<< convictism convicts >>

convictive Meaning in Odia (Oriya). ( convictive ଶବ୍ଦର ଓଡିଆ ଅର୍ଥ)



ଦୋଷୀ,

Noun:

ସଂଯୋଜନା ପ୍ରିପୋଜେସନ୍ |, ସଂଯୋଜକ |,

convictive తెలుగు అర్థానికి ఉదాహరణ:

ସଂରକ୍ଷଣ ରାୟ - ସେପ୍ଟେମ୍ବର ୧୦: ମୁକେଶ, ବିନୟ, ଅକ୍ଷୟ, ପୱନଙ୍କୁ ଅନ୍ୟାନ୍ୟ ଦଫା ସହ ୧୩ଟି ଅପରାଧରେ ଗଣ ବଳାତ୍କାର, ଅପ୍ରାକୃତିକ ଅପରାଧ ଏବଂ ପୀଡ଼ିତାର ହତ୍ୟା ଏବଂ ପୀଡ଼ିତାର ପୁରୁଷ ବନ୍ଧୁଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ କଲେ ।

| ପୃଷ୍ଠଭୂମି |ସଂପ୍ରତି ଭାରତରେ ସାଂବିଧାନିକ ବ୍ୟବସ୍ଥାରେ କେବଳ ହତ୍ୟା, ଧର୍ଷଣ ତଥା ଅପହରଣ ଭଳି ଗମ୍ଭୀର ମାମଲାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିବିଶେଷଙ୍କୁ ହିଁ ନିର୍ବାଚନ ଲଢିବାରୁ ବଞ୍ଚିତ କରିବା ଭଳି ଆଇନ ରହିଛି ।

ରାଜ୍ୟ ସଭାର ନୀତିଶାସ୍ତ୍ର ସମିତି ଏବଂ ଲୋକ ସଭାର ଏକ ବିଶେଷ ସମିତିଦ୍ୱାରା ପଚରାଉଚୁରାଦ୍ୱାରା ଏହି ସଦସ୍ୟମାନଙ୍କୁ ଦୋଷୀ ଭାବରେ ଦର୍ଶାଗଲା ଏବଂ ସେମାନଙ୍କୁ ବହିଷ୍କାର କରିବାକୁ ପ୍ରସ୍ତାବ ଦିଆଗଲା ।

ସେହି ସମୟରେ ଟିଟଲାଗଡ଼ଠାରେ ବନ୍ଦ ଡାକରା ଦିଆଯିବା ସହ ଅନେକ ସ୍ଥାନରେ ପୋଡ଼ାଜଳା ହୋଇଥିଲା ଓ ପରବର୍ତ୍ତୀ ସମୟରେ କ୍ରାଇମ୍‌ବ୍ରଞ୍ଚ ଏହି ଘଟଣାର ତଦନ୍ତ କରିଥିଲା ଏବଂ ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା ।

ଆଇନ ପରିସରରେ ରହି ଦୋଷୀ ଯୁବକଙ୍କ ଉପରେ ଦଣ୍ଡ ବିଧାନ ହୁଏ ।

|ମାର୍ଚ୍ଚ ୨୦: ୨୦୧୨ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ଚାରିଜଣ ମୃତ୍ୟୁଦଣ୍ଡର ଦୋଷୀଙ୍କୁ ତିହାର ଜେଲରେ ସକାଳ ୫.୩୦ ମିନିଟରେରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।

ଏହି ରାୟ ବିରୁଦ୍ଧରେ ଉଚ୍ଚନ୍ୟାୟାଲୟରେ ଅପିଲ ହେବାପରେ ମୁମ୍ବାଇ ଉଚ୍ଚନ୍ୟାୟାଳୟର ନାଗପୁର ଖଣ୍ଡପୀଠ ଆରୋପୀକୁ ଦୁଇଟି ଅପରାଧରେ ଦୋଷୀ ଭାବେ ସଜା ଏକ ବର୍ଷ ଏବଂ ପାଞ୍ଚ ବର୍ଷର ସଜା ଶୂଣାଇଲେ ।

ଇଂରେଜ ଶାସନ କାଳରେ ୧୮୭୧ ମସିହାର ଜାତି ମୋକଦମା ନିୟମ ଅନୁସାରେ ସେମାନଙ୍କୁ ଦୋଷୀ ଜାତି ବୋଲି ଅଭିହିତ କରାଯାଇଥିଲା ଯାହା ଆଜି ମଧ୍ୟ କେତେକାଂଶରେ ସେମାନଙ୍କୁ ସମାଜିକତାରୁ ଦୂରେଇ ରଖିଅଛି ।

ଶ୍ରୀଦେବୀ ତାଙ୍କର ଅଭିନୟ ଜୀବନ ଟଲିଉଡରେ ପିଲା କଳାକାର ଭାବେ ୧୯୭୦ରେ ତେଲୁଗୁ ଚଳଚ୍ଚିତ୍ରରେ ମା ନାନ୍ନା ନିର୍ଦ୍ଦୋଷୀଦ୍ୱାରା ଆରମ୍ଭ କରିଥିଲେ ।

୧୯୩୭‌‌‌- -ରୁ୧୯୩୮ ସମୟରେ ବୋଲ୍ସେଭିକ୍ ଦଳ ମଧ୍ୟରେ ଚାଲିଥିବା ଅନ୍ତର୍ସଙ୍ଘର୍ଷ ତାର ଶେଷସୀମାରେ ପହଂଚିଥିଲା ,ଯେତେବେଳେ ହଜାର,ହଜାର ସଂଖ୍ୟାରେ ଲୋକ, ଦୋଷୀ ସାବ୍ୟସ୍ତ ହୋଇଥିବା ସେନାନେତାଙ୍କ ସହିତ ମ୍ରୁତ୍ୟୁ ଦଣ୍ଡରେ ଦଣ୍ଡିତ ହୋଇଥିଲେ ।

ଏଥିରେ କର୍ମ କ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯ୍ୟାତନାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ୧ରୁ ୩ ବର୍ଷର ଜେଲଦଣ୍ଡ କିମ୍ବା ଜୋରିମାନାର ପ୍ରାବଧାନ ରହିଛି ।

| ମାମଲାର ବିଚାର |ମାମଲାର ଗମ୍ଭୀରତା ଦୃଷ୍ଟିରୁ ଉକ୍ତ ମାମଲାର ବିଚାର ସକାଶେ ଗଠିତ ସ୍ୱତନ୍ତ୍ର ଅଦାଲତ ୧୪ ସେପ୍ଟେମ୍ବର ୨୦୧୩ ଦିନ ଚାରିଜଣ ବୟସ୍କ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ସମସ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କଲେ ।

ମେୟର୍ ଏଡ୍ୱାର୍ଡୋ ପେସ୍ ଏହାକୁ ଏକ ଦେଶବିରୋଧୀ ଜଘନ୍ୟ ଅପରାଧ ବୋଲି ଅଭିହିତ କରିଥିଲେ; ତେବେ ପରେ ଦୋଷୀମାନେ ନିଜେ ପୋଲିସ୍ ନିକଟରେ ଆତ୍ମସମର୍ପଣ କରି କ୍ଷମା ପ୍ରାର୍ଥନା କରିଥିଲେ ।

convictive's Meaning in Other Sites