<< courthouse courtier >>

courthouses Meaning in Odia (Oriya). ( courthouses ଶବ୍ଦର ଓଡିଆ ଅର୍ଥ)



କୋର୍ଟ,

Noun:

କୋର୍ଟ,

courthouses తెలుగు అర్థానికి ఉదాహరణ:

ବଲାଙ୍ଗୀର ଜିଲ୍ଲାର ତୁସୁରା ପୋଲିସ ଷ୍ଟେସନ ଅଧୀନରେ ଖଇରାଗଡ଼ ଗାଁରେ ଶୁଲିଆ ଯାତ୍ରାରେ ଓଡ଼ିଶା ହାଇକୋର୍ଟର ନିର୍ଦ୍ଦେଶ ଓ ପ୍ରଶାସନର ୧୪୪ ଧାରାକୁ ଅବମାନନା କରି ହଜାର ହଜାର ମଇଁଷି, ବୋଦା, ମେଣ୍ଢା ଓ କୁକୁଡ଼ା ବଳି ପଡ଼ିଥାଏ ।

୨୦୧୫ ମାର୍ଚ୍ଚ ୪ ତାରିଖରେ ଭାରତ ସରକାର ଏକ କୋର୍ଟ ଅର୍ଡ଼ର ଆଣି ଭାରତରେ ଏହାର ପ୍ରସାରଣ ରୋକିଥିଲେ ।

୨୦୧୩ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଜନା କମିଶନ ଅଧ୍ୟକ୍ଷ ମଣ୍ଟେକ୍ ସିଂହ ଆଲୁୱାଲିଆଙ୍କୁ ଚିଠି ଲେଖି ସେଥିରେ ପୋଲାଭରମ ପ୍ରକଳ୍ପ ପାଇଁ ଓଡ଼ିଶା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛି, ଏଣୁ ଯେପର୍ଯ୍ୟନ୍ତ ରାୟ ପ୍ରକାଶ ନ ପାଇଛି ସେତେବେଳ ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟକୁ ସ୍ଥଗିତ ରଖାଯାଉ ବୋଲି ଦର୍ଶାଇଥିଲେ ।

| ପରବର୍ତ୍ତୀ ଘଟଣାକ୍ରମ |ମହାଭିଯୋଗ ସଂସଦରେ ପାରିତ ହେବା ପରେ ବନ୍ଦରନାଇକେ ସୂଚନା ଦେଲେ ଯେ ସୁପ୍ରିମକୋର୍ଟ ପିସିସିକୁ ଅସାମ୍ବିଧାନିକ ଘୋଷଣା କରିଥିବା ହେତୁ ସେ ପଦବୀରୁ ହଟିବେ ନାହିଁ ।

ଓକିଲ ଗୋଷ୍ଠୀ ମଧ୍ୟ ଏହାର ବିରୋଧ ପୁର୍ବକ ସୁପ୍ରିମକୋର୍ଟର ବିଚାରପତିମାନଙ୍କୁ କୌଣସି ନୂତନ ପ୍ରଧାନ ବିଚାରପତିଙ୍କ ସହ ନ ବସିବାକୁ ଅନୁରୋଧ କରିଥିଲେ ।

ପରେ ସେ କଲିକତା ହାଇକୋର୍ଟରେ ବାରିଷ୍ଟର ଜେଟି ଉଡ୍ରଫଙ୍କ ସହଯୋଗୀ ଭାବେ ଓକିଲାତି କରିଥିଲେ ।

୨୭ ଏବଂ ୨୮ ଅଗଷ୍ଟ ୨୦୧୨ରେ ଆବେଦନଗୁଡ଼ିକର ଶୁଣାଣି ପାଇଁ କୋର୍ଟ (ବୃନ୍ଦାରାୟାକେ, ପ୍ରିୟସଥ ଡିପ ଏବଂ ଇଭା ୱାନାସୁଣ୍ଡେରା)ଦ୍ୱାରା ହୋଇଥିଲା ଏବଂ ବାଚସ୍ପତି ଚାମଲ ରାଜପକ୍ସା ୧୮ ସେପ୍ଟେମ୍ବର ୨୦୧୨ରେ ସଂସଦରେ ସୁପ୍ରିମକୋର୍ଟଙ୍କ ନିର୍ଣ୍ଣୟ (ଏସସି ସ୍ୱତନ୍ତ୍ର ନିର୍ଣ୍ଣୟ ନମ୍ବର 01/2012, 02/2012 ଏବଂ 03/2012) ଘୋଷଣା କଲେ ।

ହାଇକୋର୍ଟଙ୍କ ରାୟକୁ ସ୍ୱାଗତ କରି ଏହା କଂଗ୍ରେସକୁ ଏକ ଶକ୍ତ ଧକ୍କା ବୋଲି ଅଭିହିତ କରିଥିଲେ ।

ପଶୁ କ୍ରୁରତା ନିବାରଣ ଆଇନ-୧୯୬୦କୁ ଏହା ବିରୁଦ୍ଧାଚରଣ କରୁଥିବାରୁ ସୁପ୍ରିମକୋର୍ଟ ଏକ ମାମଲାରେ ଜାଳିକାଟୁକୁ ନିଷେଦ୍ଧ କରିବା ପାଇଁ ରାୟ ଦେଇଥିଲେ ।

ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିବାକୁ ରାଜ୍ୟ ସରକାର ସୁପ୍ରିମ କୋର୍ଟଙ୍କୁ ଜଣାଇବାରୁ କୋର୍ଟ ତାହାକୁ ଅଗ୍ରାହ୍ୟ କରିଥିଲେ ।

୨୦୧୮ ଜାନୁଆରୀ ୨୩ରେ ସୁପ୍ରିମକୋର୍ଟ ବିଚାରପତି ଏସ ଏ ବବଦେ ଓ ଏଲ ନାଗେଶ୍ୱରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏକ ମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ।

courthouses's Usage Examples:

Some courthouses in areas with high levels of violent crime have redundant layers.


relative to other Georgia courthouses, including in its pilasters and the elaborateness of its Corinthian capitals.


Cases are also heard in the federal courthouses of Duluth and Fergus Falls.


This is a list of Iowa county courthouses.


American courthouses are very often significant, as they are public buildings usually built to convey.


construction project manager, they provide new or renovated facilities such as firehouses, libraries, police precincts, courthouses and manage the City"s sewer.


It was then announced that Sikhs would be allowed to wear kirpans in Toronto courthouses.


The Los Angeles Superior Court operates 38 courthouses throughout the county, including the Stanley Mosk Courthouse at the Los.


A number of churches, gaols and courthouses are also attributed to him, including Omagh Courthouse (1814).


Bridge of Sighs The former Allegheny County Jail List of state and county courthouses in Pennsylvania "National Register Information System".


Allen, architect of the courthouses in Dickinson and Franklin counties, designed Hardin"s courthouse in the.



Synonyms:

house, court, courtroom,

Antonyms:

refrain,

courthouses's Meaning in Other Sites