day by day Meaning in Odia (Oriya). ( day by day ଶବ୍ଦର ଓଡିଆ ଅର୍ଥ)
ପ୍ରତ୍ୟେକ ଦିନ, ଦିନ ପରେ ଦିନ,
Adverb:
ପ୍ରତ୍ୟେକ ଦିନ |,
People Also Search:
day care centerday dream
day end
day in and day out
day in day out
day jessamine
day labor
day laborer
day labour
day labourer
day light vision
day lily
day nursery
day of atonement
day of judgement
day by day తెలుగు అర్థానికి ఉదాహరణ:
| ପୂଜା ବିଧି | ବାରାହୀ, ଜଗନ୍ନାଥ ମନ୍ଦିର, ପୁରୀ |ପୁରୀର ବଡ଼ଦେଉଳରେ ପୂଜିତ ବାରାହୀଙ୍କୁ ଷୋଳପୂଜା କାଳରେ ନୂଆ ଶାଢ଼ୀ ଓ ଫୁଲରେ ପ୍ରତ୍ୟେକ ଦିନ ଦେବୀମାନଙ୍କୁ ବେଶ କରାଯାଇଥାଏ ।
ଦିବ୍ୟସିଂହ ଦେବଙ୍କ କନିଷ୍ଠ ଭ୍ରାତା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପ୍ରତ୍ୟେକ ଦିନ ମାଳା ଗୁନ୍ଥନ୍ତି।
ପ୍ରତ୍ୟେକ ଦିନ ହେଉଥିବା ରୋଗରେ ଅଧିକ ମାତ୍ରାରେ ସ୍ଟିରଏଡ ଶୁଙ୍ଘିବାକୁ ଦିଆଯାଏ ।
,|ଷୋଳପୂଜାର ପ୍ରଥମ ଓ ଶେଷ ଚାରିଦିନ ଛାଡ଼ି ପ୍ରତ୍ୟେକ ଦିନ ବିମଳାଙ୍କୁ ବିଭିନ୍ନ ବେଶ କରାଯାଏ ।
ଏହି ଯୋଜନାରେ ପ୍ରତ୍ୟେକ ଦିନ ୨୫,୦୦୦ ଲୋକଙ୍କୁ ପେଟ ପୁରା ଭୋଜନ ଲାଗି ବ୍ୟବସ୍ଥା କରାଯାଉଛି ।
| ପୂଜା |ପ୍ରତ୍ୟେକ ଦିନ ବାଳଭୋଗରୁ ପୂଜାକାର୍ଯ୍ୟ ଆରମ୍ଭ ହୋଇ ମଧ୍ୟାହ୍ନରେ ଅନ୍ନପ୍ରସାଦ ଭୋଗ, ସନ୍ଧ୍ୟା ଆଳତି, ରାତ୍ରି ଭୋଗ ପରେ ରାତି ୯ରେ ରୀତିନୀତି ସମାପନ ହୋଇଥାଏ ।
ଗୋଟିଏ ମ୍ୟୁଚୁଆଲ୍ ଫଣ୍ଡ୍ କେଉଁ କେଉଁ ପୁଞ୍ଜିରେ ନିବେଶ କରୁଛି ବା କାଢୁଛି ସେହି ହିସାବରେ ଏହାର ଏନଏଭି ପ୍ରତ୍ୟେକ ଦିନ ଶେଷରେ ଗଣନା କରାଯାଇ ସର୍ବସାଧାରଣରେ ପ୍ରକାଶ କରାଯାଇଥାଏ ।
ଏହା ଫଳରେ ଏକ କ୍ରନିକ ପ୍ରଦାହସ୍ପଦ ରୋଗ ଆରମ୍ଭ ହୁଏ ଯେଉଁଥିରେ ଦେହର ତରଳ ଝାଡ଼ା (ଇଂରାଜୀରେ Diarrhea କିମ୍ବା diarrhoea) ରୋଗର ସଂଜ୍ଞା ଅନୁସାରେ ପ୍ରତ୍ୟେକ ଦିନ ଅତି କମ୍ରେ ତିନି ଥର ତରଳ ଝାଡ଼ା ହେବା ଆବଶ୍ୟକ ।
ସେହି ଦିନଠାରୁ ମୁରୁଜକୁ ସାରା ରାଜ୍ୟବାସୀ ଶୁଭ ବୋଲି ମାନିଲେ ଏବଂ ପ୍ରତ୍ୟେକ ଦିନ ଘର ଅଗଣାରେ ମୁରୁଜରେ ଚିତ୍ର ଆଙ୍କିବାକୁ ଲାଗିଲେ ।
| ପୂଜା |ପ୍ରତ୍ୟେକ ଦିନ ବାଳଭୋଗରୁ ପୂଜାକାର୍ଯ୍ୟ ଆରମ୍ଭ ହୋଇ ମଧ୍ୟାହ୍ନରେ ଅନ୍ନପ୍ରସାଦ ଭୋଗ, ସନ୍ଧ୍ୟା ଆଳତି, ରାତ୍ରି ଭୋଗ ପରେ ରାତି ୯ରେ ରୀତିନୀତି ସମାପନ ହୋଇଥାଏ ।
| ଶରୀରରେ କୋଲେଷ୍ଟ୍ରଲ ନିୟନ୍ତ୍ରଣର ଉପାୟ |ଏଇରୋବିକ ବ୍ୟାୟାମ: ପ୍ରତ୍ୟେକ ଦିନ ୫ରୁ ୩୦ ମିନିଟ ପର୍ଯ୍ୟନ୍ତ ଏଇରୋବିକ୍ ବ୍ୟାୟାମ କରିବାଦ୍ୱାରା ଶରୀରରେ ଏଚ୍.ଡି.ଏଲ୍ର ମାତ୍ରା ୫ରୁ୧୦ ପ୍ରତିଶତ ବୃଦ୍ଧି ପାଇଥାଏ ।
ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ନିର୍ଜଳ ଉପବାସ ବ୍ରତ ପାଳନ କରିବା ସହିତ ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ୱା ଇତ୍ୟାଦି ଇନ୍ଦ୍ରିୟଗୁଡ଼ିକ ଉପରେ ସଂଯମ ଅବଲମ୍ବନ କରାଯାଇ ଆଲ୍ଲାଙ୍କ ସ୍ତୁତି କରିବାକୁ ରୋଜା କୁହାଯାଏ।
ଅସୁବିଧାବଶତଃ ପ୍ରତ୍ୟେକ ଦିନ ଶ୍ରାଦ୍ଧ ନ କରି ପାରିଲେ ଅନ୍ତତଃପକ୍ଷେ ପିତାଙ୍କର ଦେହାନ୍ତ ଯେଉଁ ତିଥିରେ ହୋଇଥିବ, ସେହିଦିନ ଶ୍ରାଦ୍ଧ କରିବା ବିଧେୟ ।
day by day's Usage Examples:
shut down and the Hindu community believes that the temple is going to dilapidate day by day without being handed over to them.
The sickness began to worsen day by day and on 22 February 991 C.
On 6 January 1842, as the British Indian garrison retreated from Kabul, consisting of about 16,000 soldiers, supporting personnel, and women, a Ghilji force attacked them through the winter snows of the Hindu Kush and systematically killed them day by day.
" The two sophisticates become tired of their day by day schedule and expect that they are exhausted.
Zutphen and Jan Mombaer, as well as Groote introduced the tradition of "methodical prayer" which arranged exercises day by day and week by week.
The days pass and the naughtiness of the boys is only increasing day by day.
" Following William Osler"s prescription for equable living day-by-day, Berne explained that "living day by day means living.
suffering, day by day, many troubles because of the evil arts of many malefactors, especially Romanians, .
The remainder of the convention schedule was determined day by day depending on the nature of the storm.
Present situationPunyamata River, which was the major source of drinking water, irrigation and many other activities, is being polluted day by day.
but "he has a restless fancy and insatiable heart, and that his life is emptier day by day".
Little by little his body will become purified by the internal lustration of God; day by day his mortal frame, shedding its earthly elements, will.
He referred to wife Mary as 'my archangel,' meaning she saved his life, day by day.
Synonyms:
daily,
Antonyms:
aperiodic, formal,