conation Meaning in Odia (Oriya). ( conation ଶବ୍ଦର ଓଡିଆ ଅର୍ଥ)
ସଂଯୋଗ,
Noun:
ଆର୍ଥିକ ସହାୟତା, ଦାନ,
People Also Search:
conativeconcatenate
concatenated
concatenates
concatenating
concatenation
concatenations
concause
concauses
concave
concaved
concavely
concaver
concaves
concaving
conation తెలుగు అర్థానికి ఉదాహరణ:
ଆଶ୍ଚର୍ଯ୍ୟର କଥା, ଏହି କୁଣ୍ଡ ଦୁଇଟି ଲାଗି ରହିଥିଲେ ମଧ୍ୟ ଏବଂ ଉଭୟ କୁଣ୍ଡ ମଧ୍ୟରେ ସଂଯୋଗ ଦ୍ୱାରଦେଇ ଜଳ ପ୍ରବାହିତ ହେଉଥିଲେ ମଧ୍ୟ କୌଣସି କୁଣ୍ଡସ୍ଥିତ ଜଳର ତାପମାତ୍ରା କେବେହେଲେ ପରିବର୍ତ୍ତନ ହୁଏ ନାହିଁ ।
|ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ପର୍ଯ୍ୟାପ୍ତ ଆଇସିଟି ଭିତ୍ତିଭୂମି, ଇଣ୍ଟରନେଟ୍ ସଂଯୋଗ ଏବଂ ପୂର୍ଣ୍ଣ ସମୟ କମ୍ପ୍ୟୁଟର ଶିକ୍ଷକ ରହିବେ ||ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଉନ୍ନତିର ଉପଯୁକ୍ତ ମାନ ଓ ଗତି ବଜାୟ ରଖିବା ଓ ଏହାଦ୍ୱାରା ନିକଟସ୍ଥ ସ୍କୁଲଗୁଡିକ ମଧ୍ୟ ଲାଭ ପାଇବେ ।
ସାଧାରଣ ମଣିଷଙ୍କ ଭଳି କଣ୍ଢେଇମାନଙ୍କୁ ନାନାଦି ବେଶଭୂଷା କରି ତାରଦ୍ୱାରା ସଂଯୋଗ କରାଯାଇଥାଏ ।
| ପ୍ରସ୍ତାବିତ | 2011 |2011ରେ ଏକ ରାଜିନାମା ଅନୁସାରେ ଏକ ଅନ୍ତର୍ରାଷ୍ଟ୍ରୀୟ ରେଳପଥ ଏହାକୁ ଆଇଭୋରୀ ସହ ସଂଯୋଗ ପାଇଁ ନିର୍ମିତ ହଉଛି ।
| ପ୍ରମୁଖ ଉଷ୍ମୋତ୍ସ କ୍ଷେତ୍ର ଏବଂ ତା'ର ବିତରଣ |ଉଷ୍ମ ପ୍ରସ୍ରବଣ ପ୍ରାୟତଃ ଦୁର୍ଲଭ ଅଟେ, ଯାହାକୁ ଜଳ, ଉଷ୍ମତା ଏବଂ ପକ୍ଷ (ପ୍ଲବୀଙ୍ଗ)ର ସଂଯୋଗ ଆବଶ୍ୟକତା ପଡିଥାଏ ।
|ଦରଖାସ୍ତକାରୀ ପରିଚୟ ପାଇଁ ନିଜର ଭୋଟର ଆଇ ଡିର ନକଲ ଦରଖାସ୍ତ ସହ ସଂଯୋଗ କରିବେ।
ଶିଳ୍ପ-ମାନକ ୟୁ.ଏସ.ବି (ୟୁନିଭର୍ସାଲ ସିରିଆଲ ବସ ) ନିୟମ ଓ ଏହାର ସଂଯୋଗ ଏବେ ବହୁଳ ଭାବରେ ମାଉସ ପାଇଁ ବ୍ୟବହାର ହଉଛି।
କୃଷ୍ଣପକ୍ଷର ଅଷ୍ଟମୀ ଦିନ ରାଜାଙ୍କ ନିକଟକୁ ଏକ ଶୋଭାଯାତ୍ରା ବାହାରୁଥିଲା ଓ ଶେଷରେ ପ୍ୟାଥାଥ୍ (ସଂସ୍କୃତରେ ପ୍ରାସାଦ) ଢାଞ୍ଚାରେ ନିର୍ମିତ ୮ଟି ବାଉଁଶ କୁଟୀରରେ ଅଗ୍ନି ସଂଯୋଗ କରାଯାଉଥିଲା ।
ଏବଂ ଉତ୍ତର -ପୂର୍ବରୁ ଜାତୀୟ ରାଜ ପଥ -୨୦(NH-20), ଯାଜପୁର ଜିଲ୍ଲାକୁ ସଂଯୋଗ କରୁଛି ।
|ଏହି ଟ୍ରେନକୁ ଦେଶ ପ୍ରତିରକ୍ଷ୍ୟା ଦ୍ରୁଷ୍ଟିରୁ ଗୁରୁତ୍ୱପୂର୍ଣ କୁହାଯାଇପାରେ , କାରଣ ଏହା ପୁନେସ୍ଥିତ ଭାରତୀୟ ସେନା ବାହିନୀର ଦକ୍ଷିଣାଞ୍ଚଳ ମୁଖ୍ୟାଳୟ ସହ ବିଶିଷ୍ଟ ସୀମାବର୍ତୀ ସହରଗୁଡ଼ିକ ସହ ସଂଯୋଗ ରଖିଥାଏ ।
ଢାକା ରାଜସାହି ଜାତୀୟ ରାଜପଥ ସହ ଏହି ସ୍ଥାନକୁ ସଂଯୋଗ ରହିଛି ।
୨୦୦୯ ମସିହାଠାରୁ ଦୀମାପୁରଠୁ କୋହିମାକୁ ରେଳପଥରେ ସଂଯୋଗ ପାଇଁ କାମ ଚାଲୁଅଛି।
ସମୁଦ୍ରକୁ ପ୍ରଶାନ୍ତ ମହାସାଗର ସହିତ ସଂଯୋଗ କରୁଥିବା ପ୍ରଣାଳୀଗୁଡ଼ିକ ଅଗଭୀର ଥିବ ହେତୁ ଜାପାନ ସାଗରରେ ଗଭୀର ଜଳ ପ୍ରାଣୀ ଦେଖା ଯାଆନ୍ତି ନାହିଁ ।
conation's Usage Examples:
precolonial, subcultural, subculture, superculture cōnor con- conat- – try conation, conative, conatus consulō consul- consulu- consult- consult consigliere.
[citation needed] Sarkar described the universe as a result of macropsychic conation – the entire universe exists within the cosmic mind, which itself is the.
play a significant role in motivating action and directing feeling and conation.
"explanation" of the problem such as glib use of words like "volition" and "conation," I reduced acts of will to their simplest forms, noting their gradual.