commiserator Meaning in Odia (Oriya). ( commiserator ଶବ୍ଦର ଓଡିଆ ଅର୍ଥ)
କମିଶନର,
Noun:
ଦୟାକରି, ଦୟା, ପାରଦୁ: ଖାକାଟ୍ରା |,
People Also Search:
commissarcommissarial
commissariat
commissariats
commissaries
commissars
commissary
commission
commission agent
commission on human rights
commission on the status of women
commissionaire
commissionaires
commissioned
commissioned military officer
commiserator తెలుగు అర్థానికి ఉదాహరణ:
୧୮୬୧ରେ ମେଜର ଇମ୍ପେଙ୍କୁ ସମ୍ବଲପୁରର ଡେପୁଟୀ କମିଶନର ରୂପେ ନିଯୁକ୍ତି ଦିଆଗଲା ।
ଏହି ଘଟଣାର ପ୍ରାୟ ଦୁଇ ଦିନ ପରେ ଦିଲ୍ଲୀ ପୋଲିସ କମିଶନର ଦେଇଥିବା ତଥ୍ୟ ଅନୁସାରେ ଘଟଣାର ଚାରିଜଣ ଅଭିଯୁକ୍ତ ଧରାପଡିଥିଲେ ।
ସେହି ସମୟରେ ସେ ଗୁଜରାଟର ରିଲିଫ କମିଶନର ଭାବରେ କାର୍ଯ୍ୟ କରୁଥିଲେ ।
|ସରକାରୀ ସହାୟତା|ପୀଡ଼ିତାଙ୍କୁ ସହାୟତା ଦେବାକୁ ରାଜ୍ୟ ମାନବାଧିକାର କମିଶନର ଏସ୍ସି ଏସ୍ଟି ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ।
” ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ ଅଟକିନ୍ସନ, ମାତ୍ର ତକ୍ରାଳୀନ ଓଡ଼ିଶା କମିଶନର ଆର୍.ଏନ୍. ସୋର ଏହି ତଥ୍ୟକୁ ବିରୋଧ କରି ବଙ୍ଗସରକାରଙ୍କୁ ଲେଖି ଜଣାଇଲେ - “ବଙ୍ଗଳାପରି ଓଡ଼ିଆ ଏକ ସ୍ୱତନ୍ତ୍ର ଓ ସ୍ୱାଧୀନ ଭାଷା ।
|ମଠ ସହ ଶ୍ରୀମନ୍ଦିରର ସମ୍ପର୍କ|ଏହି ମଠ ଶ୍ରୀମନ୍ଦିର ପ୍ରଶାସନର ଅଧୀନସ୍ଥ ନୁହେଁ, ଦେବୋତ୍ତର କମିଶନରଙ୍କ ନିୟନ୍ତ୍ରଣାଧୀନ ।
ତେଣୁ ପୋଲିସ କମିଶନରର ଝିଅ ଚିତ୍ରାକୁ ସୂରିୟା ଚକ୍ରାନ୍ତ କରି ନିଜ ପ୍ରେମ ଜାଲରେ ପକାଇଦେଲା ।
୧୯୦୧ବେଳକୁ ହିନ୍ଦୀଭାଷୀଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ସାଧାରଣ ଜନତାଙ୍କ ଭିତରେ ଏଭଳି ଆଲୋଡ଼ନ ସୃଷ୍ଟି ହେଲା ଯେ, ମଇମାସରେ ମଦନମୋହନ ମିଶ୍ରଙ୍କ ନେତୃତ୍ୱରେ ଓ ୨୯ଜୁଲାଇ ୧୯୦୧ରେ ବ୍ରଜମୋହନ ପଟ୍ଟନାୟକଙ୍କ ନେତୃତ୍ୱରେ ନାଗପୁର ଚିଫ୍ କମିଶନର ଫ୍ରେଜର ସାହେବଙ୍କୁ ଓଡ଼ିଆର ପୁନଃ ପ୍ରଚଳନପାଇଁ ଦାବିପତ୍ର ପ୍ରଦାନ ପୂର୍ବକ ନିଜ ଅଧିକାର ସାବ୍ୟସ୍ତ କରିବାକୁ ବାହାରି ପଡ଼ିଲେ।
| ବିଦ୍ରୋହ ଦମନ ଓ ବନ୍ଦୀ |ଇଂରେଜ ସରକାର ବିଦ୍ରୋହକୁ ଦମନ କରିବାକୁ ଚାଇଁବସାର ଡେପୁଟି କମିଶନର ଏଚ. ଡାଉସନଙ୍କୁ କେନ୍ଦୁଝର ପଠାଇଲେ ।
ସେହି ବର୍ଷ ତାଙ୍କୁ କେନ୍ଦ୍ର ପବ୍ଲିକ ସର୍ଭିସ କମିଶନର ଅଧ୍ୟକ୍ଷ ଭାବରେ ନିଯୁକ୍ତି ମିଳିଲା ।
|କାର୍ଯ୍ୟ ପ୍ରଣାଳୀ|ଜିଲ୍ଲାପାଳ ଏବଂ ଅନ୍ୟ ସମସ୍ଥାନିକ ପଦସ୍ଥ ଅଧିକାରୀମାନେ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ପରିଚାଳନା ନିର୍ଦ୍ଦେଶକଙ୍କୁ ଅନୁରୋଧ କରନ୍ତି ଯେକି ପୋଲିସ ଆଇଜିଙ୍କୁ ପୁନଃ ଅନୁରୋଧ କରନ୍ତି ।
ଛୋଟନାଗପୁର ଡିଭିଜନ କମିଶନର ମି.ବି. ଫୋଲେ ମାର୍ଚ୍ଚ ୧୯୧୯ରେ ସରକାରଙ୍କୁ ଜଣାଇଲେ ଯେ – ଧଳଭୂମିର ପଶ୍ଚିମଭାଗ କୋହ୍ଲାଣ, ଷଢେ଼ଇକଳା, ଖରସୁଆଁ, ସିଂହଭୂମି ଓଡ଼ିଆ ଅଞ୍ଚଳ ଓଡ଼ିଶା ସହିତ ମିଶିଯିବା ଉଚିତ।