courtyard Meaning in Odia (Oriya). ( courtyard ଶବ୍ଦର ଓଡିଆ ଅର୍ଥ)
ପ୍ରାଙ୍ଗଣ,
Noun:
ପ୍ରାଙ୍ଗଣ, ବର୍ଗ,
People Also Search:
courtyardscouscous
couscouses
cousin
cousin brother
cousin sister
cousinly
cousinry
cousins
cousteau
couter
couth
couther
couthest
couthie
courtyard తెలుగు అర్థానికి ఉదాహరణ:
ଏକଦା ମନ୍ଦିରର ତୃତୀୟ ଓ ଚତୁର୍ଥ ପ୍ରାଙ୍ଗଣରେ ଖାଇ ରହିଥିଲା ।
ଅଂକୋର ୱାଟ୍ ମନ୍ଦିରରେ ସମସ୍ତ କାରୁକାର୍ଯ୍ୟ ଛଡ଼ାଛଡ଼ା ହୋଇ ଏବଂ ଏକ ବଡ଼ ଖୋଲା ପ୍ରାଙ୍ଗଣରେ ରହିଥିବା ବେଳେ ବାୟୋନ୍କୁ ଦେଖିଲେ ଲାଗେ ଯେ ଏକ ଛୋଟ ସ୍ଥାନରେ ସବୁ କାରୁକାର୍ଯ୍ୟ ଏବଂ ନିର୍ମାଣ ଗୁଞ୍ଜାଗୁଞ୍ଜି କରି ରଖିଦିଆଯାଇଛି ।
ଦୁର୍ଗର କ୍ଷୟକ୍ଷତିର ଲକ୍ଷଣ ଏହାର କାନ୍ଥ ଏବଂ ଭିତରର ଖୋଲା ପ୍ରାଙ୍ଗଣରେ ଦେଖିବାକୁ ମିଳେ ।
ଯଦିଓ ଇରେନାୟସ୍ ଏହି ଘଟଣାକ୍ରମର ସ୍ଥାନ ବିଷୟରେ କହି ନାହାନ୍ତି ତେବେ କିମ୍ବଦନ୍ତୀରେ ଏହା କୋଲୋଜିୟମ୍ ପ୍ରାଙ୍ଗଣରେ ହୋଇଥିଲା ବୋଲି କଥା ପ୍ରଚଳିତ ହୋଇଆସୁଛି ।
ସର୍ପାଘାତ ପାଇଥିବା ବ୍ୟକ୍ତି ମନ୍ଦିର ପ୍ରାଙ୍ଗଣରେ ଥିବା ପୋଖରିରେ ଗୋଡଧୋଇ ଆସି ବାବାଙ୍କ ପାଖରେ ଅଧିଆ ପଡନ୍ତି।
|ମନ୍ଦିର ପ୍ରାଙ୍ଗଣ ମଧ୍ୟରେ ପୂଜକଙ୍କ ରହିବା ସ୍ଥାନ, ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଗଚ୍ଛିତ ରଖିବା ଘର ଓ କର୍ମ ନିମନ୍ତେ ଉଦ୍ଦିଷ୍ଟ ଜଳପାଇଁ କୁଣ୍ଡ, କୂପ ଇତ୍ୟାଦି ମଧ୍ୟ ରହିଥାଏ ।
ଜାପାନୀ ତୀର୍ଥଯାତ୍ରୀଙ୍କୁ ସେ ସମୟରେ ଅଂକୋର୍ ୱାଟ୍ର ମନ୍ଦିର ପ୍ରାଙ୍ଗଣ ଭାରତର ମଗଧ ରାଜ୍ୟରେ ରହିଥିବା ବୁଦ୍ଧଙ୍କ ଜିତବନ ଉଦ୍ୟାନ ପରି ମନେ ହୋଇଥିଲା ।
|ଅଂକୋର୍ ୱାଟ୍ କ୍ଷ୍ମେର୍ ମନ୍ଦିର ସ୍ଥାପତ୍ୟ କଳାର ଦୁଇଟି ମୁଖ୍ୟ ଅଂଗ ହେଲା ମେରୁ ପର୍ବତ ଢାଞ୍ଚାରେ ନିର୍ମିତ ମୁଖ୍ୟ ମନ୍ଦିର ଓ ତାହାର ଚତୁର୍ପାର୍ଶ୍ୱରେ ଅନେକ ଗ୍ୟାଲେରି ପରି ମନ୍ଦିର ପ୍ରାଙ୍ଗଣ/ଚିତ୍ରଶାଳାର ନିର୍ମାଣ ।
| ପୁରସ୍କାର ରାଶି |ଏହି ପ୍ରତିଯୋଗିତାରେ ଦଳ ମାନଙ୍କ ପାଇଁ ପୁରସ୍କାର ରାଶିର ବର୍ଦ୍ଧନ କରା ଯାଇଥିଲା|କ୍ୱାଟର ଫାଇନାଲରୁ ବାହାରିଥିବା ଦଳ -୨୫୦,୦୦୦ ଡଲାର|୪ ର୍ଥ ସ୍ଥାନିତ ଦଳ -୫୦୦,୦୦୦ ଡଲାର|୩ ୟ ସ୍ଥାନିତ ଦଳ -୫୦୦,୦୦୦ ଡଲାର|ରାନର୍ସ ଅପ - ୧.୫୦୦,୦୦୦ ଡଲାର|ବିଜେତା - ୩.୨୫୦,୦୦୦ ଡଲାର| ପ୍ରାଙ୍ଗଣ ସବୁ | ଆମ୍ପୟର | ଦଳ ସବୁ |ପ୍ରତେକ ଦଳରେ ୧୫ ଜଣ ଖେଳାଳିଙ୍କୁ ଆସିବାକୁ ଅନୁମତି ଦିଆ ଯାଇଥିଲା ।
ସଂଗ୍ରହାଳୟ ପ୍ରାଙ୍ଗଣରେ ଏକ ଭୋଜନାଳୟ ଏବଂ ହସ୍ତକର୍ମ ଦୋକାନଟିଏ ରହିଛି ।
୧୮୧୦-୧୮୧୪ ଓ ୧୮୭୪ରେ ଏହାର ରଙ୍ଗଭୂମି ପ୍ରାଙ୍ଗଣର କିଛି ସ୍ଥାନ ଖନନ କରାଯାଇଥିଲା ।
ଚକ୍ରି (ପୁଲି), ଉତ୍ଥାପକ (ଲିଫ୍ଟ୍) ଇତ୍ୟାଦି ସହାୟତାରେ ଯନ୍ତାରେ ବନ୍ଦୀ ଜନ୍ତୁଙ୍କୁ ପ୍ରାଙ୍ଗଣ ଯାଏ ଉତ୍ତୋଳନ କରାଯାଉଥିଲା ।
courtyard's Usage Examples:
the attractive, opulent palace is laid out on four levels, each with a courtyard.
From the watadono, narrow corridors extend south and end in tsuridono, small pavilions that travel in a U-shape around the courtyard.
Following the event of the 1979 Islamic Revolution, expansions were planned for the entirety of the Shrine complex, a new courtyard named Sahn-e-Qods was added on to the back side of Gowharshad mosque, where the historic bazaar once had led up to.
A later house with a courtyard, standing in 1659, was later called Compton Bassett House.
courtyard of the temple was surrounded by a wall, which contained terracotta relieves and some wall-paintings.
The center of the palace, which is thought to be the central courtyard, is 14,65 X 20,55 meters and it has a mosaic corner.
The first pylon leads into an open courtyard, lined with colossal statues of Ramesses III as Osiris on one side, and uncarved columns on the other.
In the middle of the courtyard was a tholos, a circular building used for food selling.
The north courtyard was converted to a student memorial.
and lounge area, QARANC Museum, (now at Keogh Barracks, Ash Vale), a guardroom, courtyard, an officers" mess and accommodation.
western end, the courtyard is delimited by a bricked embankment, whose polygonally protracting bulge marks the choir of the originally projected chapel;.
building features a covered courtyard with fountain and a free-standing ticket booth.
An archaeological museum is also housed in this courtyard.
Synonyms:
forecourt, cloister, edifice, parvis, food court, court, bailey, area, atrium, building,
Antonyms:
refrain, disassembly,