<< correction correctioner >>

correctional Meaning in Odia (Oriya). ( correctional ଶବ୍ଦର ଓଡିଆ ଅର୍ଥ)



ଦଣ୍ଡନୀୟ, ସଂଶୋଧନ,

Adjective:

ଦଣ୍ଡନୀୟ |, ସଂଶୋଧନ,

correctional తెలుగు అర్థానికి ఉదాహరణ:

ଯେ କୌଣସି ବ୍ୟକ୍ତି/ଅନୁଷ୍ଠାନ/ସଂଗଠନ ଏହି ନିୟମାବଳୀର ଯେ କୌଣସି ଧାରାକୁ ଉଲ୍ଲଂଘନ କରିଥିବା ଜଣାପଡ଼ିଲେ ତାହା ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୧୮୬, ୧୮୬୦ ଅନୁଯାୟୀ ଦଣ୍ଡନୀୟ ଅପରାଧ ବୋଲି ଧରାଯିବ ।

|ଧାରା ୧୨୦ (ଖ)- ଯେ କେହି, ପ୍ରାଣଦଣ୍ଡ, ଆଜୀବନ କାରାଦଣ୍ଡ ଅଥବା ଦୁଇ ବା ତତୋଧିକ ସଶ୍ରମ କାରାଦଣ୍ଡରେ ଦଣ୍ଡନୀୟ କୌଣସି ଅପରାଧ କରିବା ପାଇଁ ଷଡ଼ଯନ୍ତ୍ରରେ ଲିପ୍ତ ହେବେ, ସେ ସେହି ଅପରାଧରେ ସହାୟତା କଲେ ଯେତିକି ଦଣ୍ଡ ମିଳିବ ସେତିକି ଦଣ୍ଡ ପାଇବେ ।

|୩) ଧାରା ୭-ବିବାହ ଦରଖାସ୍ତକୁ ଆପତ୍ତି ଦାଖଲ କରିପାରିବେ|୪) ଧାରା ୩୦-ବିବାହ ବିଚ୍ଛେଦ ପରେ ପୁନର୍ବିବାହର ପ୍ରାବଧାନ|୫) ଧାରା ୪୩-ଏକପତ୍ନୀ/ଏକପତି ହିଁଁ ଆଇନ ସମ୍ମତ, ଦ୍ୱିତୀୟ ବିବାହ(ପ୍ରଥମ ସ୍ୱାମୀ/ସ୍ତ୍ରୀର ଜୀବନ କାଳରେ) ଦଣ୍ଡନୀୟ ଅପରାଧ,| ବିବାହ ବିଚ୍ଛେଦ |ଉକ୍ତ ଅଧିନିୟମର ଧାରା ୨୭ରେ ବିବାହ ବିଚ୍ଛେଦ ପ୍ରାବଧାନ ରହିଛି ।

ଏହି ଆକ୍ଟରେ ପୂଜା ସ୍ଥଳକୁ ପ୍ରବେଶ କରିବାକୁ ବାଧା ଦେବା ଏକ ଦଣ୍ଡନୀୟ ଅପରାଧ ଲେଖାଥିଲା ।

ଅସ୍ପୃଶ୍ୟତା ଲୋପକରି ଏହାକୁ ଦଣ୍ଡନୀୟ ଅପରାଧ କରାଯାଇଛି ।

ଏହି ଧାରାରେ ପୂର୍ବରୁ ଦଣ୍ଡନୀୟ ଥିବା "ପ୍ରାପ୍ତବୟସ୍କଙ୍କ ସହମତି ଆଧାରରେ ସମଲିଙ୍ଗୀ ଯୌନ ସମ୍ପର୍କ"କୁ ୨୦୧୮ ମସିହାରେ ଉଚ୍ଚତମ ନ୍ୟାୟାଳୟ ଅଣସାମ୍ବିଧାନିକ ଭାବେ ଘୋଷଣା କରି ଦଣ୍ଡମୁକ୍ତ କରିଦେଇଛନ୍ତି ।

ଜଣେ ପୁରୁଷର ଇଚ୍ଛାବିରୁଦ୍ଧରେ ତା ଚୁଟି କାଟିବା ଦଣ୍ଡନୀୟ ଅପରାଧ ଥିଲା ।

|ପ୍ରତ୍ୟେକ ଭାରତୀୟ ନାଗରିକ ଭାରତ ଭିତରେ ବା ଭାରତ ବାହାରେ ଏହି ଆଇନଦ୍ୱାରା ନିରୁପିତ ହୋଇଥୁବା କୌଣସି ଅପରାଧ କଲେ ଏହି ଆଇନନୁସାରେ ଦଣ୍ଡନୀୟ

ଅନ୍ୟ କେହି ଏହା ବ୍ୟବ‌ହାର କଲେ ଦଣ୍ଡନୀୟ ହେବେ ।

ପଶ୍ଚିମ ଦେଶମାନଙ୍କରେ ଆଗେ ଆତ୍ମହତ୍ୟା ଚେଷ୍ଟା ଦଣ୍ଡନୀୟ ଅପରାଧ ଥିଲା କିନ୍ତୁ ଏବେ ଅଧିକାଂଶ ଦେଶରେ ତାହା ନାହିଁ ।

ଉଦାହରଣ ସ୍ୱରୂପ, କୌଣସି ଫଳ ଗଛ ଉପରେ ଥିଲା ଯାଏଁ ତାହା ବୃକ୍ଷର ମାଲିକଙ୍କ ଛଡ଼ା ଅନ୍ୟ କେହି ଛୁଇଁଲେ ଦଣ୍ଡନୀୟ, କିନ୍ତୁ ତାହା ଭୂଇଁରେ ପଡ଼ିଲେ ସର୍ବସାଧାରଣଙ୍କ ସମ୍ପତ୍ତି ଭାବେ ଧରାଯାଏ ।

ହନୁ ମାଙ୍କଡ଼ଙ୍କୁ ଧରିବା ବା ଶିକାର କରିବା ଭାରତୀୟ ଆଇନ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ, କିନ୍ତୁ ତଥାପି ଭାରତର କିଛି ଅଞ୍ଚଳରେ ଏମାନଙ୍କର ଶିକାର କରାଯାଏ ।

correctional's Usage Examples:

The city's harbor is protected by Nusakambangan, an island best known as the site of several high-security correctional facilities although there are also hopes that the island can be developed as a tourist hub.


rates have grown exponentially, creating the need for physicians in correctional institutions.


Superintendent of the correctional facility where Simmons was held, was a party to the action because it was brought as a petition for a writ of habeas corpus.


the first state prisons and correctional facilities were built, thereby inaugurating the modern prison facilities available today.


This article discusses the incarceration of women in correctional facilities.


A prison commissary or canteen is a store within a correctional facility, from which inmates may purchase products such as hygiene items, snacks, writing.


The services provided include correctional centre custody of remand and sentenced inmates, parole, pre-sentence reports and advice to courts and releasing authorities, community service orders and other forms of community-based offender supervision.


After making shivs using metal they stripped from air ducts, the duo asked the correctional.


It is Mississippi"s sole juvenile correctional facility for children adjudicated into the juvenile correctional system.


Prison nurseries are not common in correctional facilities in the United States, although.


In recent years, McGreevey has counseled female inmates seeking rehabilitation at correctional facilities in the.


Prison contemplative programs are classes or practices (which includes meditation, yoga, contemplative prayer or similar) that are offered at correctional.


inside prisons and correctional facilities for mutual protection and entrancement like the Mexican Mafia and United Blood Nation.



Synonyms:

punitive, punitory,

Antonyms:

constructive, reconstructive, rehabilitative,

correctional's Meaning in Other Sites