<< colossally colosseums >>

colosseum Meaning in Odia (Oriya). ( colosseum ଶବ୍ଦର ଓଡିଆ ଅର୍ଥ)



କୋଲୋଜିୟମ୍, କଲିଜିୟମ୍,

ଯାହାର ନିର୍ମାଣ ପ୍ରାୟ 75 କିମ୍ବା 80 ଖ୍ରୀଷ୍ଟାବ୍ଦରେ ଭେସପାସିଆନ୍ ଦ୍ୱାରା ଆରମ୍ଭ ହୋଇଥିଲା |, ରୋମର ସବୁଠାରୁ ବଡ ଆମ୍ଫିଥେଟର,

colosseum తెలుగు అర్థానికి ఉదాహరణ:

|ଖ୍ରୀଷ୍ଟାବ୍ଦ ୭୦ରେ ଜିଉ ବିଦ୍ରୋହ ବେଳେ ସେଠାକାର ଦ୍ୱିତୀୟ ଜିଉ ମନ୍ଦିରରୁ ଲୁଣ୍ଠନ କରାଯାଥିବା ଅମାପ ଧନ ସମ୍ପତ୍ତି ବ୍ୟବହାର କରି କୋଲୋଜିୟମ୍‍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ଓ ତାହାପରେ ଜେରୁଜେଲମ୍ ଅକ୍ତିଆର କରାଯାଇଥିଲା ।

ଯଦିଓ ଇରେନାୟସ୍ ଏହି ଘଟଣାକ୍ରମର ସ୍ଥାନ ବିଷୟରେ କହି ନାହାନ୍ତି ତେବେ କିମ୍ବଦନ୍ତୀରେ ଏହା କୋଲୋଜିୟମ୍ ପ୍ରାଙ୍ଗଣରେ ହୋଇଥିଲା ବୋଲି କଥା ପ୍ରଚଳିତ ହୋଇଆସୁଛି ।

କୋଲୋଜିୟମ୍‍ର ଦକ୍ଷିଣ ପଟର ମାଟି ଅପେକ୍ଷାକୃତ ଢିଲା ; ଯାହା ଫଳରେ ଦକ୍ଷିଣ ପଟ ଏହି ଭୂମିକମ୍ପରେ ଭୁଷୁଡ଼ି ପଡ଼ିଥିଲା ।

ଆଧୁନିକ ଷ୍ଟାଡିୟମ୍‍ମାନଙ୍କରେ ଶୀଘ୍ର ନିକାଶ ପାଇଁ ବ୍ୟବହୃତ କୌଶଳ କୋଲୋଜିୟମ୍‍ର ସ୍ଥପତିମାନେ ମଧ୍ୟ ଉପଯୋଗ କରିଥିଲେ ।

ଖ୍ରୀ. ୪୩୫ ମସିହା ପର୍ଯ୍ୟନ୍ତ କୋଲୋଜିୟମ୍‍ରେ ଗ୍ଲାଡିଏଟର୍‍ମାନଙ୍କ ଯୁଦ୍ଧ ପ୍ରଦର୍ଶନ ହେଉଥଲା ବୋଲି ଜଣାପଡ଼େ ।

୬ଷ୍ଠ ଶତାବ୍ଦୀ ପର୍ଯ୍ୟନ୍ତ କୋଲୋଜିୟମ୍‍ର ରଙ୍ଗଭୂମିରେ ଯୁଦ୍ଧ ପ୍ରତିଯୋଗିତା, ଜୀବଜନ୍ତୁଙ୍କ ଶିକାର ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା ଓ ଦର୍ଶକ ଏହାକୁ ଉପଭୋଗ କରୁଥିଲେ ।

ପ୍ରତି ବର୍ଷ ଗୁଡ୍ ଫ୍ରାଇଡେ ଦିନ ପୋପ୍ ମଶାଲ ଧରି “ୱେ ଅଫ୍ ଦ କ୍ରସ୍” ନାମକ ଏକ ପଦଯାତ୍ରାର ନେତୃତ୍ୱ ନିଅନ୍ତି ଯାହା କୋଲୋଜିୟମ୍ ନିକଟରୁ ଆରମ୍ଭ ହୋଇଥାଏ ।

|୨୦୦୩ ମସିହାର ଚଳଚ୍ଚିତ୍ର ଦ କୋର୍ (The Core)ରେ ବଜ୍ରପାତ ଯୋଗୁଁ କୋଲୋଜିୟମ୍ ଧ୍ୱସ୍ତ ହେବାର କାଳ୍ପନିକ ଦୃଶ୍ୟ ନିର୍ମିତ ହୋଇଥିଲା ।

ପ୍ରାୟ ଏକ ଶତାବ୍ଦୀ ପରେ ୧୬୫୩ ମସିହାରେ ଫିଓରାଭାନ୍ତେ ମାର୍ଟିନେଲିଙ୍କ ଲିଖିତ Roma ex ethnica sacra ପୁସ୍ତକରେ କୋଲୋଜିୟମ୍‍କୁ ପୁଣି ଏକ ପବିତ୍ର ସ୍ଥଳର ମାନ୍ୟତା ଓ ଜନ ସମର୍ଥନ ମିଳିଲା ।

୧୮୫୫ ମସିହା ବେଳକୁ କୋଲୋଜିୟମ୍ ମଧ୍ୟରେ ପ୍ରାୟ ୪୨୦ଟି ଉଦ୍ଭିଦ ପ୍ରଜାତି ଦେଖିବାକୁ ମିଳୁଥିଲା ।

|୧୯୭୨ ମସିହାର ୱେ ଅଫ୍ ଦ ଡ୍ରାଗନ୍ ଚଳଚ୍ଚିତ୍ରରେ ବ୍ରୁସ୍ ଲି ଓ ଚକ୍ ନୋରିସ୍ କୋଲୋଜିୟମ୍‍ରେ ଯୁଦ୍ଧ କରିଥିଲେ ।

| ଆଧୁନିକ ଯୁଗରେ କୋଲୋଜିୟମ୍ |୧୬ଶ ଓ ୧୭ଶ ଶତାବ୍ଦୀରେ ଗୀର୍ଜା ପ୍ରଶାସନ କୋଲୋଜିୟମ୍‍କୁ ସମାଜ ପାଇଁ ଉପଯୋଗୀ କାର୍ଯ୍ୟରେ ବ୍ୟବହାର କରିବାକୁ ମନ ବଳାଇଲା ।

| ଲୋକ-ସଂସ୍କୃତିରେ କୋଲୋଜିୟମ୍‍ର ସ୍ଥାନ |ରୋମ୍ ଇତିହାସରେ କୋଲୋଜିୟମ୍‍ର ବିଶାଳ ସ୍ଥାନ ହେତୁ ଅନେକ ଚଳଚ୍ଚିତ୍ର, ଚିତ୍ର ଓ ସଂସ୍କୃତିରେ ଏହାର ଛାପ ଦେଖିବାକୁ ମିଳେ :|୧୯୫୩ ମସିହାରେ ନିର୍ମିତ ଚଳଚ୍ଚିତ୍ର ରୋମାନ୍ ହଲିଡେ (Roman Holiday)ର ଅନେକ ଦୃଶ୍ୟରେ କୋଲୋଜିୟମ୍‍କୁ ପୃଷ୍ଠଭୂମିରେ ଦେଖିହେବ ।

colosseum's Usage Examples:

Fate/tiger colosseum (Japanese: フェイト/タイガーころしあむ, Hepburn: Feito/taigā koroshiamu) is a 3D fighting video game based on the visual novel Fate/stay night.


For example, the Gladiator starts in a colosseum, enslaved by his master, while the Seraphim starts in a church.


found in much of ancient Eastern artwork from Sung Dynasty vases to Greek colosseums.


features 11 different colosseums, each with special changes to normal play or prerequisites and a Colosseum Leader.


Germany"s FIFA World Cup was aired in color in closed circuit at two colosseums in Bogota and Cali.


on the original Nier, aesthetic hair customisation options, new battle colosseums, and boss fights with Square Enix and PlatinumGames presidents Yosuke.


[citation needed] Pokémon Battle Revolution features eleven different colosseums in a Pokémon-themed park called Pokétopia.



colosseum's Meaning in Other Sites