<< crewman crews >>

crewmen Meaning in Odia (Oriya). ( crewmen ଶବ୍ଦର ଓଡିଆ ଅର୍ଥ)



କର୍ମଚାରୀମାନେ,

କ୍ରୁମାନ୍ |,

People Also Search:

crews
cri
crib
crib death
cribbage
cribbage board
cribbed
cribbing
cribble
cribbling
cribella
cribellum
cribrate
cribration
cribrose

crewmen తెలుగు అర్థానికి ఉదాహరణ:

ସେଥି ନିମନ୍ତେ ସ୍ୱାସ୍ଥ୍ୟ କର୍ମଚାରୀମାନେ ରୋଗୀମାନଙ୍କର ଘର ଘର ବୁଲି ତାଙ୍କୁ ଔଷଧ ଖାଇବାକୁ ଦିଅନ୍ତି ।

ପ୍ରଥମେ ଏନ୍‍ଟିପିସି ତଥା ଅନ୍ୟ ନିର୍ମାଣକାରୀ ସଂସ୍ଥାମାନଙ୍କ କର୍ମଚାରୀମାନେ ତାଳଚେରଠାରେ ରହୁଥିଲେ, ପରେ ବିଜିଗୋଳ-ରଙ୍ଗବେଡା ଗ୍ରାମ ନିକଟବର୍ତ୍ତୀ ଅସ୍ଥାୟୀ ଟାଉନ୍‍ସିପ୍‍ ନିର୍ମିତ ହେଲାପରେ ସେଠାରେ ରହିଲେ ।

ରାଜକର୍ମଚାରୀମାନେ ରାଜାଙ୍କ ଆଦେଶରେ ଯୋଗୀକୁ ଧରିବାରେ ବିଫଳ ହେଲେ ।

ତାଙ୍କ କାର୍ଯ୍ୟ ଶୈଳୀ ନିପୁଣ ତଥା ନ୍ୟାୟ ସଙ୍ଗତ ହୋଇଥିବାରୁ ସେତେବେଳକାର ପୌରସଭାରେ ଥିବା ଅନ୍ୟାନ୍ୟ ବହୁ ବିଭାଗରେ ଇଂରାଜୀ କର୍ମଚାରୀମାନେ ସୁଭାଷ ଚନ୍ଦ୍ରଙ୍କର ତଳିଆ କର୍ମଚାରୀ ଭାବରେ କାର୍ଯ୍ୟ ପରିଚାଳନା କରୁଥିଲେ ।

|ଏହା ବ୍ୟତୀତ ବିଧାନ ସଭା ଅଧିବେଶନ ସମୟରେ ଦାୟିତ୍ୱରେ ଥିବା କର୍ମଚାରୀମାନେ କାର୍ଯ୍ୟ କରିବେ ।

ଏହାଦ୍ୱାରା କର୍ମଚାରୀମାନେ ମଧ୍ୟ କମ୍ପାନୀର ପରିଚାଳନା ସମ୍ପର୍କରେ ନିଜ ମନ୍ତବ୍ୟ ରଖିପାରୁଥିଲେ ।

ସରକାରୀ ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ଏହି ଦିନଟିକୁ ଏଡ୍‌ସ ବାବଦରେ ଭାଷଣ ଦେଇ ଜନସଚେତନତା ତିଆରି କରି ପାଳନ କରିଥାନ୍ତି ।

କମ୍ପାନୀର ପୁନରୁଦ୍ଧାର ପାଇଁ କର୍ମଚାରୀମାନେ ଦାବୀ କରି ଆସୁଛନ୍ତି ।

ରାଜଶାସନ ବ୍ୟବହୃତ ଘାଟରେ ଯଦି ବି ଚୈତନ୍ୟ ଓହ୍ଲାଇଥିଲେ , ସେତେ ବେଳକୁ ସେ ପ୍ରଭୁ ହୋଇନଥିବାରୁ , ରାଜସାନ୍ନିଧ୍ୟ ଲାଭ କରିନଥିବାରୁ ରାଜକର୍ମଚାରୀମାନେ ତାଙ୍କ ଉଦଣ୍ଡ ନୃତ୍ୟକୁ କେଉଁ ଦୃଷ୍ଟିରେ ଗ୍ରହଣ କରିଥିଲେ ତାହା ବିଚାରଯୋଗ୍ୟ ।

|୨୦୧୫ ମସିହାରେ ବନ ବିଭାଗର କ୍ଷେତ୍ର କର୍ମଚାରୀମାନେ ନଭେମ୍ବର ମାସର ଦରମା ମିଳିବାରେ ବିଳମ୍ବ ହେବା ଯୋଗୁଁ ବିକ୍ଷୋଭ କରିଥିଲେ ଓ ରାଜାଜୀ ଜାତୀୟ ଉଦ୍ୟାନରେ ବାଘଗଣତି ପ୍ରକ୍ରିୟାରେ ସହଯୋଗ ନକରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ରାଜା ଓ ରାଜକର୍ମଚାରୀମାନେ ଘୋଡ଼ା ବା ହାତୀରେ ଯାତାୟତ କରୁଥିଲେ।

ପ୍ରଦର୍ଶନକାରୀଙ୍କୁ ସ୍ଥାନୀୟ ଦରୋଗା (ଇନ୍ସପେକ୍ଟର) ଗୁପ୍ତେଶ୍ୱର ସିଂ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ମାଡ଼ ମାରିଥିଲେ ।

crewmen's Usage Examples:

Twenty-four crewmen were killed.


she sank, the master, 18 crewmen, and one naval staff member were lost.


She was then strafed by four Grumman F4F-3 Wildcat fighters from Lexington, which killed her executive officer and several crewmen on her bridge.


crewmembers and air transport pilots received it for five sorties, fighter pilots received it for ten sorties, and individual pilots or air crewmen received one.


The lifeboatmen hauled a dozen crewmen to safety with a breeches buoy.


On her return to Buin, Yūbari struck a naval mine, damaging her bow and wounding 26 crewmen.


freighter Major Wheeler sunk by U-107 (all 35 crewmen perished) 8 February – British freighter Ocean Venture sunk by U-108.


The Haida, according to the ship"s log book, grabbed crewmen by the legs to prevent them from reaching the gold.


They interviewed Inuit, visited known or likely sites of Franklin Expedition remains, and found a skeleton of one of the lost Franklin crewmen, identified as Lieutenant John Irving of .


(23 of 35 crewmen perished) 18 January – U.


Tenryū was hit by Chicago, with 23 crewmen killed.


Two of the missing crewmen, bombardier S/Sgt.


For an additional 90 minutes, destroyer crewmen rowed their boats along the shore calling out again and again to make sure no one was left behind.



Synonyms:

skilled worker, crew, aircrewman, trained worker, privateersman, skilled workman, privateer, crew member,

Antonyms:

slave driver, leader,

crewmen's Meaning in Other Sites