<< curtails curtain call >>

curtain Meaning in Odia (Oriya). ( curtain ଶବ୍ଦର ଓଡିଆ ଅର୍ଥ)



ପରଦା, ମଶା ଜାଲ, ଆବରଣ, ସ୍କ୍ରିନ୍,

Noun:

କାର୍ଯ୍ୟଦକ୍ଷତାର ସମାପ୍ତି |, ମଶା ଜାଲ |, ସ୍କ୍ରିନ୍, ଆବରଣ |, ପରଦା,

Verb:

ମଶା ଜାଲ ଦ୍ୱାରା ଆଚ୍ଛାଦିତ |, ପରଦା ଦ୍ୱାରା ଘେରି ରହିଛି |,

curtain తెలుగు అర్థానికి ఉదాహరణ:

ସାହିତ୍ୟିକ ନାୟକଙ୍କର ପ୍ରକାଶିତ ଜୟମା ମାର୍କମା ନାଟକକୁ ବାଦ୍‌ ଦେଲେ ଅନେକ ନାଟକ (ଜଗଜ୍ଜେତା ରାବଣ, ଅଭୁଲା ସ୍ମୃତି, ତାରା ତାରିଣୀ, ପରଦା ଉହାଡେ), ଗୀତି ନାଟ୍ୟ (ରୋଷ ବହ୍ନି, ଜୟମା ମାର୍କମା,ଅଭାଗିନୀ ସୀତା, କାଳଜୟୀ ପତିବ୍ରତା, ସୁନା ଚଢ଼େଇ, ଅଭିଶପ୍ତା ଶ୍ରୀରାଧା, ତପସ୍ୱିନୀ ସୀତା, କାନ୍ଦୁଛି ପଞ୍ଚବଟୀ ଇତ୍ୟାଦି) ତଥା ବହୁ କାବ୍ୟ କବିତା ବର୍ତ୍ତମାନ ପ୍ରକାଶନ ଅପେକ୍ଷାରେ ।

ନାଟକର ପରଦା ଅଙ୍କନରୁ ଆରମ୍ଭ ହୋଇଥିଲା ଚିତ୍ର ଆଙ୍କିବା ।

ଭୂପୃଷ୍ଠରୁ ୧୦୦ କି.ମି. ମଧ୍ୟରେ ଅମ୍ଳଜାନ ପରମାଣୁର ଘନତା ଅତି କମ୍ ହୋଇଯାଉଥିବାରୁ ଏହି ଜ୍ୟୋତିର ପରଦା ତଳପଟକୁ ହଠାତ୍ ଫିକା ପଡ଼ିଯାଏ ।

ଏହା କୋଷ ପରଦାକୁ (cell membrane) ବା କବକର ମେଟାବୋଲିଜ୍ମ (metabolism) ପ୍ରଭାବିତ କରିପାରେ ।

| ବିବାହ ପରେ ଓ ଦୂରଦର୍ଶନ ପଦାର୍ପଣ (୧୯୯୮-୨୦୧୧) |ଛଅ ବର୍ଷର ବିରାମ ପରେ ଶ୍ରୀଦେବୀ ୨୦୦୪-୨୦୦୫ରେ ସାହାରା ସିଟକମର ମାଳିନୀ ଆୟାର୍ ଜରିଆରେ ଛୋଟ ପରଦାରେ ଅଭିନୟ କରିଥିଲେ ।

ଆଖିର ଆଗ ପରଦା ବା କରନିଆ ଏକେବାରେ କାଚପରି ସଫା ।

| କାର୍ଯ୍ୟ ପ୍ରଣାଳୀ |ଏକାଧିକ ମାଉସ ବ୍ୟବସ୍ଥା | ବଟନ |ମାଉସର ବଟନଗୁଡ଼ିକ ଏକ ଛୋଟ ଛୋଟ ସୁଇଚ ଭଳିଆ ଯାହାକୁ କମ୍ପ୍ୟୁଟର ପରଦାରେ ଥିବା ଏକ ଜିନିଷକୁ ଧରିବା ପାଇଁ ଟିପା ଯାଇଥାଏ ବା କ୍ଲିକ କରାଯାଇଥାଏ ଏହାକୁ ଗ୍ରାଫିକାଲ ଇଉଜର ଇଣ୍ଟର୍ଫେସ ସାହା ଦେଇଥାଏ।

ଏହି ଏଣ୍ଡୁଅଗୁଡ଼ିକ ନିଜର ଡ୍ରାଗନ୍ ପରି ରୂପ ଏବଂ ନିଜ ପରଦାଗୁଡ଼ିକୁ ଖୋଲି ଉଡ଼ିବା ଗୁଣ ପାଇଁ ଏମାନେ ପ୍ରସିଦ୍ଧ ।

ପରଦାରେ ଯୋଡ଼ିଦାର ହୋଇଥିବା ସେ କାଳର ଶୀର୍ଷ ସ୍ଥାନୀୟ ଅଭିନେତ୍ରୀମାନଙ୍କର ନାମ ବୈଜୟନ୍ତିମାଳା (Vyjayanthimala), ମଧୁବାଲା (Madhubala), ନରଗିସ (Nargis), ନିମି (Nimmi), ମୀନା କୁମାରୀ (Meena Kumari), ଓ କାମିନୀ କୌଶଳ (Kamini Kaushal) ଥିଲା।

ଏହା ପୂର୍ବରୁ ସେ ଅନେକ ମଞ୍ଚ ଅଭିନୟ ଏବଂ ଛୋଟ ପରଦାରେ ଅଭିନୟ କରିଥିଲେ ।

ଗୀତର ତାଳେ ତାଳେ କଣ୍ଢେଇମାନଙ୍କର ନୃତ୍ୟ ଓ ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶିତ କରିବା ପାଇଁ, ନାଚ ଦଳର ଜଣେ ସଦସ୍ୟଦ୍ୱାରା କଣ୍ଢେଇଗୁଡ଼ିକୁ ସଂଯୋଗ କରାଯାଇଥିବା ତାରକୁ ଧରି ପରଦାର ନେପଥ୍ୟରେ ନିୟନ୍ତ୍ରିତ କରିଥାନ୍ତି ।

ସରକାରୀ ଚାକିରିରେ ଯେଉଁ ସ୍ଥାନରେ ରହୁଥିଲେ, ସେଠିକାର ଲୋକଙ୍କୁ ବୁଝାଇସୁଝାଇ ବାଳିକାଙ୍କ ପାଇଁ ବିଦ୍ୟାଳୟ ସ୍ଥାପନ କରିବା, ପରଦା ପ୍ରଥାର ଉନ୍ମୋଚନ, ଛୁଆଁଅଛୁଆଁ ଭେଦଭାବ ଦୂରୀକରଣ, ସ୍ୱତନ୍ତ୍ର ଓଡ଼ିଶା ଗଠନ ଓ ସ୍ୱରାଜ୍ୟ ପ୍ରାପ୍ତି ପାଇଁ ଉଦ୍ୟମ ଜାରି ରଖିଥିଲେ ।

curtain's Usage Examples:

into thin sheets called "draperies" or "curtains" where they descend from overhanging portions of the wall.


پرده‎, meaning "curtain") is a religious and social practice of female seclusion prevalent among some Muslim and Hindu communities.


In the early 1940s, vinyl plastic emerged as a versatile material for a wide range of applications, from shower curtains to cable insulation.


:At this point, the curtain drops, and the orchestra plays some brief scene-change music.


The Syrian Super Cup is the curtain raiser to the Syrian football season.


Originally entr"actes resulted from stage curtains being closed for set or costume changes:.


She stands in front of a recess with a caryatid to the left ; behind her is a dark curtain.


fitted bed sheet flat bed skirt bedspread blanket curtain comforters dishcloth dishtowel doily duvet cover gloves handkerchief mattress pad/cover napkin.


[citation needed] Similar holes, called machicolations, were often located in the curtain walls of castles, fortified manor.


On opening night in 1907, Earl Brown unveiled a magnificent drop curtain reproduction of a Horace Vernet painting.


addition, many thin chin curtain beards do not extend that far below the jawline, if at all, whereas all chinstrap beards generally do.


protective equipment (ESPE) - a device such as a light curtain, safety scanner, or gate position sensor.


Ashcroft's successor, Alberto Gonzales, removed the curtains in June 2005.



Synonyms:

drop, pall, theatre curtain, eyehole, blind, theater curtain, drop cloth, drape, festoon, eyelet, drapery, screen, shower curtain, drop curtain, frontal, mantle, furnishing, portiere,

Antonyms:

hide, free, posterior, back, rear,

curtain's Meaning in Other Sites