<< community of scholars communize >>

community service Meaning in Odia (Oriya). ( community service ଶବ୍ଦର ଓଡିଆ ଅର୍ଥ)



ସମାଜ ସେବା,

Noun:

ସମାଜ ସେବା,

community service తెలుగు అర్థానికి ఉదాహరణ:

| ସମାଜ ସେବା |ଷଡ଼ଙ୍ଗୀ ଗଣ ଶିକ୍ଷା ମନ୍ଦିର ଯୋଜନା ଅନ୍ତର୍ଗତରେ ବାଲେଶ୍ୱର ଜିଲ୍ଲାର ଆଦିବାସୀ ଗ୍ରାମଗୁଡ଼ିକ ପାଇଁ ପ୍ରତାପ ସମାରକର କେନ୍ଦ୍ର ଖୋଲାଇଥିଲେ ।

| ସମାଜ ସେବା |ସମାଜ ସେବା କ୍ଷେତ୍ରରେ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କର ବଳିଷ୍ଠ ଅବଦାନ ରହିଆସିଛି ।

ଏହି ଦମ୍ପତ୍ତି ତତ୍କାଳୀନ କୋରାପୁଟ ଜିଲ୍ଲାର ସଂଖଳାପଦର ଗ୍ରାମରେ ଏକ ଆଶ୍ରମ ସ୍ଥାପନ କରି ଏହି ଦମ୍ପତ୍ତି ଗ୍ରାମର ଦୁଃସ୍ଥ ତଥା ଅଶିକ୍ଷିତ ଆଦିବାସୀଙ୍କ ସେବା କରି ନିଜର ସମାଜ ସେବା ଆରମ୍ଭ କରିଥିଲେ ।

| ସମାଜ ସେବା ଏବଂ କାମ |ସେ ପାଖାପାଖି ୧୯୯୯ ମସିହାରୁ ତାଙ୍କର ରାଜନୈତିକ ଜୀବନ ପ୍ରାରମ୍ଭ କରିଥିଲେ ।

ସେ ବସ୍ତିରେ ଡାକ୍ତରୀ ସେବା ପ୍ରଦାନ କରିବା ପାଇଁ ଚେଷ୍ଟା କରିଥିଲେ, ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ସମାଜ ସେବା କରିବା ପାଇଁ ଉତ୍ସାହିତ କରିଥିଲା ।

ସର୍ବୋଦୟ, ଭୂଦାନ ଓ ସମାଜ ସେବାରେ ନିଜକୁ ସମର୍ପିତ କରି ୧୯୫୦ ମସିହାରେ ଅନୁଗୁଳ, ୧୯୫୫ ମସିହାରେ ପୁରୀ ଓ ୨୦୦୩ ମସିହାରେ କଟକରେ ଅନୁଷ୍ଠିତ ଅଖିଳ ଭାରତୀୟ ସର୍ବୋଦୟ ସମ୍ମିଳନୀର ମୁଖ୍ୟ ଭୂମିକାରେ ରହିଥିଲେ ଅନ୍ନପୂର୍ଣ୍ଣା ।

ଏହା ପରେ ୨୦୧୬ ମସିହାରେ ସେ ସମାଜ ସେବା ପାଇଁ କର୍ମବୀର ପୁରସ୍କାର ପ୍ରାପ୍ତ ହେଇଥିଲେ ।

ଓକିଲାତି ସହିତ ସେ କଂଗ୍ରେସ ଦଳର ସଭ୍ୟ ଭାବରେ ସମାଜ ସେବା ଆରମ୍ଭ ଲରିଥିଲେ ।

|ସମାଜ ସେବା|୧୯୫୬ ମସିହା ଐତିହାସିକ ସୀମା ଆନ୍ଦୋଳନ ବେଳେ ଓଡ଼ିଶା ସହିତ ଷଢ଼େଇଖଳା-ଖରସୁଆଁ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କଦ୍ୱାରା ନିଯୁକ୍ତ ସୀମା ନିର୍ଦ୍ଧାରଣ କମିଶନ୍ ସୁପାରିସ୍ ପ୍ରକାଶିତ ହେଲା ପରେ ସମଗ୍ର ଓଡ଼ିଶାରେ ପ୍ରତିବାଦର ସ୍ୱର ଝଙ୍କୃତ ହୋଇଥିଲା ।

| ଯୋଗ୍ୟତା: |ଧାରା୧୨(୬) ଅନୁଯାୟୀ ବିଧି, ବିଜ୍ଞାନ, ବୈଷୟିକ ବିଦ୍ୟା, ସମାଜ ସେବା, ପରିଚାଳନା, ସାମ୍ବାଦିକତା, ଗଣମାଧ୍ୟମ, ପ୍ରଶାସନ ଓ ଶାସନ କ୍ଷେତ୍ରରେ ଗଭୀର ଜ୍ଞାନ ଥିବା ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦିଆଯିବ।

ପଦ୍ମାଙ୍କ ବଡ଼ ପୁଅ ପଦ୍ମା ପାରାଗ ରେଣୁ ଫୋର୍ବସଗଞ୍ଜର ଜଣେ ବିଧାୟକ ଥିବାବେଳେ ସାନପୁଅ ଦଖିଣେଶ୍ୱର ରେଣୁ, 'ରେଣୁ ସମାଜ ସେବା ସଂସ୍ଥାନ' ନାମକ ଏକ ସଂଗଠନ ଚଳାଇଥିଲେ ।

ସେ ସମାଜ ସେବା ପାଇଁ କରୁଣା ବେସରକାରୀ ଅନୁଷ୍ଠାନ ସ୍ଥାପନ କରି ମୁଖ୍ଯତଃ ଶିଶୁ ଓ ମହିଳା ମାନକ ବିକାଶ ଦିଗରେ କାର୍ଯ୍ୟ କରିଥିଲେ ।

community service's Usage Examples:

CareerHo is one of the co-founders of City Harvest Church and its community services and is married to Kong Hee.


Ministry and missionThe church is active in community services and the ecumenical movement.


Background and original conceptIn the fall of 1989, Bart Everson was arrested for public indecency (streaking) and assigned to community service at Community Access Television Services (then Bloomington Community Access Television) in Bloomington, Indiana.


conscripted, those who were sometimes referred to as draft dodgers, and in due course those who were doing statutory community service.


The mission of the NCCC program is To strengthen communities and develop leaders through direct, team-based national and community service.


Siviilipalvelus (alternative civil service) in Finland, Zivildienst (compulsory community service) in Austria and Switzerland.


The Institute was established as a community services initiative with the goal of helping the less fortunate, a life rule of the Franciscans.


ServicesThe moshav offers its members a variety of community services including a kindergarten, nursery, members' club, youth club, swimming pool, garage, fitness, public gardens and a well-stocked library, minimarket.


Amenities Devon is amply served by schools, community services such as the Devon General Hospital, and recreational facilities.


volunteer representatives of the LDS Church who engage variously in proselytizing, church service, humanitarian aid, and community service.


IHS is also known for its international community service projects, most prominently raising money to build schools in Jemjem Legabatu, Ethiopia, and M'bour, Senegal.



Synonyms:

Ummah, crossroads, neighbourhood, assemblage, house, Umma, Islamic Ummah, speech community, village, small town, Circassian, gathering, Islam Nation, hamlet, settlement, parish, Muslim Ummah, convent, Aleut, neighborhood, horde,

Antonyms:

deregulate, nonalignment, inactivity, incompatibility, disenfranchise,

community service's Meaning in Other Sites