<< compaction compactly >>

compactions Meaning in Odia (Oriya). ( compactions ଶବ୍ଦର ଓଡିଆ ଅର୍ଥ)



ସଙ୍କୋଚନ,

ସଙ୍କୋଚନ |,

compactions తెలుగు అర్థానికి ఉదాహరణ:

ରକ୍ତନଳୀର ସଙ୍କୋଚନ ହେତୁ ଇସକେମିକ ସ୍ଟ୍ରୋକ ହୁଏ ।

ଦୁଇ ପ୍ରକାରର ମାପଦ୍ୱାରା ଉଚ୍ଚ ରକ୍ତଚାପ ଲେଖାଯାଏ, ଗୋଟିଏ ସିସ୍ଟୋଲିକ (ହୃତ୍‌ପିଣ୍ଡ ସଙ୍କୋଚନ ବେଳର ସର୍ବୋଚ୍ଚ) ଓ ଅନ୍ୟଟି ଡାୟାସ୍ଟୋଲିକ (ହୃତ୍‌ପିଣ୍ଡ ଶୀଥିଳ ବେଳର ସର୍ବନିମ୍ନ) ।

|ଆଧାର|ଗ୍ରାମ|ନୟାଗଡ଼ ଜିଲ୍ଲା|ନୟାଗଡ଼ ଜିଲ୍ଲାର ଗାଆଁ ଓ ସହର ଏର୍ଗୋମେଟ୍ରିନ ଅନ୍ୟ ନାମ ଏର୍ଗୋଭାଇନ ବା ଡି-ଲାଇସର୍ଜିକ ଏସିଡ ବିଟା-ପ୍ରୋପାନୋଲାମାଇଡ, ଏକ ଔଷଧ ଯାହା ଜରାୟୁ ସଙ୍କୋଚନ କରି ପ୍ରସବପର ରକ୍ତସ୍ରାବ କମାଏ ।

ଅଧିକନ୍ତୁ ଏହା ହୃତ୍‌ପିଣ୍ଡ ଭଲ ଭାବରେ ସ୍ଫିତ ହେବାପରେ ସଙ୍କୋଚନ ହେବା ନିମନ୍ତେ ଅଧିକ ସମୟ ଦିଏ ।

ବ୍ୟାୟାମ କଲେ ଏହି ସଙ୍କୋଚନ ହାର ବଢ଼େ କିନ୍ତୁ ହୃତ୍‌ପିଣ୍ଡ ହାର ଦୀର୍ଘ ସୁତ୍ରରେ କମିଯାଏ ଓ ଏହା ସ୍ୱାସ୍ଥ୍ୟ ପକ୍ଷରେ ଭଲ ।

|ପେଶୀ ସଙ୍କୋଚନ କମେଇବାକୁ ମ୍ୟାଗନେସିଅମ ଆଇ.ଭି. ଇନଫ୍ୟୁଜନ ଦିଆଯାଏ ।

ରକ୍ତ ନଳୀ ସଙ୍କୋଚନର କୌଣସି ଭୂମିକା ଥିବା ସ୍ପଷ୍ଟ ହୋଇନାହିଁ ।

ମୁଖମଣ୍ଡଳର ପେଶୀ ସମସ୍ତ ସଙ୍କୋଚନ ହେଲେ ମୁହଁର ଚାହାଣି ବଦଳି ଯାଏ ଓ ତାହାକୁ ରାଇସସ୍ ସାର୍ଡୋନିକସ୍ ( risus sardonicus) କହନ୍ତି ।

|ଯେଉଁମାନଙ୍କଠାରେ ଏକ ଭେନସ୍ ଇନଫାର୍କ୍ଟ କିମ୍ବା ରକ୍ତସ୍ରାବ ଯୋଗୁ ଆଖପାଖର ମସ୍ତିଷ୍କର ବିଭିନ୍ନ ଭାଗରେ ଗୁରୁତ୍ୱପୂର୍ଣ୍ଣ ସଙ୍କୋଚନ ସୃଷ୍ଟି କଲେ ଡିକମ୍ପ୍ରସିଭ୍ କ୍ରାନାଇକ୍ଟୋମି ଆବଶ୍ୟକ ହୁଏ ।

|ବେଳେ ବେଳେ ଜରାୟୁର ଅତ୍ୟଧିକ ସଙ୍କୋଚନ ହୁଏ ଯାହା ଯୋଗୁ ଶିଶୁର ଅସୁବିଧା ହୁଏ ।

compactions's Usage Examples:

in the technical ceramics influence the approachable quality of the compactions in depending of the geometric shape of the products and in depending.


strokes of various shape, thickness, and length, and diverse textured compactions.


The buddy method of freeing memory is fast, with the maximal number of compactions required equal to log2(highest order).


themselves according to the principle of montage – their surfaces form compactions; it seems that color moves through the various depths; it immerses itself.


transactions (based on the Paxos consensus protocol), triggers, improved compactions 2.


the proteins targets the main elements that are responsible for the compactions of the chromatin.


Its conic delta was due to the detritus and compactions of two streams (the canal Molinello and the river San Bartolomeo), with.


fluids are thought to be connate water expelled from sediments with compactions and tectonic forces.



Synonyms:

crush, pulverization, compressing, mill, crunch, grind, compression, pulverisation,

Antonyms:

distribution, hate, lose, stand still, decompression,

compactions's Meaning in Other Sites