councilor Meaning in Odia (Oriya). ( councilor ଶବ୍ଦର ଓଡିଆ ଅର୍ଥ)
କାଉନସିଲର, ପରାମର୍ଶଦାତା, ପରିଷଦର ସଦସ୍ୟ,
Noun:
ପରାମର୍ଶଦାତା |, ଅମାଟିଆ |, ପରିଷଦ, ପ୍ରଚାରକ,
People Also Search:
councilorscouncils
councilwoman
councilwomen
counsel
counsel for the defense
counsel to the crown
counseled
counseling
counselled
counselling
counsellings
counsellor
counsellors
counsellorship
councilor తెలుగు అర్థానికి ఉదాహరణ:
ପରବର୍ତ୍ତୀ ସମୟରେ, ସେ ଷ୍ଟେଟ ବ୍ୟାଙ୍କ ବ୍ୟାଙ୍କିଙ୍ଗ ନିଯୁକ୍ତି ବୋର୍ଡ଼ର ଅଧ୍ୟକ୍ଷ, ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର୍ ଡେଭେଲପମେଣ୍ଟ ଷ୍ଟଡିଜର ଅଧ୍ୟକ୍ଷ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏକାଡେମିକ କାଉନସିଲର ସଭ୍ଯ ଭଳି ଗୁରୁତ୍ୱପୂର୍ଣ କାର୍ଯ୍ୟଭାର ସମ୍ଭାଳି ଥିଲେ ।
|୨୦୧୦ରେ ଆଦିବାସୀ ଉପଦେଷ୍ଟା କାଉନସିଲର ସଦସ୍ୟ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ, ପରିବେଶ ଓ ପ୍ରଦୂଷଣ ବିଭାଗର ଗୃହ କମିଟିରେ ଥିଲେ ।
ତାଙ୍କ ସହିତ ଏଥିରେ ମହେନ୍ଦ୍ରନାଥ ମୁର୍ମୁ ଉପସଭାପତି, ଶ୍ୟାମ ଚରଣ ମୁର୍ମୁ ସାଧାରଣ ସମ୍ପାଦକ ଓ ସୁନ୍ଦର ମୋହନ ହାଁସଦା କାଉନସିଲର ଏବଂ ଘସିରାମ ସାଣ୍ଡିଲ ମୁଖ୍ୟ କମାଣ୍ଡର ଭାବେ ନିର୍ବାଚିତ ହୋଇଥିଲେ ।
ସେ ଅଲ ବକରଙ୍କ ବିପ୍ଳବୀ କମାଣ୍ଡ କାଉନସିଲର ଏକ ପ୍ରମୁଖ ସଦସ୍ୟ ହୋଇଥିଲେ ।
ସେ ଉତ୍କଳ ବିଶ୍ୱବିଦ୍ୟାଳୟର ସିନେଟ ଓ ଏକାଡେମିକ କାଉନସିଲର ସଦସ୍ୟ ଥିଲେ ।
| ବୃତ୍ତି |ସେ ୧୯୭୪ ମସିହାରେ ଓଡ଼ିଶାର ଷ୍ଟେଟ ବାର କାଉନସିଲରେ ନାମ ଲେଖାଇଥିଲେ ।
୧୯୬୧ ମସିହାରେ, ସେ କଲମ୍ବୋ ମ୍ୟୁନିସିପାଲିଟି କାଉନସିଲରେ ଥିବା ଦାଲଚିନି ଗାର୍ଡେନ୍ ୱାର୍ଡର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ୧୯୬୫ ପର୍ଯ୍ୟନ୍ତ ଏହି ପଦବୀରେ ରହି କାର୍ଯ୍ୟ କରିଥିଲେ ।
|କାଉନସିଲର ୨୨ ଜଣିଆ ସଦସ୍ଯ ଠିକ କଲେ ଯେତେଦିନ ଯାଏଁ ଏହି ଅମାନୁଷିକ ପ୍ରଥା ବନ୍ଦ ନ ହୋଇଛି ସେତେଦିନ ଯାଏଁ ପ୍ରତିବର୍ଷ ଏହି ପ୍ରସ୍ତାବ କରାଯାଉଥିବ ।
ପ୍ରତ୍ୟେକ ୱାର୍ଡ ବିଏମସିରେ କାଉନସିଲର ଚୟନ କରନ୍ତି ।
ଏଣେ ଭାରତରେ ଗୋପାଳ କୃଷ୍ଣ ଗୋଖଲେ, ଇମ୍ପେରିୟଲ ଲେଜିସ୍ଲେଟିଭ କାଉନସିଲରେ ମାର୍ଚ୍ଚ ୧୯୧୨ରେ ଗିରମିଟିଆ ପ୍ରଥା ସମାପ୍ତ କରିଦେବାକୁ ପ୍ରସ୍ତାବ ଆଗତ କରିଥିଲେ ।
ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପିଜି କାଉନସିଲର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।
councilor's Usage Examples:
Upon taking a councillor's seat in the Sejmik, he swore an oath (as is mandatory for every councilor of each Voivodeship Sejmik), and thus automatically pledged loyalty to the Republic of Poland (before Gorzelik was elected, oaths were always sworn collectively in the Sejmik of the Silesian Voivodeship).
Following the common trend, Biblioteka started its own section for humorous sketches and feuilletons, and in 1861 Pisemsky debuted there – first as State councilor Salatushka, then as Nikita Bezrylov.
The quorum was first organized in 1835 and designated as a body of traveling councilors.
The Riga City Council consisting of 60 councilors who are elected every 4 years is established on the basis of party factions.
Voters elected candidates for Mayor, Vice Mayor, 6 Congressmen, and the 36 councilors that will be members of the City Council.
All privy councilors including the president and the vice president were appointed by the Emperor for life, on the advice of the Prime Minister and the cabinet.
municipaux (city councilors).
AsisLegislative:City councilors:*Primitivo N.
Elected mayors and councilors will inaugurate their 4-year term on 28 June 2021.
Kelly (Boston politician) (died 1969), Boston City councilorJohn David Kelly (1934–1998), American judgeJohn F.
He was elected and intended to hold office simultaneously in Bogota and Hackensack, New Jersey where he served as a city councilor.
The Elders oversaw the writing of the Meiji Constitution, and would become councilors in the Privy Council.
One of the first of such ministers was Shumel al-Barensi, at the beginning of the 16th century in Fez, who opened the state career to a long succession of coreligionists ending in the 19th century with Masado ben Leaho, prime minister and representative councilor of the emperor in foreign affairs.