<< constructional constructions >>

constructionism Meaning in Odia (Oriya). ( constructionism ଶବ୍ଦର ଓଡିଆ ଅର୍ଥ)



ନିର୍ମାଣ କାର୍ଯ୍ୟ,

constructionism తెలుగు అర్థానికి ఉదాహరణ:

ସେ ବିଷ୍ଣୁଙ୍କର ବୈକୁଣ୍ଠପୁର ବିଜେ କରିଥିଲେ ବୋଲି ଅନେକ ମାନନ୍ତି ଏବଂ ତାଙ୍କର ମୃତ୍ୟୁ ପରେ ସେ ଆରମ୍ଭ କରିଥିବା ଅଙ୍ଗକୋର ବତର ନିର୍ମାଣ କାର୍ଯ୍ୟ ହିଁ ଶେଷ ହୋଇଥିଲା ।

ପ୍ରଥମ ରାମଙ୍କ ରାଜୁତି କାଳରେ ବ୍ୟାଂକକରେ ଥାଇ ରାଜପ୍ରାସାଦର (Thai Grand Palace) ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ।

|କିଛି ସମୟ ପାଇଁ ଗୁମ୍ଫା ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ ହେଲା କିନ୍ତୁ ୪୭୭ରେ ହରିସେନଙ୍କ ମୃତ୍ୟୁ ପରେ ପୁଣି ସ୍ଥଗିତ ହେଲା ।

ସମ୍ରାଟ ହରିସେନଙ୍କ ମୃତ୍ୟୁର ଅବ୍ୟବହିତ ପୂର୍ବରୁ ଗୁମ୍ଫାର ନିର୍ମାଣ ଆରମ୍ଭ ହୋଇଥିବା ଅନୁମାନ କରାଯାଏଗୁମ୍ଫା ପ୍ରବେଶଦ୍ୱାର ଖୋଳାଯିବା ପରେ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଥିଲା ।

|ଖ୍ରୀଷ୍ଟାବ୍ଦ ୭୦ରେ ଜିଉ ବିଦ୍ରୋହ ବେଳେ ସେଠାକାର ଦ୍ୱିତୀୟ ଜିଉ ମନ୍ଦିରରୁ ଲୁଣ୍ଠନ କରାଯାଥିବା ଅମାପ ଧନ ସମ୍ପତ୍ତି ବ୍ୟବହାର କରି କୋଲୋଜିୟମ୍‍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ଓ ତାହାପରେ ଜେରୁଜେଲମ୍ ଅକ୍ତିଆର କରାଯାଇଥିଲା ।

  '''  ଏହାର  ବିତତିପରସତର ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କଦ୍ୱାରା ହେଲା ପରେ 51.04 କୋଟି ଅଟାକଳରେ ଏହାର ନିର୍ମାଣ କାର୍ଯ୍ୟ ଆଗେଇଚାଲିଛି ।

|ଭୂଗୋଳ|ଇତିହାସ|ମୋଗଲ ସାମ୍ରାଜ୍ୟ|ମୋଗଲମାନେ ଏହି ଅଞ୍ଚଳକୁ ୧୫୨୪ରୁ ୧୭୩୯ ପର୍ଜ୍ୟନ୍ତ ଶାସନ କରିଥିଲେ ଓ ବ‌ହୁତ ନିର୍ମାଣ କାର୍ଯ୍ୟ କରିଥିଲେ, ଯେପରି ଲାହୋରର ଶାଲିମାର ବଗିଚା ଓ ବଡ଼ସାହି ମସଜିଦ ।

ଆଜିକୁ ୧୪\୧୫ବର୍ଷ ହେବ ପ୍ରାଚୀନ ମନ୍ଦିରକୁ ପ୍ରତ୍ନତତ୍ତ୍ୱ୍ ବିଭାଗ ଭାଙ୍ଗି ଦେଇଛି ଓ ଅନ୍ୟ ଏକ ସ୍ଥାନରେ ନିର୍ମାଣ କରୁଛି, ଯାହାର ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ସମାପ୍ତ ହୋଇପାରିନାହିଁ ।

ଗୁମ୍ଫା ୬ର ଉଭୟ ତଳରେ ପରୀକ୍ଷାମୂଳକ ଭିତ୍ତିରେ କରାଯାଇଥିବା କିଛି ନିର୍ମାଣ କାର୍ଯ୍ୟ ଦେଖିବାକୁ ମିଳେ ।

ବୈଦିକ ଯୁଗରେ ଋଷିଗଣ ଯଜ୍ଞକୁଣ୍ଡ, ପୂଜାବେଦୀ, ଆଦିର ନିର୍ମାଣ କାର୍ଯ୍ୟରେ ବିଭିନ୍ନ ଜ୍ୟାମିତିକ ସୂତ୍ରର ପ୍ରୟୋଗ କରୁଥିଲେ ।

ରାଜା, ବାଇମୁଣ୍ଡିଙ୍କ ଚିନ୍ତାଧାରାଦ୍ୱାରା ପ୍ରଭାବିତ ହୋଇ ପଥର ବନ୍ଧର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

ଭାରତରେ ବମ୍ବେ ଭଳି ଏକ ଜନବହୁଳ ନଗରର ରାସ୍ତଘାଟ, ପାନୀୟ ଜଳ, ପରିମଳ ବ୍ୟବସ୍ଥାର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ଦୂରଦୃଷ୍ଟିର ସହ ଖୁବ୍ ସଫଳତା ପୂର୍ବକ ନିର୍ବାହ କରି, କେବଳ ବମ୍ବେ ନୁହେଁ, ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିପାରିଥିଲେ ଇଂ ବିଶେଶ୍ୱରାୟା ।

ସାଧାରଣତଃ ଏକ ନୂଆ ଗୀର୍ଜାଘରର ପୂର୍ବ ପଟ ପ୍ରଥମେ ନିର୍ମିତ ହୁଏ, ତା’ପରେ ଏକ ପ୍ରାର୍ଥନା ସ୍ଥଳ କଏର୍‍ର ପଶ୍ଚିମ ପଟେ ଏକ ଅସ୍ଥାୟୀ କାନ୍ଥ ତିଆରି କରି କ୍ରମଶଃ ଅନ୍ୟ ସବୁ ଅଂଶର ନିର୍ମାଣ କାର୍ଯ୍ୟ ସମାପ୍ତ କରାଯାଏ ।

constructionism's Usage Examples:

What we mean by Celtic Reconstructionism: Statement from ImbasFAQ RC"nbsp;– Uma Introdução ao Paganismo Reconstrucionista Celta - Portuguese translation of The CR FAQ.


ReferencesExternal links20002000 television awards2000 in Australian television Celtic Reconstructionist Paganism (also Celtic Reconstructionism or CR) is a polytheistic reconstructionist approach to Celtic neopaganism, emphasising historical accuracy over eclecticism such as is found in many forms of Neo-druidism.


Tairis - Collection of articles on Celtic Reconstructionism with a focus on Gaelic PolytheismLand, Sea " Sky, edited by Shae Clancy and Francine Nicholson.


Critics of critical race theory argue that it relies on social constructionism, elevates storytelling over evidence and reason, rejects the concepts.


Imagined communities can be seen as a form of social constructionism on a par with Edward Said"s concept of imagined geographies.


Applying social constructionism in the treatment of patients who are intractably aggressive.


Preservation of the living traditions in modern Gaelic (and other modern Celtic) communities has always been a priority in Celtic Reconstructionism.


Critics of CRT say that it relies on social constructionism, elevates storytelling over evidence and reason, rejects the concepts of truth and merit, and opposes liberalism.


reconstructionism (or simply Reconstructionism) is an approach to modern paganism first emerging in the late 1960s to early 1970s, which gathered momentum.


Social constructionism is a theory of knowledge in sociology and communication theory that examines the development of jointly constructed understandings.


Critics of critical race theory argue that it relies on social constructionism, elevates storytelling over evidence and reason.


constructionism, says that religion is a modern concept that suggests all spiritual practice and worship follows a model similar to the Abrahamic religions.



constructionism's Meaning in Other Sites