<< crushing crusie >>

crushingly Meaning in Odia (Oriya). ( crushingly ଶବ୍ଦର ଓଡିଆ ଅର୍ଥ)



ଚୂର୍ଣ୍ଣ,

ଚୂର୍ଣ୍ଣ କରିବା |,

People Also Search:

crusie
crust
crusta
crustacea
crustacean
crustaceans
crustaceous
crustal
crustate
crustated
crustation
crusted
crustie
crustier
crustiest

crushingly తెలుగు అర్థానికి ఉదాహరణ:

|ଅତିସାର|ଶୁଖିଲା ଗୁଆକୁ ଗୁଣ୍ଡ କରି ତା’ର ଚୂର୍ଣ୍ଣକୁ ୧ରୁ୨ ଗ୍ରାମ୍ ନେଇ ଦହି ସହିତ ନିୟମିତ ସେବନ କଲେ ପୁରୁଣା ଅତିସାର ନିବାରିତ ହୁଏ ।

ଏହି ଦାରୁ ନିର୍ମିତ ତନୁ ଧାରଣକରି ଜଗନ୍ନିୟନ୍ତା ପହଣ୍ଡି ମାଧ୍ୟମରେ ଦାରୁସୁଲଭ ଜଡତାକୁ ଚୂର୍ଣ୍ଣ କରି ନରୋଚିତ ଚେତନାକୁ ଆତ୍ମସ୍ଥ କରିବା ପାଇଁ ଦେଉଛନ୍ତି ପ୍ରତ୍ୟକ୍ଷ ପ୍ରଚୋଦନା ।

ic drugs) –ନିତ୍ୟାନନ୍ଦ ରସ, ଶ୍ଲୀପଦାରି ରସ, ଶୁଦ୍ଧ ଗନ୍ଧକ, ପୁନର୍ନଭା ମଣ୍ଡୁର ରସ ଇତ୍ୟାଦି ଏବଂ ଉଦ୍ଭିଦଜ ଔଷଧିରେ –ପଞ୍ଚକୋଲ ଚୂର୍ଣ୍ଣ,ବୃଦ୍ଧଦାରୁକ ସମଚୁର୍ଣ୍ଣ ଏବଂ ତ୍ରିଫଳା ଗୁଗ୍ଗୁଳ, କଞ୍ଚନାର ଗୁଗ୍ଗୁଳ ତଥା ଗୋମୁତ୍ରର ପ୍ରୟୋଗ ମଧ୍ୟ କରାଯାଇଥାଏ ।

ପୂର୍ବେ ଗଜମୁକ୍ତା ସଂଗ୍ରହ କରାଯାଇ ତାହାର ଚୂର୍ଣ୍ଣ ଶ୍ରୀଜୀଉଙ୍କ ପାନରେ ବ୍ୟବହୃତ ହେଉଥବା ଜଣାଯାଏ ।

ପିତ୍ତାଦି ରୋଗରେ ଏହାର ମୂଳର ଚୂର୍ଣ୍ଣକୁ ମହୁ ସହିତ ପ୍ରୟୋଗ କରାଯାଏ।

ଏହାର ଚୂର୍ଣ୍ଣ ଅଗ୍ନିମାନ୍ଦ୍ୟ ,ପିତ୍ତବିକାର ତଥା କୃମି ରୋଗରେ ପ୍ରୟୋଗ କରାଯାଏ ।

ତୁଳସୀ ପତ୍ରକୁ ଖରାରେ ଶୁଖାଇ ତାହାର ଚୂର୍ଣ୍ଣରେ ଦାନ୍ତ ଘଷିଲେ ମାଢି ଶକ୍ତ ରହେ ।

|ପ୍ରଜନନ ସଂସ୍ଥାନ – ଗର୍ଭାଶୟ ସଙ୍କୋଚକ , କଷ୍ଟ ପ୍ରସବରେ ଏବଂ ଗର୍ଭାନିଷ୍କାସନାର୍ଥ ଏହାର ଚୂର୍ଣ୍ଣ ପ୍ରୟୋଗ ହୁଏ ।

ପଳାଶ ପତ୍ରର ଚୂର୍ଣ୍ଣ ଅଥବା ପତ୍ରର ସିଝାପାଣିକୁ ସବୁପ୍ରକାରର କ୍ଷତର ଚିକିତ୍ସାରେ ପ୍ରୟୋଗ କରାଯାଇଥାଏ।

ଅଦାକୁ ଜଳରେ ସିଝାଇ ଛାଣି ସେଥିରେ ଅଳ୍ପ ଲୁଣ ଓ ଶୁଣ୍ଠୀଚୂର୍ଣ୍ଣ ମିଶାଇ ଦିନରେ ତିନିଥର ସେବନ କଲେ ଅଣ୍ଟାଧରା ଭଲ ହୁଏ ।

|ନିଦ୍ରାହୀନତା ଭୋଗୁଥିବା ବ୍ୟକ୍ତି ପୁରୁଣା ଗୁଡ଼ ୩ ଗ୍ରାମ୍ ସହିତ ପିପ୍ପଳୀ ଚୂର୍ଣ୍ଣ ୩ ଗ୍ରାମ୍‍ ମିଶାଇ ସପ୍ତାହେ ଖାଇଲେ ନିଦ୍ରାହୀନତା ରୋଗରୁ ମୁକ୍ତି ମିଳୋ ଭଲ ନିଦ ହୁଏ ।

୧ରୁ ୪ ଗ୍ରାମ୍‍ ପିପ୍ପଳୀ ଚୂର୍ଣ୍ଣ ସହିତ ୨ ଚାମଚ ମହୁ ମିଶାଇ ସେବନ କରିବାଦ୍ୱାରା ଏହା ଭଲ ହୋଇଥାଏା କାଶ ରୋଗରେ ମଧ୍ୟ ୨/ ୪ ଗ୍ରାମ୍‍ ପିପ୍ପଳୀ ଚୂର୍ଣ୍ଣ ଘିଅରେ ଭାଜି ସେଥିରେ ସୈନ୍ଧବ ଲବଣ ମିଶାଇ ସେବନ କଲେ କାଶ ରୋଗରୁ ଅଳ୍ପଦିରେ ମୁକ୍ତି ମିଳିଥାଏ ।

ଏହାର ଫଳ କ୍ୱାଥ ଏବଂ ତ୍ୱକ ଚୂର୍ଣ୍ଣ ଅର୍ଶ, ଅନାହ, କାମଳ(jaundice) ଓ ଅନ୍ୟାନ୍ୟ ଉଦର ରୋଗରେ ପିତ୍ତସାରକ, ରେଚକ ହିସାବରେ ଉପଯୋଗ କରାଯାଇଥାଏ ।

crushingly's Usage Examples:

By 1738 the Mughal Empire had been crushingly defeated and their capital sacked and looted by forces of a new Iranian.


They were crushingly defeated by a combined force of locals, Geuzen and filibusters, bringing.


If you love screeching distortion and feedback and crushingly brutal slabs of riffs, Floor is up there with the best and is definitely.


brought shoegaze to the alternative metal mainstream with "Minerva", a crushingly heavy, textured jam indebted to Siamese Dream-era Smashing Pumpkins and.


won by 3+1⁄2 lengths in a victory that was described in The Times as "crushingly conclusive".


With her main supporter Leo Phokas crushingly defeated by the Bulgarians at the Battle of Acheloos in 917, Zoe started.


by a charismatic leader—and it often bears an association with being crushingly destructive.


The Mongols were crushingly defeated by Qutuz"s forces, in what has been considered a historical turning.


combined their forces in the Battle of the Vorskla River in 1399, but were crushingly defeated by Khan Temur Qutlugh and Edigu, two of Timur"s generals.


Subsequent Achaean offensives in 226 BC were crushingly defeated at the Battle of Mount Lycaeum and the Battle of Ladoceia.


Despite initial successes, Philip fell ill with fever, and was crushingly defeated by Uguccione at the Battle of Montecatini.


Limelight magazine described it as "A crushingly powerful work of musical history … A towering piece.


or Battle of Harim, was fought in 1164 in which a force of Latins were crushingly defeated by Nur ad-Din Zangi.



crushingly's Meaning in Other Sites