copiously Meaning in Odia (Oriya). ( copiously ଶବ୍ଦର ଓଡିଆ ଅର୍ଥ)
ବହୁଳ ଭାବରେ, ପ୍ରଚୁର ପରିମାଣରେ, ଯଥେଷ୍ଟ ଭାବରେ,
Adverb:
ପ୍ରଚୁର ପରିମାଣରେ |, ଯଥେଷ୍ଟ ଭାବରେ |,
People Also Search:
copiousnesscopitas
coplanar
copland
copolymer
copolymerisation
copolymerise
copolymerised
copolymerises
copolymerising
copolymerization
copolymerize
copolymerized
copolymerizes
copolymerizing
copiously తెలుగు అర్థానికి ఉదాహరణ:
ଶିଳ୍ପ-ମାନକ ୟୁ.ଏସ.ବି (ୟୁନିଭର୍ସାଲ ସିରିଆଲ ବସ ) ନିୟମ ଓ ଏହାର ସଂଯୋଗ ଏବେ ବହୁଳ ଭାବରେ ମାଉସ ପାଇଁ ବ୍ୟବହାର ହଉଛି।
ଗ୍ରାମରେ ଥିବା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଗ୍ରାମ ଡାକଘର, ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ଦୂରଦର୍ଶନ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ବିଦ୍ୟାଳୟ ସମୂହ, ଉପ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଣୀ ସହାୟକ କେନ୍ଦ୍ର, କୃଷି କାର୍ଯ୍ୟାଳୟ ଇତ୍ୟାଦିର ଗ୍ରାମପ୍ରତି ଅବଦାନ ବହୁଳ ଭାବରେ ଉଲେକ୍ଷ ।
ଏହା ସମଗ୍ର୍ ବିଶ୍ୱରେ ବହୁଳ ଭାବରେ ପରିଚିତ ।
" | ପରିବେଶ ||ପ୍ରଦୂଷଣ ପରିବେଶରେ ବହୁଳ ଭାବରେ ଦେଖାଯାଉଛି ।
| ଆଧାର କୋଇଲି ଏକ ପ୍ରକାର ପକ୍ଷୀ ı ପ୍ରାଣୀବିଜ୍ଞାନରେ ଏହାର ନାମ ୟୁଡିନାମିସ୍ ସ୍କୋଲୋସ୍ନାସିଆ ıଏହି ପକ୍ଷୀ ସାଧାରଣତଃ ଭାରତରେ ବହୁଳ ଭାବରେ ଦେଖାଯାଆନ୍ତି ।
ଗର୍ଭବତୀ ମହିଳାମାନଙ୍କର ଏହି ଅସୁବିଧା ବହୁଳ ଭାବରେ ହୁଏ ।
ସବ-ସାହାରା ଆଫ୍ରିକା ଇଲାକାରେ ଏଚ୍.ଆଇ.ଭି ବହୁଳ ଭାବରେ ଦେଖା ଯାଉଥିବାରୁ ଯକ୍ଷ୍ମା ଆଶଙ୍କା ପ୍ରବଳ ଥଏ ।
| ଖାଦ୍ୟ |ୟେମେନ ରୋଷେଇ ବହୁଳ ଭାବରେ ମଧ୍ୟ-ପୂର୍ବାଞ୍ଚଳ ରୋଷେଇଠାରୁ ସମ୍ପୂର୍ଣ୍ଣ ଭିନ୍ନ ।
ଖୁବ କମ ଶିକ୍ଷାଗ୍ରହଣ କରିବା ସତ୍ତ୍ୱେ, ସେ ଓଡ଼ିଆ, ଇଂରାଜୀ ଓ ବଙ୍ଗଳା ସାହିତ୍ୟ ବହୁଳ ଭାବରେ ପଢୁଥିଲେ ।
ସରକାର ହେଲ୍ପଲାଇନକୁ ବହୁଳ ଭାବରେ ସକ୍ରିୟ ଏବଂ ବିସ୍ତାର କରିବାକୁ ନିଷ୍ପତ୍ତି ନେଇଛନ୍ତି ।
| ଇତିହାସ ||ପୂର୍ବରୁ ଅରଣ୍ୟରେ ହାଉଥିବା ଲିଚୁ , ପରେ ବହୁଳ ଭାବରେ ଚାଷ କରାଗଲା ।
copiously's Usage Examples:
Heraclides Ponticus, a very learned man, and a pupil of Plato, and to have discoursed very learnedly and copiously on certain subjects with Leon, prince of.
The song has been sampled copiously, including by Massive Attack, Imagination, Big Brooklyn Red on "Taking.
Flares are closely associated with the ejection of plasmas and particles through the Sun"s corona into outer space; flares also copiously.
He never led his own recording session, though he recorded copiously as a sideman.
Davies wrote very copiously on theological and philosophical themes, some of which brought proto-scientific.
spent most of his career playing in big bands, and while he recorded copiously as a sideman, he never led his own session.
rainfall, they drink copiously from any pools they find, and eliminate solid urates.
The children"s book series, Captain Underpants, copiously uses toilet humor.
Tauons and D mesons are also copiously produced at B-factories.
In the acute setting, the bladder can be copiously irrigated with alkalinized normal saline to minimize bladder irritation.
The book is copiously illustrated and features a foreword by Osamu Tezuka.
nearly an hour in length, in his usual style of rhapsody, and copiously interlarded with quotations from Scripture.
copiously, particularly at the change of seasons, and require fairly regular grooming.
Synonyms:
abundantly, extravagantly, profusely,