could Meaning in Odia (Oriya). ( could ଶବ୍ଦର ଓଡିଆ ଅର୍ଥ)
କରିପାରନ୍ତି, ସମ୍ଭବ,
People Also Search:
couldstcoulee
coulis
coulisse
coulisses
couloir
couloirs
coulomb
coulombs
coulometer
coulter
coulters
council
council chamber
council member
could తెలుగు అర్థానికి ఉదాహరణ:
|ଯଥା:|ଦେଉଳିଆ ବା ପୁଜାହାରୀ(ମନ୍ଦିର ପୂଜକ)|ପଢିଆରୀ ବା ପଣ୍ଡାମହାଜନ(କର୍ମକାଣ୍ଡୀୟ ପୁରୋହିତ)|ଆରଣ୍ୟକ ବା ଝାଡୁଆ(ପଶ୍ଚିମ ଓଡ଼ିଶାର କର୍ମକାଣ୍ଡୀୟ ପୁରୋହିତ)|ଅଶ୍ରୌତ ବା ହଳୁଆ(ମହାସ୍ଥାନ/ବଳରାମଗୋତ୍ରୀ)|ହଳୁଆ ମାନେ ମୁଖ୍ୟତଃ କର୍ମକାଣ୍ଡ,ବେଦଶାସ୍ତ୍ରାଦି ଅଧ୍ୟୟନ,ଅଧ୍ୟାପନା,ଯଜ୍ଞ-ହୋମାଦି,ଦାନ,ପ୍ରତିଗ୍ରହ କରିପାରନ୍ତି ନାହିଁ।
ଅସ୍ଥି ମଜ୍ଜାରେ ବା କୋମଳ ତନ୍ତୁରେ ଏହି ପ୍ଲାଜମା ସେଲ ଏକ ଗୋଟାଳି (mass) ତିଆରି କରିପାରନ୍ତି ।
ଲେଖକମାନଙ୍କୁ ନିଜର ସ୍ୱୟଂ କାର୍ଯ୍ୟକୁ ନାମାଙ୍କିତ କରିବାର ଅନୁମତି ନାହିଁ, ହୁଏତ ସେମାନେ ନାମାଙ୍କଙ୍କୁ ଅସ୍ୱିକାର କରିପାରନ୍ତି ।
ଧରାଯାଇଥିବା ଶିକାରଗୁଡ଼ିକୁ ପେଚାମାନେ ତାଙ୍କ ଥଣ୍ଟ ଏବଂ ପାଦରେ ଥିବା ଚୁଟି ପରି ପର "ଫିଲୋପ୍ଲୁମ"ଦ୍ୱାରା ଅନୁଭବ କରିପାରନ୍ତି ।
ତେବେ ଏମାନେ କିଛି ପ୍ରକାରର ଫୁତ୍କାର, ମ୍ୟାଉଁ କରିବା, ବିଳାପ କରିବା ପରି ଶବ୍ଦ କରିପାରନ୍ତି ।
ଏହାକୁ ସେମାନେ ନିୟନ୍ତ୍ରଣ କରିପାରନ୍ତି ନାହିଁ ଏବଂ ଅଦରକାରୀ ଜିନିଷ ଚୋରି କରନ୍ତି ।
|ଜାନକୀ ୫ଟି ଭାରତୀୟ ଭାଷା, ଯଥା ତେଲୁଗୁ, କନ୍ନଡ, ମାଲାୟାଲମ୍, ତାମିଲ ଏବଂ ହିନ୍ଦୀରେ କଥାବାର୍ତ୍ତା କରିପାରନ୍ତି ଏବଂ ୧୫ଟିରୁ ଅଧିକ ଭାଷା ଲେଖିପାରନ୍ତି | ସେ ଜଣେ ବହୁଭାଷୀ ଭାବେ ପରିଚିତ ।
ଜଣେ କାନ୍ନୁଶୀ ହେଉଛନ୍ତି ଏକ ଲୋକ ଯେ ଆଲୌକିକ କାର୍ଯ୍ୟ କରିପାରନ୍ତି କିମ୍ବା ଏକ ପବିତ୍ର ଲୋକ ଯେ ନିଜର ପବିତ୍ରକରଣ କାର୍ଯ୍ୟ ଯୋଗୁଁ କାମିଙ୍କର ମାଧ୍ଯମ ରୂପେ କାର୍ଯ୍ୟ କରିପାରନ୍ତି ।
ଏହି ବଜାର ଦୀର୍ଘକାଳୀନ ପ୍ରଡକ୍ଟ କରିଥାଏ ଯାହାଦ୍ୱାରା କର୍ପୋରେଟଗୁଡ଼ିକ କ୍ୟାପିଟାଲ ମାର୍କେଟରୁ ଅର୍ଥ ଲାଭ କରିପାରନ୍ତି ।
ଖୁବ୍ ଶୀଘ୍ର ଏହି ବାହିନୀର କର୍ଣ୍ଣେଲ୍ ବା ମୁଖିଆ ଜାଣିବାକୁ ପାଇଲେ ଯେ ତାଙ୍କ ଦଳରେ ଥିବା ଜେ. ଆର୍. ଡି. ଫରାସୀ ଓ ଈଂରାଜୀ ଭାଷା ଲେଖିପାରନ୍ତି ଓ ପଢିପାରନ୍ତି, ତା’ ସହିତ ଟାଇପ୍ ମଧ୍ୟ କରିପାରନ୍ତି ।
ସେହି ସମୟରେ ଯାତ୍ରୀମାନେ ଦେବଙ୍କୁ ଦର୍ଶନ କରିପାରନ୍ତି ନାହିଁ; କିନ୍ତୁ ଏ ଦୁଇ ସମୟକୁ ‘ଅବକାଶ’ ବୋଲା ନ ଯାଇ ‘ପହଡ଼’ ବୋଲାଯାଏ ।
could's Usage Examples:
Young slaves could not be put to hard work, and had to be brought up by the mistress of the household.
The memo stated that if a player was in control of the puck, a skate could be in the crease even if the puck was not, and a goal in that circumstance would count.
Endocrinologists disdained these practices, believing that only the thyroid gland could have a meaningful.
In terms of stakes, users could choose between Fixed Limit, Pot Limit or No Limit tables.
The European rural population was growing faster than either the agricultural or new industrial sectors of the economy could absorb, industrialization was disrupting both the agricultural and craft economy, and there was increasing competition from large-scale commercial and foreign agricultural producers.
On April 5, 2019, Alberto Pozas Fernández resigned as Director-General for National Information after a possible case of espionage to political rivals in previous legislatures was uncovered in which he could be involved.
life support, and the by-product water could be used for drinking and humidifying the atmosphere of the capsule.
shift made it faster and more resource-efficient, as multiple tools could be struck from a single piece of starting material.
When asked how Tarkus could be written so quickly (six days), Emerson said:Our sort of creativity comes in varying periods.
At the time, it was thought that in order for light to travel through a vacuum, there must have been a medium filling the void through which it could propagate, as sound through air or ripples in a pool.
supposedly prolong the emperor"s life to the point that he could perform the thaumaturgic and ritual prerequisites to ultimately become immortal (Sivin 1968: 25).
Wilson in 1975, in his book Sociobiology in an attempt to define a neutral term which could encapsulate the gender and relation specific terms of 'aunite' and 'auncle' which had previously been coined in the literature to describe this sort of behaviour.
called her "one of the few actors who could hold her own amongst stars and thespians in Malayalam cinema".