cotted Meaning in Odia (Oriya). ( cotted ଶବ୍ଦର ଓଡିଆ ଅର୍ଥ)
କୁଟୀର,
Adjective:
ଆଚ୍ଛାଦିତ |,
People Also Search:
cottercotters
cottid
cottidae
cottier
cottiers
cottise
cottoid
cotton
cotton ball
cotton cake
cotton candy
cotton flannel
cotton gin
cotton grass
cotted తెలుగు అర్థానికి ఉదాహరణ:
କୃଷ୍ଣପକ୍ଷର ଅଷ୍ଟମୀ ଦିନ ରାଜାଙ୍କ ନିକଟକୁ ଏକ ଶୋଭାଯାତ୍ରା ବାହାରୁଥିଲା ଓ ଶେଷରେ ପ୍ୟାଥାଥ୍ (ସଂସ୍କୃତରେ ପ୍ରାସାଦ) ଢାଞ୍ଚାରେ ନିର୍ମିତ ୮ଟି ବାଉଁଶ କୁଟୀରରେ ଅଗ୍ନି ସଂଯୋଗ କରାଯାଉଥିଲା ।
| ଉର୍ମିଳା ନିଦ୍ରା |କୁହାଯାଏ ଯେ ନିର୍ବାସନର ପ୍ରଥମ ରାତିରେ ଯେତେବେଳେ ପ୍ରଭୁ ରାମ ଏବଂ ଦେବୀ ସୀତା କୁଟୀରରେ ବିଶ୍ରାମ ନେବାକୁ ଯାଇଥିଲେ, ଲକ୍ଷ୍ମଣ ସେମାନଙ୍କୁ କୁତୀର ବାହାରେ ଜଗି ରହିଥିଲେ ।
|ଜଗନ୍ନାଥ ଦାସ ସଂସାର କୋଳାହଳ ବର୍ଜ୍ଜିତ ସମୁଦ୍ରତୀରବର୍ତ୍ତୀ ବାଲୁକାମୟ ଭୂମିରେ ଏକ ନିର୍ଜନ ଭଜନ କୁଟୀର ସ୍ଥାପନ କଲେ ।
ଏ ପାଖରେ ପ୍ରଭୁ ପତ୍ନୀମାନେ ସ୍ୱାମୀଙ୍କ ଫେରିବା ପଥକୁ ଅନେଇ ବସିଥିଲେ ଓ ସେମାନେ ନ ଆସିବାରୁ ଅନସୂୟାଙ୍କର କୁଟୀରକୁ ଯାଇ ତାଙ୍କର ପରିବର୍ତ୍ତିତ ଚେହେରା ଦେଖିଲେ ।
ରାଜ୍ୟ ବନ ବିଭାଗଦ୍ୱାରା ଜଙ୍ଗଲକୁ ଲାଗି ରହିଥିବା କାଳୀପୁର ଗାଁ ପାଖରେ କିଛି ବନ କୁଟୀର ନିର୍ମାଣ କରିଛନ୍ତି ।
ସୀତାଙ୍କୁ ଏକାକିନୀ ଦେଖି ଦୁଷ୍ଟ ରାବଣ ଏକ ସନ୍ୟାସୀ ବେଶରେ କୁଟୀର ସମ୍ମୁଖରେ ହାଜର ହେଲା ।
| References |ରାମାୟଣର ଚରିତ୍ର ଲକ୍ଷ୍ମଣ ରେଖା (लक्ष्मण रेखा), ବନବାସ ସମୟରେ କୁଟୀରରେ ସୀତାଙ୍କୁ ଏକା ଛାଡି ଗଲା ବେଳେ ଲକ୍ଷ୍ମଣ କୁଟୀର ଚତୁରୋର୍ଶ୍ୱରେ ଏକ ରେଖା ଟାଣିଥିଲେ ।
ଡେରାସରେ ଥିବା ବାଉଁଶ କୁଟୀରଗୁଡ଼ିକ ଚନ୍ଦକା ଅଭୟାରଣ୍ୟର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଜ୍ୟ ଦର୍ଶନର ସୁଯୋଗ ଦିଏ ।
ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସଂରକ୍ଷଣ ଉପରେ ତାଙ୍କର ପ୍ରବନ୍ଧଗୁଡ଼ିକ କୁଟୀର ଶିଳ୍ପ ପାଇଁ ବ୍ୟବହାର ହେଉଛି ।
ସେଗୁଡିକ ହେଲା ଜଙ୍ଗଲ ବିଶ୍ରାମ ଗୃହ -ଦେଚୁଆଁ, ଜଂଗଲ ବିଶ୍ରାମ କୁଟୀର- ଧୋଡ୍ରୋକୁସୁମ , ପରିବେଶ ପର୍ଯ୍ୟଟନ କୁଟୀର ତଥା ହଷ୍ଟେଲ - ବାରଖଣ୍ଡିଆ ।
କଥିତ ଅଛି ବାଲ୍ମିକୀ ରାମଙ୍କୁ ସାକ୍ଷାତ କରିଛନ୍ତି ଏବଂ ସୀତାଙ୍କ ନିର୍ବାସନ କାଳରେ ତାଙ୍କୁ ନିଜ କୁଟୀରରେ ଆଶ୍ରୟ ପ୍ରଦାନ କରିଛନ୍ତି ।
cotted's Usage Examples:
He was elected by the parliament in August; most Muslim members of parliament boycotted the vote.
As a result, some nations boycotted the games in protest of the Soviets' presence, and the Hungarians themselves became engaged in a violent brawl with their Soviet counterparts in a water polo game, an event that was instantly called Blood in the Water.
Having been ranked number one in the world by Track and Field News in 1979, Brill was one of the favourites going into the 1980 Olympics which Canada boycotted because of the U.
the Data Inspectorate, together with other organizations, boycotted a sitdown arranged by the Norwegian Ministry of Justice and the Police where the.
The carrier union boycotted the distribution of Reforma in Mexico City in October 1994.
were boycotted by a total of fourteen Eastern Bloc countries, including the Soviet Union and East Germany, in response to the American-led boycott of the.
Rovers played there for a season, but the games were boycotted by some of their fans, who were trying to save Glenmalure Park from demolition.
Sales at the boycotted stores dropped by a third, leading their owners to abandon segregation policies.
The conflict between the ILTF (running the Grand Prix) and WCT was so strong that Rosewall, Gimeno, Laver, Emerson, and other WCT players boycotted the 1971 US Open.
furore over the legality of the new car meant that the 81 was kept on as a stop gap for the first four races Lotus competed in, as they boycotted the 1981.
consistinge of one large and spacious hall, wainscotted, and well-floored, seeled, and lighted.
They were boycotted by the eight opposition parties, who been rebuffed in their insistence that talks following the controversial presidential.