cookshop Meaning in Odia (Oriya). ( cookshop ଶବ୍ଦର ଓଡିଆ ଅର୍ଥ)
ରୋଷେଇ ଘର, ଡାଇନିଂ ହଲ୍,
People Also Search:
cooktablecookware
cooky
cooky jar
cool
cool down
cool headed
cool hearted
cool it
cool it!
cool jazz
cool one's heels
cool white
coolant
coolant system
cookshop తెలుగు అర్థానికి ఉదాహరణ:
|ଘରେ ଉନ୍ନତ ବାୟୁ ସଂଚାଳନ ବ୍ୟବସ୍ଥା ତଥା ଭଲ ଚୁଲି ବା ଷ୍ଟୋଭ ଓ ଚିମିନି ବ୍ୟବହାର କରି ରୋଷେଇ ଘର ଧୂଆଁ ଓ ଉତ୍ତାପ ସଂସ୍ପର୍ଶରୁ ରକ୍ଷା ପାଇବା ନିମନ୍ତେ ଚେଷ୍ଟା ଆବଶ୍ୟକ ।
|ରୋଷେଇ ଘରେ ବଡ଼ବଡ଼ିଆ|ଗାଁ ଗହଳିରେ ଘରର ପୂର୍ବପୁରୁଷ ବା ବଡ଼ବଡ଼ିଆଙ୍କୁ ପୂଜା ମଧ୍ୟ କରାଯାଇଥାଏ ।
ଷଷ୍ଠ ଦିନ ରୋଷେଇ ଘର କାନ୍ଥରେ କାଦୁଅ ମାଟିରେ ୬ଟି ଜାଗାରେ ଛପାଯାଇଥାଏ ଓ ତା' ଉପରେ ୬ଟି କଉଡ଼ି ଲଗାଯାଇଥାଏ ।
ଏଠାରେ ରୋଷେଇ ଘର, ଖେଳ ଘର ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ସୁବିଧା ରହିଛି ।
|ହିନ୍ଦୁସ୍ତାନୀ ରୋଷେଇ ଘରେ ବହୁ ପ୍ରକାର ପରଟା ପ୍ରସ୍ତୁତ ହୋଇଥାଏ ।
ସେ ଏମ୍.ବି.ସି ଟିଭିରେ ଦ ରିଭ୍ୟୁ ସୋ, ତରଙ୍ଗ ଟିଭିରେ ଆମ ରୋଷେଇ ଘର, ଜିତ ଓଡ଼ିଶା ଜିତ, ଇ ଟିଭି ଓଡ଼ିଆରେ ଆପଣଙ୍କ ପସନ୍ଦ, ସାର୍ଥକ ଟିଭିରେ ସ୍ୱର ଓଡ଼ିଶାର, ମୁଁ ବି ହିରୋଇନ ହେବି, ସରେଗାମାପା ଲିଟିଲ୍ ଚାମ୍ପସ୍ ଆଦି କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।
|ଆଧୁନିକ ଯୁଗର ରୋଷେଇ ଘରେ ଫ୍ରିଜ ମାଧ୍ୟମରେ ଖାଦ୍ୟ ଶୀତଳୀକରଣ କରାଯାଉଛି ।
ଚୁଲି ନିକଟରେ ଥିବା ରୋଷେଇ ଘରେ ସାଧାରଣତଃ ସେମାନେ ଏସବୁ ରଖିଥାନ୍ତି ।
କ୍ରମଶଃ ପ୍ରାଚୀନ ମିଶରୀୟ ସଭ୍ୟତାରେ ଲୋକଙ୍କୁ ସମାଧିପୀଠରେ ପୋତାଗଲା ଓ ପୁରୁଣା ପ୍ରଥାନୁସାରେ ରୋଷେଇ ଘରେ ବଡ଼ବଡ଼ିଆ ପରି କୌଣସି ପ୍ରତୀକ ରଖାଯିବା ସମ୍ଭବପର ।
ତେଣୁ ଘରେ କାହାର ମୃତ୍ୟୁ ହୋଇଗଲେ ସେମାନଙ୍କୁ ବାହାରେ ସମାଧିପୀଠରେ ପୋତା ନ ଯାଇ ଘର ମଧ୍ୟରେ ବା ରୋଷେଇ ଘରେ ଚୁଲି ନିକଟରେ ପୋତାଯିବାର ପ୍ରଥା ରହିଥଲା ।
ପାଇପ ଲାଇନଦ୍ୱାରା ପ୍ରତ୍ୟେକ ରୋଷେଇ ଘର ଓ ଶୌଚାଳୟକୁ ଜଳ ସଂଯୋଗର ବ୍ୟବସ୍ଥା ।
|ଘରର ମାଲିକାଣୀ ପ୍ରତିଦିନ ଗାଧୋଇବା ପରେ ରୋଷେଇ ଘରକୁ ରାନ୍ଧିବାକୁ ଯାଆନ୍ତି ।
cookshop's Usage Examples:
lighting, gifts, cosmetics " fragrance, beds, domestic appliances and cookshop.
serve as sales stands for butchers and bakers, as well as to serve as cookshops or meat storage.
cookshops and bars line the sand"s edge, supplying food staples such as curried goat and Red Stripe beer.
He brings her to a cookshop, giving her a final treat before travelling to the river where he found.
Maria, keeper of the cookshop … Georgette Harvey Jake, captain of the fishing fleet … Wesley Hill Lily.
Seneca, for example, says that he "proclaimed the science of the cookshop" and corrupted the age with his example (Seneca, Consolatio ad Helviam.
Wyatt, "A recipe for a cookshop of the future: G.
(Chairman) Nick Wilkinson (Chief Executive Officer) Products Homewares – dining cookshop crafts pictures and mirrors lighting storage flowers and decor rugs and.
department store in the Kingsgate Centre and this, coupled with losses from the cookshop and cashflow difficulties relating to difficult market conditions saw Peters.
They were referred to as "cookhouses", or as "cookshops", and were often associated with other Chinese businesses.
women of the community, especially the pious Serena and the matriarchal cookshop owner Maria, but Porgy softly defends her.
rôtir "to roast" rôt rôti rôtie rôtisserie rôtisseur rôtissoire rôtisseur "cookshop master" rouan "roan horse" ( < MFr roan < Sp roano < OSp raudano < Goth.
happened subsequently, including the story that Clarence hid her in a London cookshop, disguised as a servant, so that his brother would not know where she was.