<< compliment complimentarily >>

complimental Meaning in Odia (Oriya). ( complimental ଶବ୍ଦର ଓଡିଆ ଅର୍ଥ)



ପ୍ରଶଂସନୀୟ,

Adjective:

ଗ୍ରହଣୀୟ,

complimental తెలుగు అర్థానికి ఉదాహరణ:

| ଇତିହାସ |ଓଡ଼ିଶାରେ ଶିକ୍ଷାର ବିକାଶ, ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଯେଉଁ କେତେକ ବିଶିଷ୍ଟ ବ୍ୟକ୍ତି, ଶାସନ କର୍ତ୍ତା ତଥା ଦୂରଦର୍ଶୀ ବ୍ୟକ୍ତି ଓ ମହାପୂରୁଷମାନଙ୍କ ଅବଦାନ ରହିଛି, ସେମାନଙ୍କ ମଧ୍ୟରେ ତତ୍କାଳୀନ ପାରଳା ମହାରଜା "ଶ୍ରୀ ଶ୍ରୀ ଶ୍ରୀ ଗୌର ଚନ୍ଦ୍ର ଗଜପତି ନାରାୟଣ ଦେଓ"ଙ୍କ ଭୂମିକା ଓ ଅବଦାନ ଉଲ୍ଲେଖନୀୟ ଓ ପ୍ରଶଂସନୀୟ

ଏକ ସଂକ୍ଷିପ୍ତ ଜ୍ଞାନକୋଷ ଭାବରେ ଏହା ବେଶ ପ୍ରଶଂସନୀୟ

|ସନ ୧୯୮୩ରେ ହିଲଟନ ଦ୍ୱୀପରେ ଏକ ମ୍ୟୁନିସିପାଲିଟି ତିଆରି ହେଲା ଓ ଏହି ସ୍ଥାନର ପରିବେଶ-ବନ୍ଧୁତ୍ୱ ବିକାଶରେ ସ‌ହାୟକ ହୋଇ ପ୍ରଶଂସନୀୟ ହେଲା ।

ଏହି ଚଲଚ୍ଚିତ୍ରରେ ସର୍ବଶ୍ରେଷ୍ଠ ସହାୟକ ଅଭିନେତା ଭାବେ ପ୍ରଶଂସନୀୟ ଅଭିନୟ ପାଇଁ ତାଙ୍କୁ ଗୋଲ‌ଡେନ ଗ୍ଲୋବ ପୁରସ୍କାର ତଥା ଏକାଡେମୀ ପୁରସ୍କାର ମଧ୍ୟ ମିଳିଥିଲା ।

ଚଲଚ୍ଚିତ୍ରଟି ବ୍ୟବସାୟିକ ସଫଳତା ଲାଭ କଲେ ବି ଜ୍ୟାକଲୀନଙ୍କ ଅଭିନୟ ସେତେଟା ପ୍ରଶଂସନୀୟ ହୋଇପାରି ନ ଥିଲା ।

ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କର ଆଦର୍ଶ ଚରିତ୍ରବତ୍ତା, ସରଳତା, ନମ୍ରତା ଶୁଦ୍ଧ ସ୍ୱଭାବ ଓ ନିର୍ମଳ ବ୍ୟକ୍ତିତ୍ୱ ସର୍ବାଧିକ ପ୍ରଶଂସନୀୟ

ଆଲବମ୍ କ୍ଷେତ୍ରରେ ପାର୍ବତୀଙ୍କ ଭୂମିକା ବେଶ୍ ପ୍ରଶଂସନୀୟ

ସେ ତାଙ୍କ ଚଳଚ୍ଚିତ୍ର ବସନ୍ତ ଗୀତା(୧୯୮୦),ଭାଗ୍ୟବନ୍ତ(୧୯୮୧),ଚାଲିଶୁଭା ମୋଡଗଲୁ(୧୯୮୨),ଏରାଡୁ ନକ୍ସାତ୍ରାଗାଲୁ(୧୯୮୩) ଓ ବେଟାଡ୍ଦା ହୋଭୁ(୧୯୮୫) ପାଇଁ ବେଶ୍ ପ୍ରଶଂସନୀୟ

|୨୧-୨୬ ଅକ୍ଟୋବର ପ୍ରଳୟଙ୍କରୀ ବନ୍ୟା, ଫାଇଲିନ ୧୨-୧୫ ଅକ୍ଟୋବର ୨୦୧୩ ଏବଂ ହୁଡ଼ହୁଡ଼ ୧୦-୧୫ ଅକ୍ଟୋବର ୨୦୧୪ ବାତ୍ୟା ସମୟରେ ଦକ୍ଷିଣ ଓଡ଼ିଶାରେ ବାତ୍ୟା ପୁର୍ବରୁ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର, ବାତ୍ୟାର କିଛି ଘଣ୍ଟା ମଧ୍ୟରେ ରେଳପଥ ଏବଂ ରାଜପଥ ଅବରୋଧ ପରିଷ୍କାର ଏବଂ ଉତ୍ତର ଆନ୍ଧ୍ର ପ୍ରଦେଶରେ ଉଦ୍ଧାର କାର୍ଯ୍ୟ ପ୍ରଶଂସନୀୟ ଅଟେ ।

ତତ୍କାଳୀନ ବ୍ରିଟିଶ କଲୋନିଆଲ ସରକାରଙ୍କ କୌଣସି ସାହାଯ୍ୟ ବିନା ଏହି ଅନୁଷ୍ଠାନ ଗଢିବା ଏବଂ ପରବର୍ତ୍ତୀ ସମୟରେ ଏହାକୁ ଆଲିଗଡରୁ ଦିଲ୍ଲୀକୁ ସ୍ଥାନାନ୍ତର କରାଇବାରେ ତାଙ୍କର ଭୂମିକା ପ୍ରଶଂସନୀୟ

| ପରିଚାଳନା ସଙ୍ଗଠନ |ଓଡ଼ିଶାରେ ଶିକ୍ଷାର ବିକାଶ, ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଯେଉଁ କେତେକ ବିଶିଷ୍ଟ ବ୍ୟକ୍ତି, ଶାସନ କର୍ତ୍ତା ତଥା ଦୂରଦର୍ଶୀ ବ୍ୟକ୍ତିମାନଙ୍କ ଅବଦାନ ରହିଛି, ସେମାନଙ୍କ ମଧ୍ୟରେ ଦକ୍ଷିଣ ଓଡ଼ିଶା ତଥା ଗୁଣୁପୁର ଆଞ୍ଚଳର ଜଣେ ବିଶିଷ୍ଟ ଶିକ୍ଷାବିତ, ଗାନ୍ଧୀ ଆଦର୍ଶବାଦୀ ପ୍ରଫେସର ଡ୍: ସତ୍ୟ ପ୍ରକାଶ ପଣ୍ଡାଙ୍କ ଭୂମିକା ଓ ଅବଦାନ ଉଲ୍ଲେଖନୀୟ ଓ ପ୍ରଶଂସନୀୟ

complimental's Meaning in Other Sites