ ଲୋକପ୍ରିୟ ହୋଇ ଆସୁଛି ଯେ ମନ୍ଦିର ପ୍ରଶାସନ ଏଥି ନିମନ୍ତେ ଆହୁରି ଏକ ବୃହତ ପ୍ରକୋଷ୍ଠ ନିର୍ମାଣ କରୁଛନ୍ତି ।
ଏହିପରି ଆରୋପ କରୁ କରୁ ନିଜ ସହିତ ମନର ଯେଉଁ ଅଭିନ୍ନ ଭାବ, ତାହା ଦିନକୁ ଦିନ କମିଆସିବ ଏବଂ ପରିଶେଷରେ ନିଜକୁ ମନଠାରୁ ସମ୍ପୂର୍ଣ୍ଣ ରୂପେ ପୃଥକ୍ କରିପାରିବ ଓ ବୁଝିପାରିବ ଯେ ମନ ତୁମଠାରୁ ପୃଥକ୍ ।
ସେଥିଲାଗି ଜେକସନଙ୍କ ନିକଟରୁ ଦିନକୁ ଦିନ ନୂଆନୂଆ ପେଣ୍ଟିଂ ଦେଖିବାକୁ ମିଳିଲା ।
| କୃଷି |ଜନସଂଖ୍ୟାବିସ୍ଫୋରଣ ତଥ ଜଳବାୟୁ ପରିବର୍ତ୍ତନ ଯୋଗୁ ଦିନକୁ ଦିନ ଖଦ୍ୟାଭାବ ବଢିବାରେ ଲାଗିଛ୍ହି।
|ଡାଲିଜାତୀୟ ଉଦ୍ଭିଦମାନଙ୍କ କୃତ୍ରିମ ରାଇଜୋବୀୟ ସଂକ୍ରମଣ ବହୁବର୍ଷରୁ ଚଳିଆସିଛି ଏବଂ ଏହା ଦିନକୁ ଦିନ ସମୃଦ୍ଧ ହେବାରେ ଲାଗିଛି ।
ଅଧୁନା ବାୟୁ ପ୍ରଦୁଷଣର ମାତ୍ରା ବୃଦ୍ଧି ହେଉଥିବାରୁ ସାରା ବିଶ୍ୱରେ ଶ୍ୱାସ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।
|ଓଡ଼ିଶା ପାନର ବଜାର ଦିନକୁ ଦିନ କମିବାରେ ଲାଗିଛି।
କାରଣ ତାଙ୍କର ଖ୍ୟାତି ଦିନକୁ ଦିନ କମିବାରେ ଲାଗିଲା, ତାଙ୍କର ପ୍ରତିହିଂସା ଦିନକୁ ଦିନ ପ୍ରବଳ ହେଲା।
day to day's Usage Examples:
The day to day upkeep of the reserves is undertaken.
The longtime dream of generations of Vardar fans, for ranking in the group stage of the Champions League and the Europe League, we could now rightly say, that from day to day will start turning into reality.
but rather than one specific moment, it is Morag"s reliable day to day bitchery that earns her a place on this list.
Two psalmodies are provided: one that varies from day to day for use by all, and a complementary.
For day to day cruising or advance route planning.
For day to day transport, the President uses a Mercedes-Benz S-Class.
Also, continuing trespass, which is actionable from day to day, occurs when there is continuation.
of income are to be considered as accruing from day to day and to be apportionable in respect of time accordingly.
distance from the observer varies from day to day due to atmospheric refraction, which is greatly affected by weather conditions.
Odd Ball also gained a Time Travel shape in the late 1980s, where previously he had been strictly restricted to rubber versions of day to day objects.
too many day to day things keep us having to focus on paying bills, eating, mowing the grass and expanding our waist sizes.
The city populaces comprise commoners trying to live from day to day, nobles working to rise in power, and templars, civic officials who enforce the will of the cities' Sorcerer-Kings.
The Cumberland-based construction firm McKay " Blackstock were appointed to built the structure, while the civil engineer George Barclay Bruce, a former apprentice of Stephenson's, was selected to serve as the resident engineer, being responsible overseeing the day to day work at the site.
Synonyms:
daily, periodical, day-by-day, periodic, day-after-day,
Antonyms:
aperiodic, formal, continual, noncyclic, nonoscillatory,