commuter Meaning in Odia (Oriya). ( commuter ଶବ୍ଦର ଓଡିଆ ଅର୍ଥ)
ଯାତ୍ରୀ,
Noun:
ଯାତ୍ରୀ,
People Also Search:
commuter trafficcommuters
commutes
commuting
commutual
commy
como
comoros
comose
comp
compact
compact car
compact disc
compact disc recordable
compact disc write once
commuter తెలుగు అర్థానికి ఉదాహరణ:
ବହୁ ଭାଷିୟ ନାଟକ ଅନୁଷ୍ଠାନ ' ଯାତ୍ରୀକ 'ରେ ସେ ପ୍ରଥମ ଭାରତୀୟ ପେଷାଦାର ମଞ୍ଚ ଅଭିନେତା ଥିଲେ ।
| ନିର୍ମାଣ |ଏଠାରେ ଥିବା 6,500 ବର୍ଗମିଟର ସ୍ଥାନରେ ଥିବା ଟର୍ମିନାଲରୁ କେବଳ ଘରେଇ ଉଡାଣ ପାଇଁ ଯାତ୍ରୀଙ୍କ ପାଇଁ ସୁବିଧା ରହିଛି ।
ସେସମୟରେ ବ୍ୟାପିଥିବା ବ୍ଲାକ ଡେଥ ମହାମାରୀ କାରଣରୁ ଜାହାଜରେ କାମ କରୁଥିବା ବ୍ୟକ୍ତି ଏବଂ ଯାତ୍ରୀମାନଙ୍କୁ ସଙ୍ଗରୋଧ କରାଯାଉଥିଲା ।
|ବନଯାଗ ଯାତ୍ରୀ ଦେଉଳିମଠରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଦେଉଳକରଣ ଚିଟାଉ ମାଧ୍ୟମରେ ମଙ୍ଗଳା ମନ୍ଦିର ସେବାୟତମାନଙ୍କୁ ଜଣାଇଥାନ୍ତି ।
‘ଯାଯାବର’ କୋଠାରେ ଯାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ଉପଲବ୍ଧ ଥାଏ ।
ପରିବାର ଚଳେଇବା ପାଇଁ, ନିମାଇଁ ଯାତ୍ରୀ ପରିବହନ ବ୍ୟବସାୟ କରିଥିଲେ ଓ ସେଥିରେ ଘୋର କ୍ଷତି ସହିଥିଲେ ।
୧୮-୨୦ଟି ଯାତ୍ରୀ ବସି ପାରିବା ଭଳି STOL କ୍ଷମତା, ଉଚ୍ଚା ସର୍ଭିସ୍ ଛାତ, ଅଧିକ ହାରରେ ଆରୋହଣ କ୍ଷମତା ଓ ଅଧିକ ଦିଗ ପରିବର୍ତ୍ତନ କ୍ଷମତାସମ୍ପନ୍ନ ବିମାନ ହିଁ ପାରୋ ବିମାନ ବନ୍ଦର ପାଇଁ ପ୍ରଯୁଜ୍ୟ ବୋଲି ନିଷ୍ପତ୍ତି ନିଆଗଲା ।
ଏହାପରେ ବନଯାଗ ଯାତ୍ରୀ ଗୁଆଟେକା ନୀତି ନିମନ୍ତେ ଶ୍ରୀନଅରକୁ ଯାଇଥାନ୍ତି ।
ପ୍ରପାତ ନିକଟରେ ରାତିଟିଏ ବିତାଇବାର ଇଚ୍ଛା ରଖୁଥିବା ଯାତ୍ରୀଙ୍କ ପାଇଁ ଚୁକ୍କିମାନେ ପରି କେତୋଟି ରିଜୋର୍ଟ୍ ହୋଟେଲ୍ ବ୍ୟବସ୍ଥା ମଧ୍ୟ ରହିଛି ।
|ଆସ୍ଥାନ ମଣ୍ଡପ – ତୀର୍ଥଯାତ୍ରୀ ଓ ଭକ୍ତଙ୍କ ଏକତ୍ରିତ ହେବାପାଇଁ ମଣ୍ଡପ ।
ଏଠାରେ ତୀର୍ଥଯାତ୍ରୀମାନେ ବହୁ ପ୍ରାଚୀନ ସମୟରୁ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ରଖି ଆସୁଥିଲେ ।
ପୂର୍ବପଟର ମଣ୍ଡପ ପ୍ରତୀକ୍ଷାରତ ପ୍ରଭୁଙ୍କ ଦର୍ଶନାଭିଳାଶୀ ଭକ୍ତ ଓ ତୀର୍ଥଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ।
commuter's Usage Examples:
An increase in the commuter's allowance to 100 złoty from 40, with a supplemental benefit on separation.
acres (20 ha) of new waterfront parks, creation of 14 new waterfront esplanades, and introduction of new commuter ferry service (NYC Ferry), providing.
result, the route of I-15 has substantially increased in population and commuter traffic.
Today, Hambrook is a commuter village, with the M4 and the Avon Ring Road bisecting it.
train used on commuter rail services Alerce (wood type), the wood of the sandarac tree Alerce, la otra música, a chilean record label This disambiguation.
spaces along Mario Lanza Boulevard and Crane Street are used by commuters patronizing the stop.
North Leominster garageLocated just off Route 2, the North Leominster station was often crowded for commuter parking spaces.
Operations Metra is the primary user of the line, with commuter services operating between Union Station and Fox Lake.
TransJakarta and the Transjabodetabek premium serves commuters from Harapan Indah, Summarecon Bekasi, Bulak Kapal, and Jatiwarna, as well as the feeder buses from Kemang Pratama and Grand Galaxy City to Jakarta city center.
When it was active it accommodated smaller commuter airliners such as the de Havilland Canada DHC-6 Twin.
the train arrives allowing enough time for commuters to comfortably walk to their train, and on the commuters" return journey buses are scheduled to arrive.
The metros itself has Wi-Fi connectivity inside for the commuters to access with 2 tiers of internet access with the normal service being free whereas the premium service can be accessed by a nominal fee.
FA managed both, passenger and freight services, including long-distance and commuter rail trains in the metropolitan area of Buenos Aires.
Synonyms:
commuter train, passenger train,