<< color tube color tv tube >>

color tv Meaning in Odia (Oriya). ( color tv ଶବ୍ଦର ଓଡିଆ ଅର୍ଥ)



ରଙ୍ଗ ଟିଭି,

Noun:

ରଙ୍ଗ ଟିଭି |,

color tv తెలుగు అర్థానికి ఉదాహరణ:

୨୦୧୭ ସେପ୍ଟେମର ୧ରୁ ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ 'ଜିନାର ଜୀବନସାଥୀ'ରେ ସେ ମୁଖ୍ୟ ଭୂମିକାରେ ଥିଲେ ।

ଓଡ଼ିଆ ଭାଷାରେ ଏହି ଧାରାବାହିକଟି ତରଙ୍ଗ ଟିଭିରେ ସୋମ‌ବାରରୁ ଗୁରୁବାରଯାଏ ସନ୍ଧ୍ୟା ୬ଟା ୩୦ମିନିଟରେ ପ୍ରାସରିତ ହେଉଥିଲା ।

ସେ ବର୍ତ୍ତମାନ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ କୁଆଁରୀ ବୋହୂରେ ଅଭିନୟ କରୁଛନ୍ତି ।

ଏହି କଥାଚିତ୍ରଟିର ୨୦୨୦ ମସିହାର ଜୁନ ୧୪ ତାରିଖରେ ତରଙ୍ଗ ଟିଭିରେ ମୁକ୍ତିଲାଭ କରିଥିଲା ।

ଏହାପରେ ସେ ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ 'ମୁଁ ଖାଣ୍ଟି ଓଡ଼ିଆ ଝିଅ'ରେ ଜଣେ ବିଚାରିକା ଭାବରେ କାର୍ଯ୍ୟ କରିଥିଲେ ।

ଏହି କଥାଚିତ୍ରଟିର ୨୦୨୧ ମସିହାର ଜାନୁଆରୀ ୧୦ ତାରିଖରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍‌ରେ ମୁକ୍ତିଲାଭ କରିଥିଲା ।

ସସ୍ମିତା ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନ୍‌ର ୩ୟ ସଂସ୍କରଣରେ ବିଜୟିନୀ ହୋଇଥିଲେ ।

ଅଭିନେତ୍ରୀ ଦିବ୍ୟା ପୂର୍ବରୁ ତରଙ୍ଗ ଟିଭିରେ ଜୟ ମା ଲକ୍ଷ୍ମୀ ଧାରାବାହିକରେ ମାଆ ଲକ୍ଷ୍ମୀଙ୍କ ଭୂମିରେ ଅଭିନୟ କରିଥିଲେ ଏବଂ ପରେ ଦକ୍ଷିଣ ଭାରତୀୟ କଥାଚିତ୍ର ଓ ଧାରାବାହିକରେ ଅଭିନୟ କରିଥିଲେ ।

ରୁଦ୍ର ୨୦୧୭ ମସିହାରେ ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଜୀନାର ଜୀବନସାଥୀରେ ଭାଗନେଇଥିଲେ ଏବଂ ସେ ଜୀନାଙ୍କୁ ବିବାହ କରିଥିଲେ ।

ଏହାପରେ ସେ ତରଙ୍ଗ ଟିଭିରେ ଆମ ଘର ଲକ୍ଷ୍ମୀ ଧାରାବାହିକରେ ଅଭିନୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଅଧା ଲେଖା ଚିଠି, ସାହେବ ବିବି ଔର୍ ଶାଲା, ସାହେବ ବିବି ଔର୍ ଶାଶୁମା ଆଦି ୱେବ୍ ସିରିଜ୍‌ରେ ଅଭିନୟ କରିଥିଲେ ।

ଏହା ପରେ ସେ ଅପା ଧାରାବାହିକ ଛାଡ଼ି ତରଙ୍ଗ ଟିଭିରେ ‌କେମିତି ଏ ବନ୍ଧନ‌ ଧାରାବାହିକରେ ଅଭିନୟ କରିଥିଲେ ।

Synonyms:

color television tube, field-sequential color television system, color TV tube, colour television system, colour television, color tube, colour TV tube, field-sequential color TV system, colour tube, colour television tube, television, colour TV, color television, color television system, field-sequential color television, field-sequential color TV, television system,

Antonyms:

colorlessness, uncolored, colored, achromatic color, chromatic color,

color tv's Meaning in Other Sites