<< cults cultural >>

culturable Meaning in Odia (Oriya). ( culturable ଶବ୍ଦର ଓଡିଆ ଅର୍ଥ)



ସଂସ୍କୃତ,

Adjective:

ଆଗ୍ରୋନୋମିକ୍, ସାଂସ୍କୃତିକ, ସଭ୍ୟ,

culturable తెలుగు అర్థానికి ఉదాహరణ:

|ସଂସ୍କୃତି|ଏହି ଗାଆଁଠାରୁ ଅଳ୍ପ ଦୂରରେ ଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଅଛି ।

ଏହା ଅଧୁନା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଅଧୀନରେ ଏକ ମାନ୍ୟତାପ୍ରାପ୍ତ ମହାବିଦ୍ୟାଳୟ ।

ରୋମାନ କଳା, ସଂସ୍କୃତି ଓ ସାହିତ୍ୟରେ ଅବୁନ‌ଦାନ୍ତିଆଙ୍କର ଭୂମିକା ଥିଲା କିନ୍ତୁ ପୁରାଣରେ ନଥିଲା ।

ସେମାନଙ୍କଦ୍ୱାରା ହିନ୍ଦୁ, ବୌଦ୍ଧ ଧର୍ମ ଆଦି ଧର୍ମ ସଂସ୍କୃତି ସେହି ଦେଶ ଗୁଡିକରେ ପ୍ରସାର ଲାଭ କରିଥିଲା ।

ସମଗ୍ର ଭାରତ ବର୍ଷରେ କାହିଁ କେଉଁ ଯୁଗରୁ ଆଜି ପର୍ଯ୍ୟନ୍ତ ମଧ୍ୟ ଲୋକମାନେ ନିଜ ନିଜ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ଯାଇ ସଂସ୍କୃତି ସମ୍ପନ୍ନ ନୃତ୍ୟକୁ ପରିବେଷଣ କରିଥାନ୍ତି ।

ସେ ବହୁ ଐତିହାସିକ ଓ ସମାଜ-ସାହିତ୍ୟ-ସଂସ୍କୃତ ଧର୍ମୀ ପ୍ରବନ୍ଧର ରଚୟୀତା ।

ସେ ନିଜ ବାଣୀରେ ପଞ୍ଚତତ୍ତ୍ୱ (ଗୀତା, ସମନ୍ୱୟ, ସେବା, ଜଗନ୍ନାଥ ସଂସ୍କୃତି ଓ ପରିବେଶ) ଓ ଚତୁର୍ମହାଶକ୍ତିଙ୍କ (ମହାଲକ୍ଷ୍ମୀ, ମହା ସରସ୍ୱତୀ, ମହାକାଳୀ ଓ ମହାଦୁର୍ଗା) ବିଷୟରେ ବର୍ଣ୍ଣନା କରିଛନ୍ତି ।

| ଓଡ଼ିଶା ଓ ଓଡ଼ିଆ ପରମ୍ପରାରେ ବତିଘର |ପ୍ରାଚୀନ କାଳରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶା ସାମୁଦ୍ରିକ ବାଣିଜ୍ୟ ସଂସ୍କୃତି ସହ ବିଶେଷ ଭାବେ ଜଡ଼ିତ ।

| ଆଧାର |ହିନ୍ଦୁ ଦେବୀ|Wiki loves Women South Asia 2020 ଦେବୀ (ଇଂରାଜୀ ଭାଷାରେ Devī , Sanskrit: देवी) ଏକ ସଂସ୍କୃତ ଶବ୍ଦ ଯାହା ଠାକୁରାଣୀ ଅର୍ଥରେ ପ୍ରୟୋଗ ହୁଏ; ଏହାର ପୁଂଲିଙ୍ଗ ଶବ୍ଦ: ଦେବ ବା ଦେବତା ଅର୍ଥ ସ୍ୱର୍ଗୀୟ ବା ଅତ୍ୟୁତ୍ତମ ।

| ଶିକ୍ଷା ବ୍ୟବସ୍ଥା |ବିଶ୍ୱବିଦ୍ୟାଳୟରେ ନିମ୍ନ ବିଭାଗ ଗୁଡିକରେ ଶିକ୍ଷାଦାନ କରାଯାଏ :|ଧର୍ମଶାସ୍ତ୍ର|ନ୍ୟାୟ|ସାହିତ୍ୟ|ସର୍ବଦର୍ଶନ|ବେଦ|ବ୍ୟାକରଣ|ଅଦ୍ୱେତ ବେଦାନ୍ତ|ଜ୍ୟୋତିର୍ବିଜ୍ଞାନ|ଶାରିରିକ ଶିକ୍ଷା|କମ୍ପ୍ୟୁଟର ଶିକ୍ଷା|ଶିକ୍ଷା ଶାସ୍ତ୍ରୀ|ସଂସ୍କୃତରେ ଅଧିକ ଶୋଧ କରିବା ପାଇଁ, ବିଶ୍ୱବିଦ୍ୟାଳୟରେ କାର୍ସ ନାମକ ଏକ ଶୋଧ ସଂସ୍ଥାନ ରହିଛି ।

| ମନୁଷ୍ୟ ସଂସ୍କୃତିରେ |କେନେଥ ଗ୍ରାହାମେଙ୍କର ଉପନ୍ୟାସ The Wind in the Willowsରେ ମିଃ ତୋଡ ଗୋଟିଏ ପ୍ରିୟ ଓ ପ୍ରସିଦ୍ଧ ହାସ୍ୟଚରିତ୍ର, ଯଦିଓ ସ୍ୱାର୍ଥୀ ଓ ନିଜକୁ ଭଲ ପାଉଥିବା ଚରିତ୍ର ।

culturable's Usage Examples:

Prevotella species are among the most numerous microbes culturable from the rumen and hind gut of cattle and sheep, where they help the breakdown.


8 hectares is culturable waste-land, 55.


Neisseria polysacchareais a Gram-negative diplococcus, catalase positive, culturable bacteria.


a potential biological control agent against Helopeltis as it is mass-culturable with low cannibalism.


Hypocreaceae that is present in all soils, where they are the most prevalent culturable fungi.


This canal has culturable command area of 1.


Culturable area in the basin is about 80,000 square kilometres (31,000 sq mi), which is 4% of the total culturable area of the country.


than one percent of microbial species in a given ecological niche is culturable.


Culturable and non-culturable bacterial species in the placenta obtained following normal.


Creolimax is one of the few ichthyosporeans that is culturable.


The project aims at increasing total culturable command area (the sustainable area which can be irrigated after accounting.


4 84 8% Barren and un-culturable land (mountains, deserts, etc.


Out of the total area , 6276 acres of land is culturable.



culturable's Meaning in Other Sites