<< connected connectedly >>

connected with Meaning in Odia (Oriya). ( connected with ଶବ୍ଦର ଓଡିଆ ଅର୍ଥ)



ସହିତ ସଂଯୁକ୍ତ, ସମ୍ପର୍କୀୟ, ସମ୍ବନ୍ଧିତ,

connected with తెలుగు అర్థానికి ఉదాహరణ:

|ଜଳ ଭାଗରେ ଅର୍ଥାତ୍ ଭୂଖଣ୍ଡ ସହିତ ସଂଯୁକ୍ତ ହୋଇଥବା ସମୁଦ୍ର ମଧ୍ୟରେ ସମୁଦ୍ର କୂଳରୁ ୧୨ ନଟିକାଲ ମାଇଲ ଅର୍ଥାତ୍ ୧୮.୬ କି.ମି. ପର୍ଯ୍ୟନ୍ତ ବ୍ୟାପ୍ତ ।

ଡିସେମ୍ବର ୧୮୪୨ରେ ମୋର୍ସ ଶେଷଥର ପାଇଁ ୱାସିଂଟନ ଡି.ସି. ଯାତ୍ରା କଲେ ଓ ସେଠାକାର କ୍ୟାପିଟଲରେ ଦୁଇଟି କମିଟି ରୁମକୁ ଟେଲିଗ୍ରାଫିକ ରିଲେଦ୍ୱାରା ସଫଳତାର ସହିତ ସଂଯୁକ୍ତ କରି ପାରିବାରୁ କଂଗ୍ରେସ ୱାସିଂଟନ ଡି.ସି. ଓ ବଲଟିମୋର ଭିତରେ ୩୮ ମାଇଲର ୧୮୪୩ରେ $୩୦,୦୦୦ ବ୍ୟୟର ଏକ ଟେଲିଗ୍ରାଫ ଲାଇନ ପାଇଁ ମଞ୍ଜୁରୀ ଦେଲେ।

ଏଥିପାଇଁ ତାଙ୍କର ଧୈର୍ଯ୍ୟଚ୍ୟୁତି ହେବାରୁ ସେ ପରମପିତାଙ୍କୁ ପ୍ରାର୍ଥନା ତଥା ଅଭିଶାପ ଦେଇ କହିଲେ-“ ହେ ପରମ ପିତା ! ଆପଣ ଯେଉଁ ଅବସ୍ଥାରେ ନାରୀ ଶକ୍ତି ସହିତ ସଂଯୁକ୍ତ ହୋଇଛନ୍ତି, ସେହି ଅବସ୍ଥାରେ ଏ ଭବମୟ ସାରା ସଂସାରରେ ପୂଜା ପାଇବେ ।

| ସନ୍ଦର୍ଭ |Pages with unreviewed translations|ମେସିନ ଅନୁବାଦରେ ତିଆରି ପ୍ରସଙ୍ଗ ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ, କିମ୍ବା ଆଇ ଓ ‌ଟି ଯେଉଁଠାରେ ସାରା ବିଶ୍ୱର କୋଟି କୋଟି ଭୌତିକ ଉପକରଣ ବର୍ତ୍ତମାନ ଇଣ୍ଟରନେଟ୍ ସହିତ ସଂଯୁକ୍ତ

|ଗୀତ|ପୁରସ୍କାର|ଶ୍ରେଷ୍ଠ ପାଶ୍ୱ ଅଭିନେତ୍ରୀ (ସ୍ମିତା ମହାନ୍ତି) - ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌-୨୦୧୮|ଆଧାର|ବାହାର ଆଧାର|୨୦୧୭ର ଓଡ଼ିଆ କଥାଚିତ୍ର ଏକତ୍ରିକରଣ ଏକ ସମାନ କାରଣ ହେତୁ ଏକା ସହିତ କିଛି ଲୋକ କିମ୍ବା ସମୂହର ଏକା ସହିତ ସଂଯୁକ୍ତ ସହଯୋଗ ଦେଇ କୌଣସି କାର୍ଯ୍ୟ କରିବାକୁ ଏକତ୍ରିକରଣ କୁହାଯାଇଥାଏ ।

ବୈତରଣୀ ନଦୀ ଉପର ପୋଲ ଦେଇ ଆନନ୍ଦପୁର ସହର ଜାତୀୟ ରାଜପଥ ୨୦ ସହିତ ସଂଯୁକ୍ତ

|ଜମ୍ମୁ ତୱି ଭାରତର ବିଭିନ୍ନ ବଡ ସହର ସହ ରେଳପଥ ସହିତ ସଂଯୁକ୍ତ

ଭଦ୍ରକାଳୀଙ୍କର ଦାରୁକ ନାମକ ରାକ୍ଷସ ଓ ତା ସହିତ ସଂଯୁକ୍ତ ଅନେକ ଆସୁରିକ ଶକ୍ତି ଉପରେ ବିଜୟ ଉପଲକ୍ଷ୍ୟରେ ଏହି ଉତ୍ସବ ପାଳନ କରାଯାଏ।

ଡିମ୍ବାଶୟର ଗୋଟିଏ ପାର୍ଶ୍ୱ ଇନଫନଣ୍ଡିବୁଲୋ-ପେଲଭିକ ଲିଗାମେଣ୍ଟଦ୍ୱାରା ଡିମ୍ବବାହୀ ନଳୀ ସହ ସଂଯୁକ୍ତ ହୋଇଥାଏ ଏବଂ ଅନ୍ୟ ଅଂଶଗୁଡ଼ିକ ଡିମ୍ବବାହୀ ତନ୍ତୁମାନଙ୍କଦ୍ୱାରା ଗର୍ଭାଶୟ ସହିତ ସଂଯୁକ୍ତ ହୋଇଥାନ୍ତି ।

ସ୍ପିନ ଘର ପର୍ବତକୁ ଲଂଘିଥିବା ଏହି ଗିରିପଥଦ୍ୱାରା ଲାଣ୍ଡି କୋଟାଲ ସହର ପେଶାୱର ଉପତ୍ୟକାରେ ଥିବା ଜାମ୍ରୁଦ ସହର ସହିତ ସଂଯୁକ୍ତ ହୋଇଛି ।

|ଏକ ସୁପରକଣ୍ଡକ୍ଟିଂ କ୍ୱାଣ୍ଟମ୍ ଇଣ୍ଟରଫେରେସନ୍ ଡିଭାଇସ୍ ("ସ୍କୁ.ଇଦ.") ସହିତ ଜଡ଼ିତ ଏକ ପରୀକ୍ଷଣ ଚିନ୍ତା ପରୀକ୍ଷଣର ବିଷୟବସ୍ତୁ ସହିତ ସଂଯୁକ୍ତ ହୋଇଛି: "ସୁପରପୋଜିସନ୍ ସ୍ଥିତି ଗୋଟିଏ ପଥରେ ପ୍ରବାହିତ ଏକ ବିଲିୟନ ଇଲେକ୍ଟ୍ରନ୍ ଏବଂ ଅନ୍ୟ ଏକ ବିଲିୟନ ଅନ୍ୟ ପଥରେ ପ୍ରବାହିତ ନୁହେଁ ।

ଭୂପୃଷ୍ଠ ଉପରେ ଥୋନାକ ହ୍ରଦର ଉପରାଂଶ, ଗ୍ୟୋକୋ ହ୍ରଦ ଓ ଙ୍ଗୋଜୁମ୍ପା ଚୋ ପରସ୍ପର ସହିତ ସଂଯୁକ୍ତ ଥିବା ଦେଖାଯାଇନାହିଁ କିନ୍ତୁ ଏମାନେ ଭୂତଳରେ ସଂଯୁକ୍ତ ହୋଇ ରହିଥିବା ସମ୍ଭବପର ।

connected with's Usage Examples:

equipment (CPE) is any terminal and associated equipment located at a subscriber"s premises and connected with a carrier"s telecommunication circuit at.


only be connected with the construction of 2-kilometre (1.


He is not to be confused with another Ratu Inoke Takiveikata, also a politician, who in 2004 was convicted of offenses connected with an army mutiny that followed the 2000 coup.


Wood pieces are typically connected with nail fasteners, nails, or screws; steel pieces are connected with pan-head framing screws, or nuts and bolts.


an outer irregular dark line, connected with the submarginal irregular shadings.


Neum effectively makes the southern part of the county an exclave (disconnecting it from mainland Croatia) it is still connected with the rest of the.


Duende or tener duende ("to have duende") is a Spanish term for a heightened state of emotion, expression and authenticity, often connected with flamenco.


"threefold warrior"; also known as Buzyges) is a figure connected with the goddess.


Educators are using social networking to stay connected with their students whereas individuals use it to stay connected with their close relationships.


In 1893, it was sold to the Columbia and Port Deposit Railway, also PRR-controlled, which connected with it at Port Deposit.


Trade centers of North Bihar will also be connected with the rest part of Bihar.


third parties, delays connected with the acquisition, maintenance and divesture of the film libraries, the availability of certain professionals crucial.


The record of the existence of Kassa (Slovak: Košice), dating from 1230, is connected with the existence of the rectory church.



Synonyms:

connected,

Antonyms:

unconnected, unconnectedness,

connected with's Meaning in Other Sites