confessed Meaning in Odia (Oriya). ( confessed ଶବ୍ଦର ଓଡିଆ ଅର୍ଥ)
ସ୍ୱୀକାର କରିଛନ୍ତି, ସ୍ୱୀକାର କରିବାକୁ, କାବଲାନ୍, ସ୍ୱୀକାର କରିବା ପାଇଁ,
Adjective:
ସ୍ୱୀକାର କରନ୍ତୁ |,
People Also Search:
confessedlyconfesses
confessing
confession
confession of judgement
confession of judgment
confessional
confessionals
confessionary
confessions
confessor
confessors
confest
confetti
confidant
confessed తెలుగు అర్థానికి ఉదాహరణ:
ବର୍ତ୍ତମାନ ସୁଦ୍ଧା ଖାଁ ଭାରତର ତଥା ବିଶ୍ୱର ଜଣେ ଅପ୍ରତିଦ୍ୱନ୍ଦୀ ଅଭିନେତା ଭାବରେ ଅନେକ ସମାଲୋଚକ ତଥା ଜନସାଧାରଣ ସାଦରେ ସ୍ୱୀକାର କରିଛନ୍ତି ।
ବଡ଼ଭାଇ ଗୋବିନ୍ଦଚନ୍ଦ୍ର ଉଦ୍ଗାତାଙ୍କୁ ଶ୍ରୀନିବାସ ନିଜର ଶିକ୍ଷାଗୁରୁ ଭାବରେ ସ୍ୱୀକାର କରିଛନ୍ତି ।
" ଯୁଗଳ ରସାମୃତ ଲହରୀ" କାବ୍ୟ ଲେଖିବା ବେଳକୁ ତାଙ୍କୁ ୪୩ ବର୍ଷ ହୋଇଥିଲା ବୋଲି ସେ ନିଜେ ସ୍ୱୀକାର କରିଛନ୍ତି।
ସୁରେନ୍ଦ୍ର ମହାନ୍ତି, ମନୋଜ ଦାସ, ଅଖିଳ ମୋହନ ପଟ୍ଟନାୟକ, ଅଚ୍ୟୁତାନନ୍ଦ ପତି ଆଦି ଲେଖଙ୍କଠାରୁ ସେ ଲେଖିବାକୁ ପ୍ରେରଣା ପାଇଛନ୍ତି ବୋଲି ସ୍ୱୀକାର କରିଛନ୍ତି ।
ଆର୍ଥିକ ଅନିୟମିତତା ଏବଂ ଆଇନଗତ ମାମଲାରେ ବେଆଇନ ହସ୍ତକ୍ଷେପ ସମେତ ବନ୍ଦରନାଇକେଙ୍କ ବିରୋଧରେ ଅନେକ ଅଭିଯୋଗ ହୋଇଥିଲା, ଯାହାକୁ ସେ ଅସ୍ୱୀକାର କରିଛନ୍ତି ।
ଓଡ଼ିଶାର ପ୍ରାଚୀନତମ ପ୍ରସିଦ୍ଧ ମନ୍ଦିର ମଧ୍ୟରୁ ସର୍ବୋତ୍କୃଷ୍ଟ ମୁକ୍ତେଶ୍ୱର ମନ୍ଦିରର ତୋରଣ ଦ୍ୱାରକୁ ଓଡ଼ିଶାର ସମସ୍ତ ଗ୍ରାମ ଏହି ତୋରଣ ଓ ଦୋଳମଣ୍ଡପର ଆଦି ରୂପ ଭାବରେ ସ୍ୱୀକାର କରିଛନ୍ତି ।
ତେଣୁ ତାଙ୍କ ପୁତ୍ର ଯୁବରାଜଙ୍କୁ ସେ ପିଲା ଦିନେ ତାଙ୍କ ଇଚ୍ଛା ନ ଥିଲେ ମଧ୍ୟ କ୍ରିକେଟ ଖେଳିବାକୁ ବାଧ୍ୟ କରିଥିଲେ ବୋଲି ଯୁବରାଜ ତାଙ୍କ ପୁସ୍ତକରେ ସ୍ୱୀକାର କରିଛନ୍ତି ।
|ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିଭାକୁ କବି ସ୍ୱୀକାର କରିଛନ୍ତି ସତ ମାତ୍ର ରଚନାରେ କୃଷ୍ଣ ପ୍ରେମ ନଥିବାରୁ ତାହାକୁ ସେ ଅଗ୍ରାହ୍ୟ କରିଛନ୍ତି ।
ଅନ୍ୟ ୫ ଜନଜାତି ବାହ୍ୟ ଜଗତର ସଂସ୍ପର୍ଶରେ ଆସିବା ସ୍ୱୀକାର କରିଛନ୍ତି କିନ୍ତୁ ସେଣ୍ଟିନେଲିମାନେ ଏପରି ଚେଷ୍ଟା ସମୟରେ ଆକ୍ରାମକ ପ୍ରତିକ୍ରିୟା ଦେଖାଇଛନ୍ତି ଏବଂ ତାଙ୍କ ଦ୍ୱୀପକୁ ଯିବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ମାରି ପକାଇଛନ୍ତି ।
ରଘୁନାଥ ମୁର୍ମୁଙ୍କ ଅବଦାନକୁ ପଶ୍ଚିମବଙ୍ଗ ସରକାର ସ୍ୱୀକାର କରିଛନ୍ତି ଏବଂ ତାଙ୍କ ସ୍ମୃତିରେ ୧୯୮୬ ମସିହାରେ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାର ଜାମବାଣୀଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି ମହାବିଦ୍ୟାଳୟ ଓ ୨୦୦୭ ମସିହାରେ ମୁର୍ସିଦାବାଦଠାରେ କଲ୍ୟାଣୀ ବିଶ୍ୱବିଦ୍ୟାଳୟ ଅଧିନରେ ଏକ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ।
ଏହି ପୁସ୍ତକଦ୍ୱାରା ସେ ବହୁ ଭାବରେ ଅନୁପ୍ରାଣିତ ହୋଇଥିବା କଥା ସ୍ୱୀକାର କରିଛନ୍ତି ।
ଭୀଷ୍ମ ଏକଥା ଜାଣିବା ପରେ ସ୍ୱୀକାର କରିଛନ୍ତି ଯେ ତାଙ୍କର ଯୁକ୍ତି ଠିକ୍ ଏବଂ ତାଙ୍କୁ ସମ୍ମାନର ସହ ଶାଲ୍ୱଙ୍କ ନିକଟକୁ ପଠାଇଦେଇ ଅମ୍ବିକା ଏବଂ ଅମ୍ବାଳିକାଙ୍କୁ ବିଚିତ୍ରବୀର୍ଯ୍ୟଙ୍କ ସହ ବିବାହ କରାଇଥିଲେ ।
confessed's Usage Examples:
The later recording, made in 1965, is far more Mozartean, reflecting Ravel's self-confessed debt to Mozart when he wrote the concerto.
asked the name of the unborn child"s father, for it was thought that unconfessed adultery could cause death in childbirth.
According to Montague Summers, Magdalena went to the pope (Paul III) as a Penitent, and confessed her sins, that at twelve years old the Devil solicited her, and lay with her, and that he had layen with her for thirty years; yet she was made the Abbess of a Monastery, and counted a saint.
maintained that his faith was catholic, and that he confessed the credal article of faith concerning the “Catholic” Church (WA 8.
After he was arrested, DeVaughan confessed to the murders and was sentenced to death.
(He confessed in the essay to having seen only brief clips of one version.
Peter James Begbie's speculative theory: Tamil?In The Malay Peninsula (1834), Captain Peter James Begbie made an attempt to throw some light upon a subject so confessedly obscure.
He willingly confessed to his three murders and eventually led the police to a toolbox containing pictures he had taken of the victims.
Finally, fifteen to twenty men confessed to being the main diggers and were sent to White Oak Dungeon.
The Balokole formed egalitarian brotherhoods, followed puritanical rules, publicly confessed their sins and professed their experience of.
Beethoven confessed in a letter to the prince: may I just say that I will hand the mass over to you with great trepidation, as Your Serene Highness is accustomed to having the inimitable masterworks of the great Haydn performed.
Darby also appeared the 1999 The X-Files episode Sein und Zeit as a woman who confessed to the murder of her son, a boy who disappeared under circumstances similar to those being investigated by the lead characters, Fox Mulder and Dana Scully.
Radio Peking said that the Panchen Lama, who had been removed from office in late 1964 as China's puppet ruler for Tibet, had confessed to conspiring with Tibetan serf owners to foment unrest in the former kingdom.
Synonyms:
acknowledged,
Antonyms:
unknown, unacknowledged,