credible Meaning in Odia (Oriya). ( credible ଶବ୍ଦର ଓଡିଆ ଅର୍ଥ)
ବିଶ୍ୱସନୀୟ, ନିର୍ଭରଯୋଗ୍ୟ,
Adjective:
ବିଶ୍ୱସନୀୟ, ନିର୍ଭରଯୋଗ୍ୟ,
People Also Search:
crediblenesscredibly
credit
credit account
credit analyst
credit and debit
credit application
credit card
credit crunch
credit entry
credit hour
credit line
credit note
credit side
creditability
credible తెలుగు అర్థానికి ఉదాహరణ:
ଏଣୁ ସୁଆଙ୍ଗର ବର୍ତ୍ତମାନ ରୂପ ଯେ ଊନବିଂଶ ଶତାବ୍ଦୀରେ ହିଁ ପୁନର୍ଗଠିତ ହୋଇଛି ଏହା ଅଧିକ ବିଶ୍ୱସନୀୟ ।
ସମ୍ଭାବ୍ୟ ସ୍ତନ କର୍କଟର ନିଦାନ ପାଇଁ ସ୍ତନ-ଆତ୍ମ ପରୀକ୍ଷା (BSE) ଏକ ସୁବିଧା କିନ୍ତୁ ଅବିଶ୍ୱସନୀୟ ବିଧି ଅଟେ ।
ସେ ଯାହାହେଉ, ଚତୁର ରାଜନୈତିକ ଗୋଟିଚାଳନାଦ୍ୱାରା ବ୍ୟବସାୟୀ ଇଂରେଜ ପ୍ରଶାସକ ଶକ୍ତିଶାଳୀ ଓଡ଼ିଆଜାତିକୁ ତିନି ଭାଗରେ ବିଭକ୍ତ କରି ପଡ଼ୋଶୀ ତେଲୁଗୁ, ବଙ୍ଗାଳୀ ଓ ହିନ୍ଦୀଭାଷୀଙ୍କଦ୍ୱାରା ଧନ, ଧର୍ମ ଓ ଭାଷା ଧ୍ୱଂସ କରିବାର ଛଦ୍ମ ପ୍ରଚେଷ୍ଟା ମଧ୍ୟରେ ନିଜକୁ ଓଡ଼ିଆ ଜାତିର ହିତାକାଂକ୍ଷୀ ଭାବେ ବିଶ୍ୱସନୀୟ ପରିଚୟଟିଏ ସ୍ଥାପନ କରିବାରେ ବହୁ ବିଳମ୍ବରେ ସଫଳ ହେଲେ ।
|ଚର୍ମ ଓ ନାକ ଝିଲ୍ଲୀରୁ ଜୀବାଣୁ ଯାଇ ସଂକ୍ରମଣ କରନ୍ତି ବୋଲି ବିଶ୍ୱାସ କରାଯାଏ କିନ୍ତୁ ତାହାର ବିଶ୍ୱସନୀୟତା ସନ୍ଦେହଜନକ ।
|ଉଇକିପିଡ଼ିଆରେ କେବଳ ସେହି ତଥ୍ୟ ଗୁଡ଼ିକୁ ପ୍ରଦର୍ଶିତ କରିପାରିବ ଯେଉଁଗୁଡ଼ିକ ବିଷୟରେ ଆଗରୁ ବିଶ୍ୱସନୀୟ ସୂତ୍ରରୁ ସୂଚନା ପ୍ରଦାନ କରାଯାଇଛି ଏବଂ ଏହାକୁ ଆଧାର ଭାବରେ ପ୍ରସଙ୍ଗ ସହିତ ଯୋଡ଼ା ଯାଇଥାଏ ।
ପ୍ରତ୍ୟହ ଥରେ ବା ଦୁଇ ଥର ବିଶ୍ୱସନୀୟ ଉତ୍ସରୁ ପଢ଼ନ୍ତୁ ।
ଏହି ଘଟଣା ଆମେରିକାର ଇଚ୍ଛାଶକ୍ତି ଓ ରାଷ୍ଟ୍ରପତିଙ୍କ ବିଶ୍ୱସନୀୟତାରେ ଉନ୍ନତି କଲା ।
ମାତ୍ର ଏଭଳି ଅବିଶ୍ୱସନୀୟ ଘଟଣା ଘଟିଥଲା ହଙ୍ଗେରୀରେ ।
|ଯଦି ଏହାରି କିଛି ପୃଷ୍ଠା ଉଇକିପିଡ଼ିଆରେ ଅଛି ଯାହା ଉପରେ ଭବିଷ୍ୟତରେ ତର୍କ ବା ଅନୁସନ୍ଧାନ କରାଯାଇପାରେ, ତେବେ ଏଥିରେ ବିଶ୍ୱସନୀୟ ସୂତ୍ରରୁ ଆଧାର ଯୋଡ଼ିବା ନିହାତି ଜରୁରୀ ।
ସେ ନାସ୍ତିକ ଥିବା ଯୋଗୁଁ ବିଶ୍ୱସନୀୟତା ନିମନ୍ତେ ଶପଥ ଗ୍ରହଣ କରିବା ପରିବର୍ତ୍ତେ ସେ ନିଜ ବିଶ୍ୱସନୀୟତାକୁ ପ୍ରମାଣ କରିବା ଉଚିତ୍ ହେବ ବୋଲି ପ୍ରସ୍ତାବ ଦିଆଯାଇ ଥିଲା ।
ପରସ୍ପର ପ୍ରତି ବିଶ୍ୱସନୀୟତାରେ ଅଭିବୃଦ୍ଧି ଓ ଦୁହିଁଙ୍କ ସମର୍ଥନରେ ନିୟନ୍ତ୍ରଣରେଖା ନିର୍ଦ୍ଧାରଣ କରି ସମସ୍ତ ବିବାଦର ସମାଧାନ ପାଇଁ ୧୯୯୬ ମସିହାରେ ଏକ ଆଲୋଚନା ହୋଇଥିଲା ।
ଅନ୍ୟ ବିଷୟରେ ଜାଣିବାକୁ ଗୁରୁତ୍ୱପୂର୍ଣ ବୋଲି ଧରାଯାଏ; ଭୁଲ ପାଇଁ କ୍ଷମା କରିବା ଓ ବନ୍ଧୁତା ମଧ୍ୟରେ ବିଶ୍ୱସନୀୟତା ରକ୍ଷା କରିବାକୁ ଗୁରୁତ୍ୱ ଦିଆଯାଏ ।
ଯୁଦ୍ଧ ବିଦ୍ୟାରେ ନିପୁଣ ଅନିରୁଦ୍ଧ ମଧ୍ୟ ତାଙ୍କ ରାଜବଂଶର ଅଳ୍ପ କିଛି ମହାରଥି (ଅବିଶ୍ୱସନୀୟ ଶକ୍ତିଶାଳୀ ଯୋଦ୍ଧା) ମଧ୍ୟରୁ ଜଣେ ଥିଲେ ।
credible's Usage Examples:
although numerous credible sources (including the US Army Field Manual) advise against it.
Subsequently, many of the Incredible Bongo Band's other releases were sampled by hip-hop producers, and the Apache break also remains a staple of many producers in drum and bass.
proves unable to make Di Di’s journey interesting or credible, while the uncharismatic Pataky is unconvincing as star material.
The Senate Judiciary Committee held a supplemental hearing over Ford"s allegations, which experts on sexual violence characterized as credible.
illusions of leadership, Cheer offers a fantasy cheer-ocracy, with Monica as a scarily credible cheer-tator.
When this distinction is observed, battery refers to the actual bodily contact, whereas assault refers to a credible threat or attempt to cause.
the most credible etymology of his name: “the dark one” in the sense of “ponderer,” based on the resemblance of pondering to melancholy, or being “blue.
One way to achieve this goal is to provide a credible interval of the posterior probability.
March 28, 2014, accessed February 6, 2016 "The incredible, unbelievable, meshuga story of The Apprenticeship of Duddy Kravitz: The Musical".
In 1996, the Incredible Universe stores lost "90 million, and in 1997, Tandy announced the store closures.
Tunnell would go on to create famous brands such as The Incredible Machine, Trophy Bass, and the 3-D Ultra Pinball series while at Jeff Tunnell Productions.
Synonyms:
credulous,
Antonyms:
unlikely, incredible, unthinkable, implausible, incredibility,