<< complex complexedness >>

complexed Meaning in Odia (Oriya). ( complexed ଶବ୍ଦର ଓଡିଆ ଅର୍ଥ)



ଜଟିଳ,

Adjective:

ସମାପ୍ତ, ସଂପୂର୍ଣ୍ଣ, ପୂର୍ଣ୍ଣ,

complexed తెలుగు అర్థానికి ఉదాహరణ:

ରୋଗ ଜଟିଳ ହେଲେ ବୃକ୍‌କ (liver failure) ଫେଲ ହୋଇପାରେ ।

ଏହା ଏକ ସର୍ବାଧିକ ସାଧାରଣ ଜଟିଳ ଜନ୍ମଗତ ହୃତ୍‌ପିଣ୍ଡ ତୃଟି ରୋଗ ।

ଅଧିକ ରକ୍ତ ଶର୍କରା ହେଉଥିବା ରୋଗମାନଙ୍କର ନାମ ମଧୁମେହ ଟାଇପ ୧, ମଧୁମେହ ଟାଇପ ୨, ଗର୍ଭାବଧି ମଧୁମେହ ଓ ମଧୁମେହ ଜଟିଳ ହେଲେ ଯେପରିକି ଡାଏବେଟିକ କିଟୋଏସିଡୋସିସ ଓ ହାଇପରଅସମୋଲାର ହାଇପରଗ୍ଲାଇସେମିକ ଷ୍ଟେଟ (hyperosmolar hyperglycemic states) ଇତ୍ୟାଦି ।

|ଆୟୁର୍ବେଦିକ ଚିକିତ୍ସା ବେଳେ ଯଦି ମଧୁମେହ ରୋଗ ଜଟିଳ ହୁଏ, ତେବେ ବୃକ‌କ୍, ହୃତ୍‌ପିଣ୍ଡ, ଆଖି, ସ୍ନାୟୁ ଆଦି ଆକ୍ରାନ୍ତ ହୋଇଥାଏ ।

ଏହି ରୋଗରେ ଅନେକ ଜଟିଳ ସମସ୍ୟା ଯେପରିକି ଖୁଏଇବା ସମସ୍ୟା, ଅପରିପକ୍ୱ ଜନ୍ମ (prematurity), ଗର୍ଭସ୍ଥ ବିକାଶ ବିଳମ୍ବ (intrauterine growth retardation), ଅନ୍ତନଳୀ ଆଟ୍ରେସିଆ (intestinal atresia) ଆଦି ଦେଖାଯାଇପାରେ ।

ରମଣ ସ୍ପେକ୍ଟ୍ରୋସ୍କୋପିଦ୍ୱାରା ଜୈବିକ ବସ୍ତୁ, ମନୁଷ୍ୟ ଜୀବକୋଷ (tissue) ପରି ଜଟିଳ ବସ୍ତୁଙ୍କ ଅନ୍ତଃ-ସଂରଚନା ନିର୍ଦ୍ଧାରଣ ଓ ବିଶ୍ଳେଷଣ ମଧ୍ୟ ହୋଇପାରିବ ।

ରୋଗ ଜଟିଳ ହେଲେ ଡାଇଲେଟେଡ କାର୍ଡ଼ିଓମାୟୋପାଥି (dilated cardiomyopathy) ହୋଇ ହୃଦ୍‌ପାତ ହୁଏ ବା ହୃଦ୍‌ରୋଧ ହୁଏ ।

ଜଟିଳ ତଥ୍ୟର ସରଳ ତର୍ଜମା, ଶୁଦ୍ଧ ଇଂରାଜୀ ଓ ସାବଲୀଳ ଢଙ୍ଗରେ କଥାବସ୍ତୁର ଉପସ୍ଥାପନ ଥିଲା ତାଙ୍କ ବକ୍ତବ୍ୟର ବିଶେଷତ୍ୱ ।

|ଅର୍ଥଶାସ୍ତ୍ରୀଙ୍କୁ ଅନେକ ଜଟିଳ ବିଷୟର ଅର୍ଥପୂର୍ଣ୍ଣ, ପରୀକ୍ଷାମୂଳକ ବିଷୟମାନଙ୍କୁ ସ‌ହଜରେ ପରିବ୍ୟକ୍ତ କରିବାକୁ ଗଣିତ ପ୍ରସ୍ତାବ ଦିଏ ।

ଏହିସବୁ ପାରସ୍ପାରିକ କ୍ରିୟାର ଜଟିଳତା, ପ୍ରଥମ ମୂଳତତ୍ତ୍ୱର ଅସାଧ୍ୟତା ଓ ପ୍ରମାଣସିଦ୍ଧ ପଦ୍ଧତିର ଆବଶ୍ୟକୀୟ ବ୍ୟବହାରରୁ ସିଦ୍ଧାନ୍ତର ଉନ୍ନତି ଓ ବିଶ୍ଳଷଣ ପାଇଁ ଘର୍ଷଣର ଗଣନା କରିଥାଏ ।

| ଜଟିଳତା |ମ୍ୟାଲେରିଆରେ ଅନେକ ଗୁଡିଏ ଜଟିଳ ସମସ୍ୟା ଉତ୍ପନ୍ନ ହୁଏ ।

complexed's Usage Examples:

gallery 1fkn: Structure of Beta-Secretase Complexed with Inhibitor 1m4h: Crystal Structure of Beta-secretase complexed with Inhibitor OM00-3 1sgz: Crystal Structure.


"Structures of human purine nucleoside phosphorylase complexed with inosine and ddI".


"Atomic structure of adenosine deaminase complexed with a transition-state analog: understanding catalysis and immunodeficiency.


"Crystal structures of human DNA polymerase beta complexed with DNA: implications for catalytic mechanism, processivity, and fidelity".


"Crystal structural analysis of human serum albumin complexed with hemin and fatty acid".


hidden (occluded) inside small aggregates of soil particles, or tightly sorbed or complexed to clays.


"The CD4 receptor is complexed in detergent lysates to a protein-tyrosine kinase (pp58) from human T.


of rat brain nNOS heme domain complexed with NG-nitro-L-arginine 1k2s: Structure of rat brain nNOS heme domain complexed with NG-allyl-L-arginine 1k2t:.


Borane dimethylsulfide (BMS) is a complexed borane reagent that is used for hydroborations and reductions.


11 complexed (RB-101) with phosphoramidon degrades and inactivates a number of bioactive peptides.


8 A structure of human aldose reductase complexed with the potent inhibitor zopolrestat".


In such a separation, the eluate will consist of non-complexed reactants and components.


This process is optimized when factor Xa is complexed with activated co-factor V in the prothrombinase complex.



complexed's Meaning in Other Sites