competitiveness Meaning in Odia (Oriya). ( competitiveness ଶବ୍ଦର ଓଡିଆ ଅର୍ଥ)
ପ୍ରତିଯୋଗୀତା,
Noun:
ପ୍ରତିଯୋଗିତା ମୂଳକ,
People Also Search:
competitorcompetitors
compilable
compilation
compilations
compilator
compile
compiled
compilement
compiler
compilers
compiles
compiling
comping
compital
competitiveness తెలుగు అర్థానికి ఉదాహరణ:
ଏହା ସହ ସେ ୨୦୦୬ ମସିହାରେ ଦୋହାଠାରେ ହେଇଥିବା ଏସିଆ କପ ଓ ୨୦୦୨ ମସିହାରେ ଜୋହାନ୍ସବର୍ଗଠାରେ ହେଇଥିବା ଚମ୍ପିୟାନ ଚେଲେଞ୍ଜ ହକି ପ୍ରତିଯୋଗୀତାରେ ଭାରତୀୟ ମହିଳା ଦଳରେ ସାମିଲ ଥିଲେ ।
ସେ ଲକ୍ସ ଚେନାଲ ଆଇ ସୁପରଷ୍ଟାର ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ ଏବଂ ୨ୟ ସ୍ଥାନରେ ରହିଥିଲେ ।
ସେ ୧୯୭୦ ମସିହା ଏସୀୟ କ୍ରିଡାରେ ମହିଳାମାନଙ୍କ ୪୦୦ ମିଟର ଦୌଡ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଓ ସେ ହଉଛନ୍ତି ଏସୀୟ କ୍ରିଡାରେ ସ୍ୱର୍ଣ୍ଣ ପଦକ ଜିଣି ଥିବା ପ୍ରଥମ ଭାରତୀୟ ମହିଳା ।
|କ୍ରୀଡ଼ା ଅବଦାନ|ଜୁନିଅର ସ୍ତରରେ ବିଭିନ୍ନ ଜାତୀୟ ହକି ପ୍ରତିଯୋଗୀତାରେ ରାଜ୍ୟ ତରଫରୁ ଖେଳି ମମତା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ସେଠାରେ ସୂରଜ ତାଙ୍କ ପତ୍ନୀ ସନ୍ଧ୍ୟାର ଭରସା, ମାଙ୍କ ଆଶୀର୍ବାଦ ବଳରେ ଜିତିଥିଲେ ଦୁନିଆର ସବୁଠୁ ରୋଷେଇୟା ପ୍ରତିଯୋଗୀତାରେ ।
ସେ "ମିସେସ ୱାର୍ଲଡ଼" ପ୍ରତିଯୋଗୀତାର ଫାଇନାଲ ସ୍ଥରକୁ ମଧ୍ୟ ଯାଇ ପାରିଥିଲେ ।
ତାଙ୍କ ଭଉଣୀଙ୍କର ବାହାଘର ପାଇଁ ସେ ବିଗ୍ବସ୍ରେ ୬ ସପ୍ତାହ ରହିବା ପରେ ପ୍ରତିଯୋଗୀତାରୁ ଓହରି ଯାଇଥିଲେ ।
ତାଙ୍କୁ ପନ୍ଦର ବର୍ଷ ବୟସ ହୋଇଥିଲା ବେଳେ ସେ ଓ ଲେକାଲି ଉଭୟ ବୁଟୱାଲ ମେଳାର ପ୍ରତିଯୋଗୀତାରେ ଭାଗ ନେଇଥିଲେ ଓ ଦ୍ୱିତୀୟ ପୁରସ୍କାର ଜିତିଥିଲେ ।
ସେ ଲକ୍ସ ଚେନାଲ ଆଇ ସୁପରଷ୍ଟାର ପ୍ରତିଯୋଗୀତାରେ ଜଣେ ମଡେଲ ଭାବରେ ଯୋଗଦେଇଥିଲେ ଏବଂ ୨ୟ ସ୍ଥାନରେ ରହି ଫାର୍ଷ୍ଟ ରନର୍ଅପ୍ ହୋଇଥିଲେ ।
୨୦୦୦ ମସିହାରୁ ୨୦୧୫ ମସିହା ଯାଏ ସେ ବହୁ ପରିମାଣର ଆନ୍ତରଯାତିକ ପ୍ରତିଯୋଗୀତାରେ ବହୁ ପଦକ ପାଇଥିଲେ ।
| ଖେଳ ଜୀବନ |ହରିଆନାର ଅମ୍ବାଲାଠାରେ ଅନୁଷ୍ଠିତ ଦ୍ୱିତୀୟ ଜାତୀୟ ଟି-୧୦ ପ୍ରତିଯୋଗୀତାରୁ, ଚନ୍ଦନ ନିଜର ଖେଳ ଜୀବନ ଆରମ୍ଭ କରିଥିଲେ ।
ଏଥିରେ ସେ ବୌମାଲ୍ୟା ଦେବୀ ଓ ଦୀପିକା କୁମାରୀଙ୍କ ସହ ଦଳଗତ ପ୍ରତିଯୋଗୀତାରେ ଭାଗ ନେଇ ୭ତମ ସ୍ଥାନରେ ରହିଲେ ।
ସେ କଲମ୍ବୋଠାରେ ୨୦୧୬ ମସିହା ଦକ୍ଷିଣ ଏସିୟା ସନ୍ତରଣ ପ୍ରତିଯୋଗୀତାରେ ମଧ୍ୟ ଭାଗନେଇଥିଲେ ।
competitiveness's Usage Examples:
property of an enterprise than to keep it functioning) or due to uncompetitiveness, caused by the shrinkage of the home market outside the consumer goods.
After 1968, turbine-powered cars were legislated out of competitiveness.
jealousy or competitiveness, although it is sometimes accidental or inadvertent.
are "leadership with inclusiveness, passion, wisdom, commitment, pro-activeness, ownership, transparency, competitiveness, trust, creativity and innovation".
However, Nuvolari’s dissatisfaction with the ongoing unreliability and uncompetitiveness of Ferrari"s cars led to he and Borzacchini walking out halfway through.
Regions that used to be covered under the convergence criteria but got above the 75% threshold even within the EU-15 received phasing-in support through the Regional competitiveness and employment objective.
At first, because of their uncompetitiveness, the works were subsidized from the state budget, becoming a "black.
According to an article Sinkwich wrote in 1988, he grew to appreciate the value of competitiveness on the streets of Youngstown's west side.
two different types of technological strategies: technological competitiveness and active price competitiveness.
could only bring the 63 home in 10th place, confirming the car"s uncompetitiveness.
As they bicker throughout the night, their competitiveness and hidden grudges turn their apartment into a battlefield.
called competitiveness, is viewed as an innate biological trait[citation needed]which coexists along with the urge for survival.
An extreme competitiveness developed for all positions.
Synonyms:
aggressiveness, fight,
Antonyms:
surrender, defend, make peace,