<< convulses convulsing >>

convulsible Meaning in Odia (Oriya). ( convulsible ଶବ୍ଦର ଓଡିଆ ଅର୍ଥ)



ସଂକଟାପନ୍ନ,

Adjective:

ସଂକଳ୍ପବଦ୍ଧ |, ଆଶ୍ଚର୍ଯ୍ୟଜନକ |, ପ୍ରସାରିତ,

People Also Search:

convulsing
convulsion
convulsions
convulsive
convulsively
convulsiveness
conwy
cony
coo
cooch
cooed
cooeeing
cooeyed
cooeying
coof

convulsible తెలుగు అర్థానికి ఉదాహరణ:

|ଇତି ମଧ୍ୟରେ ପୀଡ଼ିତାଙ୍କ ଅବସ୍ଥା ଆହୁରି ସଂକଟାପନ୍ନ ହେଲା ।

|ଧାରା ୩୩୬- ଯେ କେହି ନିଜର ଅବହେଳା ଓ ଅସାବଧାନତା (ଦୁଃସାହାସ) ଜନିତ କାର୍ଯ୍ୟ ଯାହାକି ଅନ୍ୟମାନଙ୍କର ଜୀବନକୁ ବିପଦାପନ୍ନ କିମ୍ବା ନିରାପତ୍ତାକୁ ସଂକଟାପନ୍ନ କରାଏ ତାଙ୍କୁ ତିନି ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ୨୫୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ।

ପୁଣି ସହରରୁ ନିଷ୍କାସିତ ମଇଳା ଏହି ହ୍ରଦ ନିକଟରେ ପକାଯାଉଥିବାରୁ ଏବଂ ଏହା ନିକଟରେ ଅନେକ ନିର୍ମାଣ କାର୍ଯ୍ୟ ବଢିଚାଲିଥିବାରୁ ହ୍ରଦର ଅବସ୍ଥିତି ସଂକଟାପନ୍ନ ଅବସ୍ଥାକୁ ଆସିଗଲାଣି ।

|ବୃତ୍ତିଗତ ସ୍ୱାସ୍ଥ୍ୟ|କୋଇଲା ଖଣି, ନିର୍ମାଣ ଓ ପଥରକର୍ମ ଭଳି ସଂକଟାପନ୍ନ କାରଖାନାର ଶ୍ରମିକମାନଙ୍କର ସିଓପିଡି ନ ହେବା ନିମନ୍ତେ ଅନେକ ସଂସ୍କାର ଗ୍ରହଣ କରାଯାଇଛି,  ଉଦାହରଣ ସ୍ୱରୂପ: ଜନ ସାଧାରଣ ନୀତି ତିଆରି,  ଶ୍ରମିକଙ୍କର ଶିକ୍ଷା ଓ ସଙ୍କଟ ପରିଚାଳନା, ଧୂମ୍ରପାନ ବନ୍ଦ, ନିୟମିତ ପରୀକ୍ଷାଦ୍ୱାରା ଆଶୁ ସୂଚନା, ରେସ୍ପିରେଟରର ବ୍ୟବହାର ଓ ଧୁଳି ନିୟନ୍ତ୍ରଣ ।

|ଧାରା ୩୩୮- ଯେ କେହି ନିଜର ଅବହେଳା ଓ ଅସାବଧାନତା (ଦୁଃସାହାସ) ଜନିତ କାର୍ଯ୍ୟ ଯାହାକି ଅନ୍ୟମାନଙ୍କର ଜୀବନକୁ ବିପଦାପନ୍ନ କିମ୍ବା ନିରାପତ୍ତାକୁ ଗୁରୁତର ସଂକଟାପନ୍ନ କରାଏ ତାଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ।

ଅଧିକ ସଂକଟାପନ୍ନ ଲୋକଙ୍କୁ ଟାମୋକ୍ସିଫେନ କିମ୍ବ ରାଲୋକ୍ସିଫେନ ଔଷଧ ବ୍ୟବ‌ହାର କରି ଅଧିକ ସଙ୍କଟ ଥିବା ଲୋକଙ୍କର ସ୍ତନ କର୍କଟ ରୋଗକୁ ପ୍ରତିରୋଧ କରିବାକୁ ଚେଷ୍ଟା କରାଯାଏ ।

ଏହାଦ୍ୱାରା ସଂକଟାପନ୍ନ ବା ଲୋପ ପାଇଆସୁଥିବା ପ୍ରାଣୀଙ୍କ ଅନ୍ତର୍ଜାତୀୟ ବ୍ୟବସାୟ ଉପରେ ନିଷିଦ୍ଧାଦେଶ ଜାରି ହୋଇଯାଏ ।

|ଦକ୍ଷିଣ ଭାରତୀୟ ରାଜ୍ୟ ସରକାରମାନଙ୍କ ଏପରି ପ୍ରଚେଷ୍ଟା ଯୋଗୁଁ ବିଶ୍ୱର ସବୁଠାରୁ ସଂକଟାପନ୍ନ ୨୫ ଆଦି ବାନରମାନଙ୍କ ପ୍ରଜାତିରେ ଏହାକୁ ଆଉ ପରିଗଣିତ କରାଯାଉନାହିଁ ।

|ଧାରା ୩୩୭- ଯେ କେହି ନିଜର ଅବହେଳା ଓ ଅସାବଧାନତା (ଦୁଃସାହାସ) ଜନିତ କାର୍ଯ୍ୟ ଯାହାକି ଅନ୍ୟମାନଙ୍କର ଜୀବନକୁ ବିପଦାପନ୍ନ କିମ୍ବା ନିରାପତ୍ତାକୁ ସଂକଟାପନ୍ନ କରାଏ ଏବଂ ତଦ୍ୱାରା ଅନ୍ୟ କାହାକୁ ସାଧାରଣରେ ଆଘାତ ହୁଏ ସେହି ବ୍ୟକ୍ତିଙ୍କୁ ୬ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ୫୦୦ ଟଙ୍କା ଜୋରିମାନା ହେବ ।

|୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ “ସେଭ୍ ସାଇଲେଣ୍ଟ୍ ଭ୍ୟାଲି” (Save Silent Valley) ନାମକ ପରିବେଶ ଆନ୍ଦୋଳନ ସିଂହଲାଙ୍ଗୁଡ଼ିଆ ମାଙ୍କଡ଼ମାନଙ୍କ ସଂକଟାପନ୍ନ ସ୍ଥିତି ଉପରେ ନିଜର ଧ୍ୟାନ କେନ୍ଦ୍ରୀଭୂତ କରିଥିଲା ।

|କାମ୍ବୋଡ଼ିଆ ଚଞ୍ଚୂରୀର ଆବିଷ୍କାରକମାନେ ଏହି ପକ୍ଷୀକୁ IUCN ତାଲିକାରେ ‘‘ପ୍ରାୟ ସଂକଟାପନ୍ନ (near threatened)’’ ଶ୍ରେଣୀରେ ରଖିବାର ପ୍ରସ୍ତାବ ଦେଇଥିଲେ ।

convulsible's Meaning in Other Sites