commemorator Meaning in Odia (Oriya). ( commemorator ଶବ୍ଦର ଓଡିଆ ଅର୍ଥ)
ସ୍ମୃତି,
Verb:
ସ୍ମରଣ କର |, ସଂରକ୍ଷଣ କରିବା ପାଇଁ |,
People Also Search:
commencecommenced
commencement
commencement ceremony
commencement day
commencement exercise
commencements
commencer
commences
commencing
commend
commendable
commendably
commendam
commendation
commemorator తెలుగు అర్థానికి ఉదాహరణ:
ଏହି ବେଳର ସ୍ମୃତି ସେ ପରବର୍ତ୍ତୀ କାଳରେ ତାଙ୍କର ସ୍ତ୍ରୀ-ଭକ୍ତମାନଙ୍କ ଆଗରେ ପ୍ରକାଶ କରି କହିଥିଲେ, ‘ସେତେବେଳେ ମୋର ମନେ ହେଉଥିଲା, ଅନ୍ତର ମଧ୍ୟରେ କେହି ଯେପରି ଗୋଟିଏ ପୂର୍ଣ୍ଣାନନ୍ଦର କଳସ ସ୍ଥାପନ କରି ରଖିଛି ।
ସେଥିପାଇଁ ବାଘ ବଳଦ ସ୍ମୃତି ମନ୍ଦିରରେ ବାମ ପଟେ ବଳଦ ଓ ଡାହାଣ ପଟେ ବାଘ ଜୁଆଳିରେ ଯୋଚାହେବାର ଦୃଶ୍ୟ ରହିଛି ।
"ଅକିଞ୍ଚନର ଜୀବନ ସ୍ମୃତି" ନାମରେ ସେ ନିଜର ଆତ୍ମ-ଚରିତ ଲେଖିଯାଇଛନ୍ତି ।
ଏଠାରେ ମସିହା ମହମ୍ମଦଙ୍କର କଦମ ରସୁଲ, ମୁ-ଇ-ମୁବାରକ ମସିହା ମହମ୍ମଦ, ପାଞ୍ଜା ମୁବାରକ ହଜରତ ମୌଲା ଅଲି, ଦୁପଟ୍ଟା ମୁବାରକ ଖତୁମ-ଇ-ଜନ୍ନତ, କଦମ ପାକ ହଜରତ ଗୌସ ଉଲ-ଆଜମ ଦସ୍ତେଗିରଙ୍କର ସ୍ମୃତି ଚିହ୍ନ ରହିଛି।
|ଏହି ପାହାଡ଼କୁ ଷ୍ଟାଲିନ୍ଗ୍ରାଡ୍ ଯୁଦ୍ଧର (ଅଗଷ୍ଟ ୧୯୪୨ରୁ ଫେବୃଆରୀ ୧୯୪୩) ସ୍ମୃତି ସ୍ମାରକୀ ରୂପେ ବିବେଚନା କରାଯାଏ ।
|ଅଭିନୟ|ଅମ୍ଳାନ ଦାସ- ଆଦିତ୍ୟ|ରିୟା ଦେ- ଶ୍ୱେତା|ମିହିର ଦାସ- ଆଦିତ୍ୟର ବାପା|ଅପରାଜିତା ମହାନ୍ତି- ଶ୍ୱେତାର ମାଆ|ସିଦ୍ଧାନ୍ତ ମହାପାତ୍ର - ପ୍ରେମ ଗୁରୁ|ପୃଥ୍ୱୀରାଜ ନାୟକ- ଶ୍ୱେତାର ବାପା|ମିନାକ୍ଷୀ- ଆଦିତ୍ୟର ମାଆ|ଜୀବନ ପଣ୍ଡା- ଅଧ୍ୟାପକ|ଦିବାନୀ- ରଶ୍ମି|ଯାଜ୍ଞସେନୀ- ଜିନି|ରମେଶ|ଚିତ୍ତରଞ୍ଜନ|ସ୍ମୃତିରଞ୍ଜନ|ରୂପାବିତ୍ତି|ଶଙ୍କର|ଦୀପିକା|ଗୀତ ଓ ସଙ୍ଗୀତ|ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ ।
ଅଭିଜିତ ମଜୁମଦାର, ସ୍ମୃତି, ସତ୍ୟଜିତ, ହ୍ୟୁମାନ ସାଗର, ବିଷ୍ଣୁ ମୋହନ କବି, ମାଧବ ଦାସ, ପ୍ରିୟଙ୍କା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ସାହିତ୍ୟିକ ନାୟକଙ୍କର ପ୍ରକାଶିତ ଜୟମା ମାର୍କମା ନାଟକକୁ ବାଦ୍ ଦେଲେ ଅନେକ ନାଟକ (ଜଗଜ୍ଜେତା ରାବଣ, ଅଭୁଲା ସ୍ମୃତି, ତାରା ତାରିଣୀ, ପରଦା ଉହାଡେ), ଗୀତି ନାଟ୍ୟ (ରୋଷ ବହ୍ନି, ଜୟମା ମାର୍କମା,ଅଭାଗିନୀ ସୀତା, କାଳଜୟୀ ପତିବ୍ରତା, ସୁନା ଚଢ଼େଇ, ଅଭିଶପ୍ତା ଶ୍ରୀରାଧା, ତପସ୍ୱିନୀ ସୀତା, କାନ୍ଦୁଛି ପଞ୍ଚବଟୀ ଇତ୍ୟାଦି) ତଥା ବହୁ କାବ୍ୟ କବିତା ବର୍ତ୍ତମାନ ପ୍ରକାଶନ ଅପେକ୍ଷାରେ ।
ଏହି ନଦୀକୂଳରେ ବସବାସ କରୁଥିବା ମହାନ ଋଷିମାନଙ୍କଦ୍ୱାରା ସଂସ୍କୃତ ଭାଷାର ଜନ୍ମ, ମନୁସ୍ମୃତି, ଋକବେଦ ଓ ଅନେକ ଉପନିଶଦର ରଚନା ହୋଇଥିଲା ।
'ସ୍ମୃତି କି ରେଖାୟେଁ' ମଧ୍ୟ ସିବିଏସଇର ୧୨ଶ ଶ୍ରେଣୀର ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିଲା ।
commemorator's Usage Examples:
to the Manes, the name and age of the deceased, and the name of the commemorator.