<< coring corinne >>

corinna Meaning in Odia (Oriya). ( corinna ଶବ୍ଦର ଓଡିଆ ଅର୍ଥ)



କରୀନା,

Noun:

ଆଖୋଡପାଟାଲ୍ |, ଆଖିର ତାରା ର ସ୍ୱଚ୍ଛ ଆବରଣ |, ଆଖେଡାପାଟାଲ୍ |,

People Also Search:

corinne
corinth
corinthian
corinthian order
corinthians
corious
corium
coriums
cork
cork oak
cork tree
corkage
corkages
corkboard
corked

corinna తెలుగు అర్థానికి ఉదాహరణ:

ଇନ୍ତିଆଜ୍ ଅଲ୍ଲୀଙ୍କ ଚଳଚ୍ଚିତ୍ର ଜବ୍ ଉଇ ମିଟ୍‌ରେ ସୌମ୍ୟାଙ୍କୁ କରୀନା କପୁରଙ୍କ ସାନ ଭଉଣୀ ରୂପ୍ ଭୂମିକାରେ ଅଭିନୟ କରିଥିଲେ ।

କରୀନା କପୁର ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ୨୦୧୨ରେ ବିବାହ କରିଥିଲେ ।

ମୁଝ୍‌ସେ ଦୋସ୍ତି କରୋଗୀ, ଜୀନା ସିର୍ଫ ମେରେ ଲିୟୈ, ତଲାସ୍, ଖୁସି, ମୈ ପ୍ରେମ୍ କି ଦିୱାନୀ ହୁଁ, ଏଲ୍.ଓ.ସି. କାର୍‌ଗିଲ୍ ଆଦି କଥାଚିତ୍ରରେ ଅଭିନୟ କରିବା ପରେ କରୀନା ୨୦୦୪ରେ ଚାମେଲୀ କଥାଚିତ୍ରରେ ଅଭିନୟ କରିଥିଲେ ।

ଏଥି ସ‌ହ କରୀନା ପୁନଃ ବିବାହ ଏବଂ ସିଆଇଡି ଭଳି ଦୂରଦର୍ଶନ ଧାରାବାହିକରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ।

କରୀନା ୬ଟି ଫିଲ୍ମ ଫେୟାର ପୁରସ୍କାର ପାଇଛନ୍ତି ।

କରୀନା ଛୋଟବେଳୁ ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟ ଧର୍ମ ପ୍ରତି ଅନୁରାଗୀ ଥିଲେ ।

|କରୀନା ୨୦୦୬ କଥାଚିତ୍ର ଓମ୍‌କାରା ପାଇଁ ଫିଲ୍ମ ଫେୟାରରେ ସମୀକ୍ଷକଙ୍କ ପସନ୍ଦରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।

ଏଥିସ‌ହ ତାଙ୍କ ପରିବାରର ଶମୀ କପୁର, କରୀନା କପୁର, କରିସ୍ମା କପୁର କଥାଚିତ୍ର ଜଗତରେ ପ୍ରସିଦ୍ଧ କଳାକାର ।

୨୦୦୪ରେ କରୀନା ଦେବ୍ ଚଳଚ୍ଚିତ୍ର ପାଇଁ ମଧ୍ୟ ଫିଲ୍ମ‌ଫେୟାରରେ ସମୀକ୍ଷକଙ୍କ ପସନ୍ଦରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।

ତେଣୁ ନାୟକଙ୍କୁ ଅଧିକ ପ୍ରାଧାନ୍ୟ ମିଳିବା ଯୋଗୁଁ କରୀନା ଏହି ଚଳଚ୍ଚିତ୍ରଟି ଛାଡ଼ିଦେଇଥିଲେ ।

|ଆଧାର କରୀନା କପୁର (ଜନ୍ମ: ୨୧ ସେପ୍ଟେମ୍ବର ୧୯୮୦), ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି ।

ଏହି ଚଳଚ୍ଚିତ୍ର ପାଇଁ କରୀନାଙ୍କୁ ଫିଲ୍ମ ଫେୟାରରେ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା ।

|ଅଭିନୟ ଜୀବନ|କରୀନା ୨୦୦୦ ମସିହାରେ ପ୍ରଥମେ ଅଭିନେତା ନିର୍ଦ୍ଦେଶକ ରାକେଶ ରୋଶନଙ୍କର ଚଳଚ୍ଚିତ୍ର କହୋ ନା ପ୍ୟାର୍ ହୈ ପାଇଁ ବଛାଯାଇଥିଲେ ।

corinna's Usage Examples:

The plush-coated ringtail possum or golden ringtail possum (Pseudochirops corinnae) is a species of marsupial in the family Pseudocheiridae.



corinna's Meaning in Other Sites