considering Meaning in Odia (Oriya). ( considering ଶବ୍ଦର ଓଡିଆ ଅର୍ଥ)
ବିଚାର କରିବା,
People Also Search:
considersconsigliere
consign
consigned
consignee
consignees
consigner
consigners
consigning
consignment
consignments
consignor
consignors
consigns
consilience
considering తెలుగు అర్థానికి ఉదాహరణ:
ଏହି ହାତୀମାନଙ୍କୁ ପବିତ୍ର ବୋଲି ବିଚାର କରିବା ଯୋଗୁଁ ଏମାନଙ୍କୁ ଅନ୍ୟ ହାତୀଙ୍କ ପରି କୌଣସି କାମରେ ଲଗାଯାଏ ନାହିଁ ।
|୧୮ ମାର୍ଚ୍ଚ ୨୦୧୫ରେ ସାଙ୍ଗା ଦିନିକିଆ କ୍ରିକେଟରୁ ଅବସର ନେବା ପରେ ଶ୍ରୀଲଙ୍କାର କ୍ରୀଡ଼ା ମନ୍ତ୍ରୀ ନବୀନ ଦିସାନାୟକ ମନ୍ତବ୍ୟ ଦେଇଥିଲେ କି, ସାଙ୍ଗାଙ୍କୁ ତାଙ୍କର ନିଷ୍ପତ୍ତି ଉପରେ ପୁନଃବିଚାର କରିବା ଆବଶ୍ୟକ ।
ରୋଗର ପ୍ରକାର, ସ୍ଥାନ, ଗ୍ରେଡ ଇତ୍ୟାଦି ଅନୁସାରେ ବିଚାର କରିବା ସହ ରୋଗୀର ସ୍ୱାସ୍ଥ୍ୟ ଓ ଇଚ୍ଛା ଉପରେ ନିର୍ଭର କରି ଚିକିତ୍ସା ପଦ୍ଧତି ଅନୁସରଣ କରାଯାଏ ।
ଭାରତୀୟ ସମ୍ବିଧାନ ପାଞ୍ଚ ପ୍ରକାରର "ବିଶେଷାଧିକାର ଲିଖିତାଦେଶ" ବିଷୟରେ ବର୍ଣ୍ଣନା କରିଛି: ବନ୍ଦୀ ପ୍ରତ୍ୟକ୍ଷୀକରଣ, ଉତ୍ପ୍ରେଷଣ, ପରମାଜ୍ଞା, ଅଧିକାର ପୃଚ୍ଛା ଏବଂ ନିଷେଧାଜ୍ଞା:|ନିଷେଧର ଲିଖିତାଦେଶ - କୌଣସି ନିମ୍ନ ନ୍ୟାୟାଳୟକୁ ଏକ ମାମଲାର ବିଚାର କରିବାରୁ ବଞ୍ଚିତ କରିବାର ଲିଖିତାଦେଶ କାରଣ ଉକ୍ତ ମାମଲାଟି ସମ୍ପୃକ୍ତ ନ୍ୟାୟାଳୟର କ୍ଷମତା ପରିସର ବାହାରେ ।
ସମ୍ବିଧାନ ଅନୁସାରେ, ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ସାମାଜିକ ସ୍ଥିତି, ପାରିବାରିକ ଉତ୍ପତ୍ତି, ଶିକ୍ଷା, ସମ୍ପତ୍ତି ତଥା ଆୟ ଭିତ୍ତିରେ ବାଛବିଚାର କରିବା ବର୍ଜନୀୟ ।
କିଏ ସୁନ୍ଦରୀ ବିଚାର କରିବା ଲାଗି ପ୍ୟାରିସ୍ଙ୍କ ଇଚ୍ଛାନୁସାରେ ସେମାନେ ନିର୍ବସ୍ତ୍ର ମଧ୍ୟ ହେଲେ ।
ରାଷ୍ଟ୍ରପତି ସିରିସେନା ଏବଂ ପୂର୍ବତନ ରାଷ୍ଟ୍ରପତି ରାଜପକ୍ସାଙ୍କ ମଧ୍ୟରେ ହୋଇଥିବା କଥାବର୍ତ୍ତା ଜରିଆରେ ରାଜପକ୍ସାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନିଯୁକ୍ତି ଦିଆଯିବାର ମୁଖ୍ୟ ଦାବୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଉପରେ ବିଚାର କରିବାକୁ ମନା କରିଦେଇଥିଲେ ।
|ସର୍ବୋଚ୍ଚ ନ୍ଯାୟାଳୟର ମୁଖ୍ଯ କର୍ତ୍ତବ୍ଯ ହେଉଛି ସାମ୍ବିଧାନିକ ମାମଲାର ବିଚାର କରିବା ।
ଲୋକ ମାମଲାର ବିଚାର କରିବାବେଳେ ସେ ଜିଲ୍ଲାଜଜ ଏବଂ ଅପରାଧୀକ ମାମଲାର ବିଚାର କରିବାବେଳେ ଦୌରାଜଜ ରୂପେ ଜଣାଯାନ୍ତି ।
ସାଇମନ କମିଶନ ଏହି ନିବେଦନକୁ ଗ୍ରହଣ କରି ଅଟଲି ସବକମିଟି ଗଢ଼ି ଓଡ଼ିଶା ରାଜ୍ୟଗଠନ ଦାବିର ବିଚାର କରିବାକୁ ଦାୟିତ୍ୱ ଦେଲେ।
ଆବେଦନ କରିବା ପରେ ଉଭୟ ପକ୍ଷଙ୍କୁ ନିଜ ନିଷ୍ପତ୍ତିର ପୁନଃବିଚାର କରିବା ନିମନ୍ତେ ଛଅ ମାସର ବାଧ୍ୟତାମୂଳକ ଅବଧି ଦିଆଯାଇଥାଏ ।
ଯୌନ ସକ୍ରିୟ ଥିଲେ ଜନ୍ମ ନିୟନ୍ତ୍ରଣ କରିବା ଉପାୟ ଓ ପ୍ରଜନନ (reproduction) ସମୟ ଓ ଜନ୍ମ ନିୟନ୍ତ୍ରଣ ଉପାୟମାନ ବିଚାର କରିବାକୁ ମଧ୍ୟ ପରିବାର ନିୟୋଜନ କୁହାଯାଏ ।
considering's Usage Examples:
in the adjacent hieroglyph, considering that Egyptian scribes did not vowelize MT, and that Budge added an /e/ to MT in his dictionary to make it pronounceable.
Opportunities For Qualified Applicants Act, which prohibits employers from inquiring into, considering, or requiring the disclosure of a job applicant"s criminal.
As with classical mechanics, the subject can be divided into kinematics; the description of motion by specifying positions, velocities and accelerations, and dynamics; a full description by considering energies, momenta, and angular momenta and their conservation laws, and forces acting on particles or exerted by particles.
Thirty years later, Giora Eiland, head of the National Security Council, wrote: Both the proscription against considering intent and the concentration on the prevention of threats—two central messages of the Agranat Commission [Report]—frustrated and delayed the rebuilding and preparedness of the IDF for years.
Quicksilver activates the latent mutation of a female sleeper agent she unsuspectedly created carnivorous germs, Jimmy considering Quicksilver to be dangerous.
Cablevision sued considering its valuing as outlandish to block the channel.
discounts this approach, instead considering "an authentic Hamlet an unrealisable ideal.
Historically, in the Koine Greek Septuagint and New Testament, the word proselyte denoted a Gentile who was considering conversion to Judaism.
But considering a century gap between de Anda and the time of the town's creation and also taking into account the poor literacy of the populace at that time, the naming of the town after him may not be the case.
diffusion of nutrients from the coenosarc (living tissue) of the coral which overgrows it, another reason for considering it parasitic.
If the function is at least twice continuously differentiable the different cases may be distinguished by considering the eigenvalues of the Hessian matrix of second derivatives.
first applications of critical theory to education/pedagogy, considering his best-known work to be Pedagogy of the Oppressed, a seminal text in what is now.
GamePro was contrastingly unimpressed with the controls on the SNES, considering the use of Game Boy much simpler.
Synonyms:
appreciate, call, deem, relativise, idealize, treasure, expect, prize, disesteem, include, capitalise, reckon, abstract, prise, view as, regard, esteem, think, reconsider, relativize, like, identify, reify, favour, conceive, construe, receive, capitalize, believe, take for, hold, see, disrespect, value, make, view, interpret, respect, idealise, favor,
Antonyms:
disrespect, exclude, esteem, disesteem, respect,