<< cooperative cooperativeness >>

cooperatively Meaning in Odia (Oriya). ( cooperatively ଶବ୍ଦର ଓଡିଆ ଅର୍ଥ)



ସହଯୋଗରେ,

ମିଳିତ ଭାବରେ |,

cooperatively తెలుగు అర్థానికి ఉదాహరణ:

ମଧ୍ୟପ୍ରଦେଶ ବନ ବିଭାଗ, ତାଜ ସଫାରୀ, ଭାରତୀୟ ବନ୍ୟଜୀବ ସଂସ୍ଥା ଓ ଆଫ୍ରିକୀୟ ସଂରକ୍ଷଣ ନିଗମର ମିଳିତ ସହଯୋଗରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା ।

ବହୁ ଅଂଶୀଦାରଙ୍କ ମିଳିତ ଦେଖରେଖରେ ଓ ସହଯୋଗରେ ଏହି ବ୍ୟବସ୍ଥାର ଆର୍ଥିକ କାରବାର ପରିଚାଳିତ ହୁଏ ।

| ସ୍ଥାପନା |ଏହା ବିଭିନ୍ନ ସ୍ଥାନୀୟ ବ୍ୟକ୍ତିଙ୍କ ସହଯୋଗରେ ୧୯୬୪ ମସିହା ଜୁଲାଇ ମାସରେ ଆନନ୍ଦ ଭବନଠାରେ ସ୍ଥାପିତ ହୋଇଥିଲା ।

|ମୁକ୍ତେଶ୍ୱର ନୃତ୍ୟ ଉତ୍ସବ : ଓଡ଼ିଶା ସରକାରଙ୍କର ପର୍ଯ୍ୟଟନ ବିଭାଗ ସହଯୋଗରେ, ଏହି ଉତ୍ସବଟି ମୁକ୍ତେଶ୍ୱର ମନ୍ଦିରଠାରେ ଅନୁଷ୍ଠିତ ହୋଇଥାଏ ।

ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱବିଜ୍ଞାନ ବିଭାଗର ମୁଖ୍ୟ ଭାବେ ସେ ଭୂଗୋଳ ଏବଂ ଇତିହାସ ବିଭାଗର ସହଯୋଗରେ ଏକ ନିୟମିତ ପାଠ୍ୟକ୍ରମ ଭାବେ ଦକ୍ଷିଣ ପୂର୍ବ ଏସିଆର ଶିକ୍ଷାଦାନ ଆରମ୍ଭ କରିଥିଲେ ।

୧୯୭୦ରୁ୮୦ ଦଶକ ପର୍ଯ୍ୟନ୍ତ ସୋଭିଏତ ଋଷର ସହଯୋଗରେ ଦେଶରେ କମ୍ୟୁନିଷ୍ଟ ଶାସନ ପ୍ରଚଳନ ଥିଲା।

.|୨୦୧୦ ମସିହାରେ ଲୋକପ୍ରିୟ ଭାରତୀୟ ରକ୍ ବ୍ୟାଣ୍ଡ "ବନ୍ଦିସ"ର ମିଳିତ ସହଯୋଗରେ ଦ୍ୱିତୀୟ ଆଲ୍‌ବମ୍ ମୁକ୍ତିଲାଭ କରିଥିଲେ ।

ଏଥିରେ ସେ ସଂସ୍କୃତର ଆରୋଗ୍ୟକାରୀ ଦିଗକୁ ସେ ବୁକାରେଷ୍ଟ ନ୍ୟାସନାଲ ଅପେରା ହାଉସର ବାଲେଟ ନୃତ୍ୟଶିଳ୍ପୀମାନଙ୍କ ସହଯୋଗରେ ମିଶ୍ରିତ କରିଥିଲେ।

|୨୦୧୫ରେ କୋକ ଷ୍ଟୁଡିଓ ଭାରତ- ସିଜନ-୪ରେ ନିର୍ମିତ ଏକ ମିଶ୍ରଣରେ ସଙ୍ଗୀତକାର ରାମ ସମ୍ପତଙ୍କ ସହଯୋଗରେ ଋତୁରାଜ ମହାନ୍ତି ଏବଂ ସୋନା ମହାପାତ୍ରଙ୍କଦ୍ୱାରା ପରିବେଷଣ କରାଯାଇଥିଲା ।

ଆଚାର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ ଦାସ ଆଦିଙ୍କ ସହଯୋଗରେ ଗୋପବନ୍ଧୁ ଦାସ ତତ୍କାଳୀନ ଇଁରେଜ ଶାସକଙ୍କ ବିରୁଦ୍ଧରେ ସମାଜରେ ଲେଖୁଥିଲେ ଏବଂ ଏଥି ପାଇଁ ତାଙ୍କୁ କାରାବରଣ କରିବାକୁ ପଡ଼ିଥିଲା ।

ପ୍ରଭୁଙ୍କୁ କୁଜଙ୍ଗ ନେଇ ଯିବାକୁ ମନସ୍ଥ କରି ନାଉରୀ ଓ କର୍ମଚାରୀଙ୍କ ସହଯୋଗରେ ଡଙ୍ଗାରେ ବସାଇ ଯାତ୍ରା ଆରମ୍ଭ କରିଥିଲେ ।

cooperatively's Usage Examples:

s) typically made up of 2 or more cities who cooperatively provide education to all of their students; Community School Districts (C.


heterotrimeric and homodimeric kinesin-2 motors function cooperatively in anterograde intraflagellar transport (IFT) and cilium biogenesis.


games uses Fuller"s Dymaxion map and requires a group of players to cooperatively solve a set of metaphorical scenarios, thus challenging the dominant.


component bodies, (ii) coordinate programs and research on the administration of justice with the State Justice Institute, and (iii) cooperatively assist.


whereas both heterotrimeric and homodimeric kinesin-2 motors function cooperatively in anterograde intraflagellar transport (IFT) and cilium biogenesis.


OCLC and its member libraries cooperatively produce and maintain WorldCat, the largest online public access catalog.


can occur when competition between two or more groups, some containing altruistic individuals who act cooperatively together, is more important for survival.


The artwork was cooperatively designed by Soulcalibur artist Takuji Kawano, Kazue Saito of Super Robot Wars, and veteran artist Kazunori Haruyama.


This correlation may also apply to cooperatively breeding birds, though the evidence is less clear.


The website was cooperatively developed by Thorstensson and the website's owners, David Sundan and Ted Persson.


eIF1 and eIF1A bind cooperatively to the 40S to stabilize an "open" conformation of the preinitiation.


Movement is achieved by the catoms cooperatively enabling and disabling the magnets in order to roll along each other's surfaces.


Monument that lies on the two outstanding islands of the Atoll is managed cooperatively between the U.



Synonyms:

hand and glove, hand in glove,

cooperatively's Meaning in Other Sites