<< crocodilite crocoisite >>

crocodilus Meaning in Odia (Oriya). ( crocodilus ଶବ୍ଦର ଓଡିଆ ଅର୍ଥ)



କୁମ୍ଭୀର,

Crocodylidae ପ୍ରଜାତିର ପ୍ରଜାତି |,

People Also Search:

crocoisite
crocoite
crocs
crocus
crocuses
croesus
croft
crofter
crofters
crofting
crofts
crohn
croise
croissant
croissants

crocodilus తెలుగు అర్థానికి ఉదాహరణ:

ଏହି କୁମ୍ଭୀରର ମୁଖାଗ୍ର ଗାଈ ପରି ବଡ଼ ହୋଇଥିବାରୁ ଏହାକୁ ଓଡ଼ିଶାର ଅନେକ ଅଞ୍ଚଳରେ "ଗୋମୁହାଁ କୁମ୍ଭୀର" ବୋଲି କୁହାଯାଏ ।

ଏହି ଅଭୟାରଣ୍ୟର ମୁଖ୍ୟ ଆକର୍ଷଣ ହେଉଛି, ଘଡ଼ିଆଳ କୁମ୍ଭୀର

ଅନ୍ୟ କେହି ଖରା ପୋଇଁବା ସ୍ଥାନ ଅକ୍ତିଆର କରିବାକୁ ଚାହିଁଲେ ଦୁଇ କୁମ୍ଭୀରଙ୍କ ମଧ୍ୟରେ ସଂଘର୍ଷ ହୋଇପାରେ ।

ଏପରି ସମୟରେ କୁମ୍ଭୀରମାନେ ଦିନସାରା ଖରା ପୋଇଁବା ଦେଖାଯାଇଛି ।

ବେଳେବେଳେ ଜଳସେଚନ ପାଇଁ ଉଦ୍ଦିଷ୍ଟ ବନ୍ଧ ଓ କେନାଲ୍‍ରେ ମଧ୍ୟ ଗୋମୁହାଁ କୁମ୍ଭୀରମାନଙ୍କୁ ଦେଖାଯାଇଛି ।

ଓଡ଼ିଶାରେ ମହାନଦୀସ୍ଥିତ ସାତକୋଶିଆ ଗଣ୍ଡ ଅଭୟାରଣ୍ୟରେ ମଧ୍ୟ କିଛି ଥଣ୍ଟିଆ କୁମ୍ଭୀର ବସବାସ କରନ୍ତି ।

ପାକିସ୍ଥାନର ଲାହୋର୍ ଚିଡ଼ିଆଖାନାରେ ଏକ ପ୍ରଜନନକ୍ଷମ କୁମ୍ଭୀର ଯୁଗଳ ରଖାଯାଇଛି ।

ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନର ସରୀସୃପଙ୍କ ମଧ୍ୟରେ ଗୋମୁହାଁ କୁମ୍ଭୀର, ଗୋଧି, ଅଜଗର, ଧଣ୍ଡ ସାପ ଇତ୍ୟାଦି ପ୍ରମୁଖ ।

ତେବେ ଏହି ଐତିହାସିକ ମନ୍ଦିରର ବିଶେଷତ୍ତ୍ୱ ହେଲା ଏହାକୁ ଦୀର୍ଘ ବର୍ଷ ଧରି ଏକ କୁମ୍ଭୀର ଜଗି ଆସୁଛି ।

|୨୦୧୦ ମସିହା ଡିସେମ୍ବର ମାସରେ ରୋମୁଲସ୍ ହ୍ୱିଟେକର୍‍ଙ୍କ ସହିତ ଭାରତର ତତ୍କାଳୀନ ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଜୟରାମ ରମେଶ ମାନ୍ଦ୍ରାଜ୍ କୁମ୍ଭୀର ବ୍ୟାଂକ୍ ପରିଦର୍ଶନରେ ଯାଇଥିଲେ ।

ଗତ ୭୦ ବର୍ଷରେ ଥଣ୍ଟିଆ କୁମ୍ଭୀରଙ୍କ ସଂଖ୍ୟା ଅତିମାତ୍ରାରେ ହ୍ରାସ ପାଇଥିବାରୁ IUCN ତାଲିକାରେ ଏହାକୁ Critically Endangered ଜୀବ ଭାବେ ବିବେଚନା କରାଯାଏ ।

|ବର୍ଗୀକରଣ|ଥଣ୍ଟିଆ କୁମ୍ଭୀରର ଜୀବିତ ଓ ବିଲୁପ୍ତ ପ୍ରଜାତିମାନଙ୍କୁ ବିଭିନ୍ନ ପ୍ରଣାଳୀରେ ବର୍ଗୀକୃତ କରାଯାଇଥାଏ ।

crocodilus's Usage Examples:

crocodilus) Yacare caiman (C.


caiman (Paleosuchus palpebrosus) Smooth-fronted caiman (Paleosuchus trigonatus) Genus Caiman Yacare caiman (Caiman yacare) Spectacled caiman (Caiman crocodilus).


Caimaninae Genus Caiman Yacare caiman, Caiman yacare Spectacled caiman, Caiman crocodilus Rio Apaporis caiman, C.


Mesoborus crocodilus is a species of distichodontid fish found in the Congo River Basin in Middle Africa.


crocodilus, the spectacled caiman, has the widest distribution, from southern Mexico.


Lycothrissa crocodilus, the Sabretooth thryssa, is a species of anchovy which occurs in fresh and brackish water in Southeast Asia.


the smooth-fronted caiman is similar in appearance to that of the spectacled caiman (Caiman crocodilus), but no bony ridge or "spectacle" occurs between.


crocodilus, spectacled caiman C.


The houndfish (Tylosurus crocodilus) is a game fish of the family Belonidae.


considered it to be a junior synonym of the extant spectacled caiman (Caiman crocodilus).


The spectacled caiman (Caiman crocodilus) occurs in Central America and parts of the northern half of South America.


reptiles include the Orinoco crocodile (Crocodylus intermedius), spectacled caiman (Caiman crocodilus), Green anaconda (Eunectes murinus), and Arrau.


distinct species, and considered it to be a junior synonym of the extant spectacled caiman (Caiman crocodilus).



crocodilus's Meaning in Other Sites