craftmanships Meaning in Odia (Oriya). ( craftmanships ଶବ୍ଦର ଓଡିଆ ଅର୍ଥ)
ହସ୍ତଶିଳ୍ପ,
Noun:
କରୁତା, ଯାନ୍ତ୍ରିକ |, ହସ୍ତଶିଳ୍ପ,
People Also Search:
craftscraftsman
craftsmanship
craftsmanships
craftsmaster
craftsmen
craftspeople
crafty
crag
cragfast
cragged
craggier
craggiest
craggy
crags
craftmanships తెలుగు అర్థానికి ఉదాహరణ:
ବୁଲି ଦେଖିବା ପାଇଁ ଥିବା ଅଞ୍ଚଳରେ ବିଭିନ୍ନ ହସ୍ତକଳା ଏବଂ ହସ୍ତଶିଳ୍ପ ସଂଗୃହୀତହେଇ ରଖାଯାଇଥିବା ବେଳେ ପ୍ରଦର୍ଶନୀ ଅଞ୍ଚଳମାନଙ୍କରେ ଏକ ମୁକ୍ତାକାଶ ରଙ୍ଗଭୂମି, ପିଲାମାନଙ୍କର ଖେଳିବା ସ୍ଥାନ ଏବଂ କର୍ମଶାଳା ପାଇଁ ସ୍ଥାନସବୁ ରହିଛି ।
୨/୩ଟି ଉନ୍ନତ ବିଶ୍ରାମାଗର, ସ୍ନାନାଗାର ସହ ସ୍ଥାନୀୟ କାରିଗର ଏବଂ ଲୋକଙ୍କ ପାଇଁ ଏହି ପ୍ରକଳ୍ପ ଉପାର୍ଜନର ମାଧ୍ୟମ ପାଇଁ ଜିଲ୍ଲାର ହସ୍ତଶିଳ୍ପ ଏବଂ ଖାଦ୍ୟସାମଗ୍ରୀ ବିକ୍ରି ପାଇଁ ଦୋକାନ ଗୃହ ଆଦି ଅଛି ।
ମହେଞ୍ଜୋଦାରୋ, ହରପ୍ପା, ଢୋଲାବୀର ଓ କାଳୀବାଗାନ ଇତ୍ୟାଦି ସ୍ଥାନମାନଙ୍କରେ କେନ୍ଦ୍ରୀଭୂତ ଏହି ସଭ୍ୟତାର ସଭ୍ୟମାନେ ହସ୍ତଶିଳ୍ପ ଓ ବାଣିଜ୍ୟ ବ୍ୟବସାୟରେ ବିଜ୍ଞ ଥିଲେ।
ଭାରତୀୟ ସ୍ୱାଧୀନତା ସଂଗ୍ରାମ କାଳରେ ଭାରତୀୟ ହସ୍ତଶିଳ୍ପ, ହାତବୁଣା ଲୁଗାର ପୁନର୍ଜାଗରଣ ଓ ସହଯୋଗଦ୍ୱାରା ଭାରତୀୟ ନାରୀମାନଙ୍କର ସାମାଜିକ-ଅର୍ଥନୈତିକ ଅବସ୍ଥାର ଉନ୍ନତି ନିମନ୍ତେ ତାଙ୍କ ଅବଦାନ ପାଇଁ ସେ ଜଣା ।
କଂସା, ପିତ୍ତଳ ବାସନ କାରିଗରି, ହସ୍ତଶିଳ୍ପ ଓ ବାସନ କୁସନ ନିମନ୍ତେ କଣ୍ଟିଲୋ ଓ଼ଡିଶା ପ୍ରସିଦ୍ଧ ।
| ଆଧାର |୨୦୦୩ ମୃତ୍ୟୁ|ଓଡ଼ିଆ ଲୋକ|ପୁରୀ ଜିଲ୍ଲାର ଲୋକ ଉତ୍କଳିକା, ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମର ବିପଣନ କାର୍ଯ୍ୟାଳୟ ।
୨୦୧୪ରୁ ୨୦୧୭ ଯାଏଁ ସେ ରାଜ୍ୟ ଆଦିବାସୀ କଲ୍ୟାଣ ବିଭାଗର ମନ୍ତ୍ରୀ ଥିଲେ ଏବଂ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଭାବରେ ସେ ୨୦୧୪ରୁ ଏବେଯାଏଁ କାର୍ଯ୍ୟ କରି ଆସୁଛନ୍ତି ।
ସେ ଭାରତୀୟ ଲୋକଙ୍କ ଭିତରେ ସାମାଜିକ ଓ ଅର୍ଥନୈତିକ ଉନ୍ନତି ନିମନ୍ତେ ହସ୍ତଶିଳ୍ପ ଓ ସମବାୟ ତୃଣମୂଳ ଅଭିଯାନ ଉପରେ ଗୁରୁତ୍ତ୍ୱାରୋପ କରିଥିଲେ ।
ତାଙ୍କର ଏହି ପ୍ରକଳ୍ପକୁ ପ୍ରିନ୍ସେସ୍ ଦିବ୍ୟା କୁମାରୀ ଫାଉଣ୍ଡେସନ୍ ତରଫରୁ ସାହାଯ୍ୟ ମିଳିଥିଳା, ଯାହାର ଫଳ ସ୍ୱରୂପ ସେ ଏହି ଶିକ୍ଷାକେନ୍ଦ୍ର ଜରିଆରେ ମହିଳାମାନଙ୍କୁ ବିଭିନ୍ନ ପ୍ରକାରର ହସ୍ତତନ୍ତ, ଘର ସଜେଇବା ପାଇଁ ହସ୍ତଶିଳ୍ପ ଉପକରଣ ଏବଂ ଗହଣା ଅଳଙ୍କାର ଆଦି ପ୍ରସ୍ତୁତି ପାଇଁ ତାଲିମ ଦେଇପାରିଥିଲେ ।
ସେଠାକାର ବୋମାଲା କଲୋନୀ କଣ୍ଢେଇ କଲୋନୀ TOYS COLONY(ଟଏଜ କଲୋନୀ) ଭାବେ ପରିଚିତ ଯେଉଁଠାରେ ଏହି ହସ୍ତଶିଳ୍ପ କାମ ହୁଏ ।
| ବୃତ୍ତିଗତ ଜୀବନ |ବିଭିନ୍ନ ଚାକିରି କରି ଛାଡିବା ପରେ, ଚନ୍ଦ୍ରଶେଖର ୧୯୭୯ମସିହାରେ ରାଜ୍ୟ ହସ୍ତଶିଳ୍ପ ବିଭାଗରେ ଡିଜାଇନର ଭାବରେ କାର୍ଯ୍ୟାରମ୍ଭ କରିଥିଲେ ।