cumbersomely Meaning in Odia (Oriya). ( cumbersomely ଶବ୍ଦର ଓଡିଆ ଅର୍ଥ)
କଷ୍ଟଦାୟକ,
Adjective:
କଷ୍ଟକର |, ଭାରୀ,
People Also Search:
cumbrancecumbria
cumbrian
cumbrous
cumbrously
cumin
cumins
cumlaude
cummer
cummerbund
cummerbunds
cummin
cummings
cummins
cumquat
cumbersomely తెలుగు అర్థానికి ఉదాహరణ:
ଅତିଶୟ କଷ୍ଟଦାୟକ ଲକ୍ଷଣ ପ୍ରକାଶ ପାଇଲେ କେତେକ ମହିଳା ଗର୍ଭପାତ କରିବାକୁ ପସନ୍ଦ କରନ୍ତି ।
ଅଣ୍ଟାବିନ୍ଧା ଓ କଷ୍ଟଦାୟକ ଯୌନ ସଙ୍ଗମ ହୁଏ ।
ପାଖରେ ଥିବା ଅନ୍ୟ ଆଙ୍ଗୁଠି ଦିଗକୁ ବୃଦ୍ଧାଙ୍ଗୁଳି ବଙ୍କା ହୋଇଯାଇ ଲାଲ ଦେଖାଯାଏ ଓ କଷ୍ଟଦାୟକ ହୁଏ ।
ପ୍ରଥମେ ଛୋଟ ଫୋଟକା (small blisters) ହୋଇ ବାହାରେ ଯାହା ଫାଟିଯାଇ କଷ୍ଟଦାୟକ ଅଲସର (ulcers) ବା ଘାଆ ହୁଏ ।
ସେହି ସ୍ଥାନ ଗଲୁ କରେ ଓ କଷ୍ଟଦାୟକ ହୁଏ ।
କାଶ, ରକ୍ତମିଶା କଫ, ଓଜନ ହ୍ରାସ ଓ କଷ୍ଟଦାୟକ ଶ୍ୱାସ କ୍ରିୟା ଇତ୍ୟାଦି ଲକ୍ଷଣମାନ ଏହି ରୋଗରେ ଦେଖାଯାଏ ।
|ପରୀକ୍ଷା ରୋଗୀନିମନ୍ତେ ଗ୍ରହଣୀୟ କି ନୁହେଁ, କଷ୍ଟଦାୟକ କି ବା ରୋଗୀ ଏହା ନିମନ୍ତେ ମନା କରିବ କି ।
|ପାଶ୍ଚାତ୍ୟ ସାହିତ୍ୟରେ ଧଳା ହାତୀର ଉଲ୍ଲେଖ|ଇଂରାଜୀ ଭାଷାରେ "ହ୍ୱାଇଟ୍ ଏଲିଫ୍ୟାଣ୍ଟ୍ (white elephant)" ଶବ୍ଦର ସାହିତ୍ୟିକ ପ୍ରୟୋଗର ଅନୁଧ୍ୟାନ କଲେ ଦେଖାଯିବ ଯେ କୌଣସି ସୁନ୍ଦର ବା ବଡ଼ ବସ୍ତୁ ଯାହାର ରକ୍ଷଣାବେକ୍ଷଣ ବା ପାଳନ କରିବାର ଦାୟିତ୍ୱ ବସ୍ତୁର ପ୍ରକୃତ ମୂଲ୍ୟଠାରୁ ଅଧିକ ବା କଷ୍ଟଦାୟକ ।
ଏହି ବେମାରୀ କଷ୍ଟଦାୟକ ବା ଗଲୁକାରୀ ହୋଇପାରେ ।
ଅନ୍ତଶିରା ଥ୍ରମ୍ବୋସିସ୍ ଲକ୍ଷଣ ମଧ୍ୟ ପ୍ରକାଶିତ ହୁଏ ଯେଉଁଥିରେ ଏକ ଲାଲ, ଉଷୁମ, ସ୍ଫିତ ଓ କଷ୍ଟଦାୟକ ଗୋଡ଼ ଦେଖାଯାଏ ।
ତେଣୁ ବରାହମିହୀର ଦଶବର୍ଷ ପୁଅର ମୃତ୍ୟୁହେଲେ ବିଶେଷ କଷ୍ଟଦାୟକ ହେବ ବୋଲି ସଦ୍ୟଜାତ ଶିଶୁଟିକୁ ଗୋଟିଏ କାଷ୍ଠପାତ୍ରରେ ପୁରାଇ ନଦୀଗର୍ଭରେ ଭସାଇ ଦେଲେ ।
ଆଉ କିଛି ଭକ୍ତ ପଥସାରା ଆଣ୍ଠୁରେ ବସି ସାଷ୍ଟାଙ୍ଗ ପ୍ରଣାମ କରି ପ୍ରଦକ୍ଷିଣା କରନ୍ତି ଯାହା ଅଧିକ କଷ୍ଟଦାୟକ ।
ଏହା ସହିତ ନିର୍ଦ୍ଦିଷ୍ଟ ସଂକ୍ରମଣର ଲକ୍ଷଣ ଥାଏ ଯେପରିକି ନିମୋନିଆ ସହିତ କାଶ କିମ୍ବା ବୃକ୍କ ସଂକ୍ରମଣ ସହିତ କଷ୍ଟଦାୟକ ମୂତ୍ରତ୍ୟାଗ ।
cumbersomely's Usage Examples:
engravers withdrew from LIPBA in 1890 to form their own organization, the cumbersomely named International Lithographic Artists" and Engravers" Insurance and.
Anemone caroliniana was first described and published in the cumbersomely-titled Flora Caroliniana, secundum Systema vegetabilium Linnæi digesta.
These systems disallow self-extracting archive files unless they are cumbersomely renamed by the sender to, say, somefiles.
" Staunton cumbersomely referred to the opening as "The Queen"s Bishop"s Pawn Game in the King"s.
The article, cumbersomely titled by the magazine as "Back to Our Future? A Walk on the Wild Side.
pseudonym "Colonus" espoused his views in an influential pamphlet somewhat cumbersomely entitled Does the Discovery of Gold in Victoria Viewed in Relation to.
Quarter-winds were more cumbersomely phrased, with the closest principal wind named first and the next-closest.
If moths with proboscises that were too cumbersomely long substantially risked their lives due to being easier prey, then.
If moths with proboscises that were too cumbersomely long substantially risked their lives due.
including John Kirkpatrick, Richard Thompson and Dave Mattacks, and cumbersomely all their names appeared on the album cover.