<< concomitances concomitant >>

concomitancy Meaning in Odia (Oriya). ( concomitancy ଶବ୍ଦର ଓଡିଆ ଅର୍ଥ)



ସମନ୍ୱୟ,

Noun:

ସହ-ଅବସ୍ଥାନ |,

concomitancy తెలుగు అర్థానికి ఉదాహరణ:

ସେ ନିଜ ବାଣୀରେ ପଞ୍ଚତତ୍ତ୍ୱ (ଗୀତା, ସମନ୍ୱୟ, ସେବା, ଜଗନ୍ନାଥ ସଂସ୍କୃତି ଓ ପରିବେଶ) ଓ ଚତୁର୍ମହାଶକ୍ତିଙ୍କ (ମହାଲକ୍ଷ୍ମୀ, ମହା ସରସ୍ୱତୀ, ମହାକାଳୀ ଓ ମହାଦୁର୍ଗା) ବିଷୟରେ ବର୍ଣ୍ଣନା କରିଛନ୍ତି ।

|ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ପ୍ରତିଷ୍ଠିତ ବିଭିନ୍ନ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରିବା ।

ତ୍ରେତାଯୁଗରେ ସ୍ୱୟଂ ରାମଚନ୍ଦ୍ର ମହାଯଜ୍ଞରୁ ବାହାରି ରାମେଶ୍ୱରରେ ଶିବ ଓ ବିଷ୍ଣୁଙ୍କର ମିଶ୍ର ଯଜ୍ଞ କରି ସମନ୍ୱୟ ମତର ପ୍ରତିଷ୍ଠା କରି ଯଜ୍ଞ ସ୍ୱରୂପ ଯୁଗଧାମ ପ୍ରତିଷ୍ଠା କରିଲେ ।

ଏହା ଯଦି ପୂର୍ବାଚାର୍ଯ୍ୟ ସୃଷ୍ଟିକରି|ନଥାନ୍ତେ ତାହାହେଲେ ଜଗନ୍ନାଥଙ୍କ ସମନ୍ୱୟବାଦର ପ୍ରତୀକ|କୁହାଯିବା କଠିନ ହୋଇଥାନ୍ତା ।

ତେଣୁ ସିନ୍ଧୁ ଜଳ ଚୁକ୍ତିର ଉପକ୍ରମରେ ବନ୍ଧୁତା, ସମନ୍ୱୟ ଓ ସଦ୍ଭାବ ରକ୍ଷାକରି ଏବଂ ଉଭୟ ଦେଶଙ୍କ ଅଧିକାରର ସମ୍ମାନ କରି ସିନ୍ଧୁ ଅବବାହିକା ବ୍ୟବସ୍ଥାରୁ ଉପଯୁକ୍ତ ଓ ଯଥେଷ୍ଟ ପରିମାଣର ଜଳ ଆବଣ୍ଟିତ କରିବା ଏହି ଚୁକ୍ତିର ଉଦ୍ଦେଶ୍ୟ ।

ପଞ୍ଚରଥ ଶୈଳୀରେ ନିର୍ମିତ ଏହି ମନ୍ଦିରଟିରେ ନାଗର, ଦ୍ରାବିଡ ଦେଶର ଓ କଳିଙ୍ଗ ଶୈଳୀର ଏକ ସୁନ୍ଦର ସମନ୍ୱୟ ଥିବା ଦୃଷ୍ଟିଗୋଚର ହୁଏ ।

ଉଭୟ ମାର୍ଗରେ ଅର୍ଥାତ୍ ଜ୍ଞାନ ଭକ୍ତିର ସମନ୍ୱୟ ମାର୍ଗରେ ଗତି କଲେ ମାନବ ହୃଦୟରେ ଜ୍ଞାନ-ଭକ୍ତିର ମିଳନ ହୋଇ ତାଙ୍କଠାରେ ବିଦ୍ୱେଷ ରହିବ ନାହିଁ ।

୧୦ ମଇ ୨୦୧୧ରେ ସେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଓ ବୟନଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଯୋଜନା ଓ ସମନ୍ୱୟ, ମହିଳା ଓ ଶିଶୁ ବିକାଶ କଲ୍ୟାଣ, ଦକ୍ଷତା ଓ କାରିଗରି ବିକାଶ ଆଦି ବିଭାଗର ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ବିଜ୍ଞାନ ଗବେଷଣା ପତ୍ରିକା ପ୍ରୋସିଡିଂସ୍ ଅଫ୍ ଦ ନ୍ୟାସନାଲ ଏକାଡେମୀ ଅଫ୍ ସାଇନ୍ସ ଅନୁସାରେ କେରାଟିନ୍ ଓ ମେଲାନିନ୍ ମଧ୍ୟରେ ସମନ୍ୱୟର କିଂଚିତ ବିଚ୍ୟୁତିରୁ ଏହି ବର୍ଣ୍ଣାଳିସୃଷ୍ଟି ହେଇଛି ।

"ପଦ୍ମଚରଣ ତ୍ରିପାଠୀ" ନାମକ ବ୍ୟକ୍ତିଙ୍କୁ ମଧୁବନରେ ଏକ ସର୍ବଧର୍ମ ସମନ୍ୱୟ କ୍ଷେତ୍ର ପ୍ରତିଷ୍ଠା କରେଇବାକୁ ସ୍ୱପ୍ନାଦେଶ ହୋଇଥିଲା ।

ଏଥିରେ ଅରୁଚି, ଅଇ, ଗଣ୍ଠି ଯନ୍ତ୍ରଣା, ଥକ୍କାଣ, କାଲୁଆ ଅନୁଭବ ଓ ଶାରୀରିକ ସମନ୍ୱୟ ଅଭାବ ହୋଇପାରେ ।

ଶାସ୍ତ୍ରୋଚିତ ରାଗରାଗିଣୀ, ଅଳଙ୍କାର, ରସ ମଦିର ମଧୁର ସମନ୍ୱୟ ଏହି ଗୀତମାନଙ୍କରେ ଦେଖା ଯାଇଥାଏ ।

ଦ୍ୱିତ ଦୃଷ୍ଟି, ଗୋଟିଏ ଆଖରେ ଅନ୍ଧତ୍ୱ ବା କଣାଦୋଷ, ଦୂର୍ବଳ ମାଂସପେଶୀ ସ୍ପର୍ଷ ସମସ୍ୟା ଓ ସମନ୍ୱୟ ଅଭାବ ଭଳି ଲକ୍ଷଣମାନ ଦେଖାଯାଏ ।

concomitancy's Meaning in Other Sites