<< colorful colorimeter >>

colorific Meaning in Odia (Oriya). ( colorific ଶବ୍ଦର ଓଡିଆ ଅର୍ଥ)



ରଙ୍ଗବତୀ, ରଙ୍ଗୀନ ଭାବରେ, ରଙ୍ଗବତୀ,

Adjective:

ଉତ୍ତାପ,

colorific తెలుగు అర్థానికి ఉదాహరణ:

ତାଙ୍କ ଗୀତ ରଙ୍ଗବତୀ ଏତେ ବିଖ୍ୟାତ ହେଇଥିଲେ ମଧ୍ୟ ସେ ବିଶେଷ କିଛି ଲାଭ ପାଇ ନଥିଲେ ।

ସେ ସମ୍ବଲପୁରୀ ଗାୟିକା କ୍ରୀଷ୍ଣା ପଟେଲଙ୍କ ସହ କୋଶଳୀ ଭାଷାରେ ଲୋକ ସଂଗୀତ "ରଙ୍ଗବତୀ"ର ଉପସ୍ଥାପନା କଲେ ।

ରଙ୍ଗବତୀ ଭଳି ବିଶ୍ୱପ୍ରସିଦ୍ଧ ଗୀତ ଏହି କେନ୍ଦ୍ରର ସୃଷ୍ଟି ।

|ଗାୟକ ଋତୁରାଜ ମହାନ୍ତି ୨୦୧୪ ମସିହାରେ ସଂଗୀତ ଭିତ୍ତିକ ରିୟାଲିଟି ଶୋ ‘ଇଣ୍ଡିଆସର ଷ୍ଟାର‘ରେ ବଲିଉଡ ଗୀତ ‘ଆଣ୍ଟି ଜୀ’ ସହ ରଙ୍ଗବତୀ ଗୀତକୁ ରିମିକ୍ସ କରି ଏକ ଉପସ୍ଥାପନ କରିଥିଲେ ।

୧୯୭୫ ମସିହାରେ ସେ ରଙ୍ଗବତୀର ସଙ୍ଗୀତ ସଂଯୋଜନା କରିଥିଲେ ।

୧୯୭୭/୭୮ମସିହା ବେଳକୁ ରଙ୍ଗବତୀ ଗୀତକୁ ଆକାଶବାଣୀ ସମ୍ବଲପୁରକେନ୍ଦ୍ରରେ ଗାଇବାପାଇଁ ସୁଯୋଗ ମିଳିଥିଲା ।

| ଲୋକ ବାଦ୍ୟ | ରଙ୍ଗବତୀ |"ରଙ୍ଗବତୀ' ହଉଛି ପଶ୍ଚିମ ଓଡ଼ିଶାରୁ ସୃଷ୍ଟି ହେଇଥିବା ଏକ ବିଶ୍ୱ ପ୍ରସିଦ୍ଧ ଗୀତ ।

ପ୍ରଖ୍ୟାତ ରଙ୍ଗବତୀ ଗୀତର ଗାୟିକ ଭାବରେ ସେ ପରିଚିତ ।

ସେ 'ରଙ୍ଗବତୀ' ଗୀତ ଗାଈ ପ୍ରସିଦ୍ଧ ହୋଇଥିଲେ ।

ରଙ୍ଗବତୀ ଗୀତଟି ୨୦୦୭ ମସିହାରେ ଦିଲ୍ଲୀଠାରେ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ର ଓଡ଼ିଶା ଝାଙ୍କିରେ ବଜାଯାଇଥିଲା ।

| ଅଭିନୟ |ଓଡ଼ିଆ କଥାଚିତ୍ର ‘ଚକ୍‌ଲେଟ୍‌’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:|ବାବୁସାନ|ଅର୍ଚ୍ଚିତା ସାହୁ|ଅପରାଜିତା ମହାନ୍ତି|ସମରେଶ ରାଉତରାୟ|ମିହିର ଦାସ|ପ୍ରଦ୍ୟୁମ୍ନ ଲେଙ୍କା|ହରିହର ମହାପାତ୍ର|ବିଦୁସ୍ମିତା|ଅଙ୍କିତା ଭୌମିକ| ଆଧାର | ଅଧିକ ତଥ୍ୟ |୨୦୧୧ର ଓଡ଼ିଆ କଥାଚିତ୍ର ରଙ୍ଗବତୀ (ରଙ୍ଗବତୀ କନକଲତା ନାମରେ ମଧ୍ୟ ଜଣା), ଓଡ଼ିଶାର ଏକ ଲୋକଗୀତ ।

|ପ୍ରାରମ୍ଭିକ ଜୀବନ|ମିତ୍ରଭାନୁଙ୍କ ଜନ୍ମ ସମ୍ବଲପୁର ଜିଲ୍ଲାର ରଙ୍ଗବତୀ ବିଲୁଙ୍ଗ (ପୁରୁଣା ନାମ ବିଲୁଙ୍ଗ) ଗ୍ରାମରେ ।

colorific's Usage Examples:

coincides with independent Lithuania, shows the artist"s intensified colorific aspirations in his portraits and his favorite subject – landscape.



colorific's Meaning in Other Sites