<< collocation collocations >>

collocational Meaning in Odia (Oriya). ( collocational ଶବ୍ଦର ଓଡିଆ ଅର୍ଥ)



ଏକତ୍ରିତ,

Noun:

ଫର୍ମାଟ୍ |, ସ୍ଥାନ,

collocational తెలుగు అర్థానికి ఉదాహరణ:

|ପ୍ରଥମ ତରାଇଁ ବିରୋଧରେ ଲଢେଇ,୧୧୯୧|ପ୍ରଥମ ଓ ଦ୍ୱିତୀୟ ତରାଇଁ ଯୁଦ୍ଧ ମଧ୍ୟରେ|ଦ୍ୱିତୀୟ ତରାଇଁ ଯୁଦ୍ଧ|୧୧୯୨ ମସିହାରେ,ଘୋରୀ ୧୨୦,୦୦୦ ଲୋକମାନଙ୍କୁ ଏକତ୍ରିତ କରି ଏବଂ ଫେରି ଫୁଣିଥରେ ପୃଥିବୀରାଜଙ୍କୁ ଦ୍ୱତୀୟ ତରାଇଁ ଯୁଦ୍ଧ ପାଇଁ ଆମନ୍ତ୍ରଣ ଦେଲେ ।

ପରବର୍ତ୍ତୀ କାଳରେ ଧିରେ ଧିରେ ମସ୍କୋର ଗ୍ରାଣ୍ଡ୍ ଡଚୀ (Grand Duchy of Moscow)ରୁଷିଆର ଛୋଟ ଛୋଟ ଇଲାକା ଗୁଡିକୁ ପ୍ରଭାବିତ କରି ଏକତ୍ରିତ କରାଇ ଗୋଲଡେନ୍ ହୋର୍ଡ଼ଠାରୁ ସ୍ୱାଧୀନତା ହାସଲ କରିଥିଲା ଏବଂ କିଏଭାନ୍ ରୁଷ (Kievan Rus)ର ସାଂସ୍କୃତିକ ଓ ରାଜନୈତିକ ପରମ୍ପରାର ପ୍ରାଧାନ୍ୟ ବିସ୍ତାର କରିଥିଲା ।

|ଆସ୍ଥାନ ମଣ୍ଡପ – ତୀର୍ଥଯାତ୍ରୀ ଓ ଭକ୍ତଙ୍କ ଏକତ୍ରିତ ହେବାପାଇଁ ମଣ୍ଡପ ।

୧୮୯୩ ମସିହାରେ, ଏହି ତିନୋଟି ଅଞ୍ଚଳ ଫରାସୀ ଉପନିବେଶ ଭାବରେ ଏକତ୍ରିତ ହେଲା ଯାହା ବର୍ତ୍ତମାନ ଲାଓସ୍ ଭାବରେ ଜଣାଶୁଣା ।

ଫଳରେ ଏଠାକାର ମାଲିକମାନେ ପୁଞ୍ଜି ଯୋଗାଡ କରିବା ନିମିତ୍ତ ଲଣ୍ଡନ ('ଷ୍ଟର୍ଲିଂ ଫାର୍ମସ୍') କିମ୍ବା କଲମ୍ବୋ ('ଟଙ୍କା ଫାର୍ମ')ରେ ଅବସ୍ଥିତ ବୃହତ ଇଂରାଜୀ ଏକତ୍ରିତ କମ୍ପାନୀର ସହାୟତା ନେବାକୁ ବାଧ୍ୟ ହେଲେ ।

ବିଭିନ୍ନ ପରିବାର ଏକତ୍ରିତ ହୋଇ ଏକାଠି ରହନ୍ତି ।

୧୯୩୦ ମସିହାରେ ସେ ସମସ୍ତ ମଧ୍ୟାହ୍ନ ଭୋଜନ ଯୋଗାଣ ସେବାରେ ଥିବା ଲୋକଙ୍କୁ ବା ଡବାବାଲାଙ୍କୁ ଏକତ୍ରିତ କରି ଏକ ସଂଗଠନ ଗଢ଼ିବାର ପ୍ରୟାସ କରିଥିଲେ ।

ଏଣୁ ଯଦି କୌଣସି ନିଷ୍ପତ୍ତି ସପକ୍ଷରେ ସମସ୍ତ ରାଜ୍ୟ ଏକତ୍ରିତ ଭାବେ ଦୁଇ ତୃତୀୟାଂଶ ଭୋଟ ଓ ବିପକ୍ଷରେ କେନ୍ଦ୍ର ସରକାରଙ୍କ ଏକତୃତୀୟାଂଶ ଭୋଟ ପ୍ରଦାନ କରନ୍ତି, ତେବେ ରାଜ୍ୟଗୁଡ଼ିକର ମତ ତିନି-ଚତୁର୍ଥାଂଶ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ କାଟ ଖାଇବ ଓ କେନ୍ଦ୍ର ସରକାରଙ୍କ ମତ ବଳବତ୍ତର ରହିବ ।

|ପେଟ୍ରୋଲିଅମ ରପ୍ତାନୀକାରୀ ସଂଗଠନର ଲକ୍ଷ: ସଭ୍ୟ ଦେଶମାନଙ୍କୁ ଏକତ୍ରିତ କରିବା, ଏପରି ପେଟ୍ରୋଲିଅମ ପଲିସି ନିର୍ଦ୍ଧାରଣ କରିବା, ଯେପରିକି ତେଲ ମାର୍କେଟ ସର୍ବଦା ସ୍ଥିର ରହିବ ଓ କାର୍ଯ୍ୟଦକ୍ଷ, ଅର୍ଥନୈତିକ ଓ ନିୟମିତ ଯୋଗାଣ ଉପଭୋକ୍ତାଙ୍କୁ କରିବା, ନିର୍ମାତାଙ୍କର ନିୟମିତ ଆମଦାନୀ ହେବ ଓ ଏହି ପେଟ୍ରୋଲିଅମ ଉଦ୍ୟୋଗରେ ପୁଞ୍ଜି ଖଟେଇଥିବା ଲୋକଙ୍କୁ ଭଲ ପ୍ରାପ୍ୟ ମିଳିବ ।

ଗେଟସ୍ ପଉଲ ଆଲେନଙ୍କ ସହିତ ସଂସ୍ପର୍ଶରେ ରହିଥିଲେ ଏବଂ ସେ ତାଙ୍କ ସହିତ ୧୯୭୪ ମସିହାର ଗ୍ରୀଷ୍ମରେ ହନିୱେଲଠାରେ ଏକତ୍ରିତ ହୋଇଥିଲେ ।

| ଆଧାର |ଭାରତୀୟ ସ୍ୱାଧୀନତା ଗଣସମ୍ପାଦନା ୨୦୧୮ରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡ, ଯାହା ଅମୃତସର ହତ୍ୟାକାଣ୍ଡ, ଭାବେ ମଧ୍ୟ ପରିଚିତ, ୧୩ ଅପ୍ରେଲ୍ ୧୯୧୯ ଦିନ ଘଟିଥିଲା, ଯେଉଁଥିରେ କଲୋନେଲ୍ ରେଗିନାଲ୍ଡ ଡାୟାର୍‌ଙ୍କ ନେତୃତ୍ୱରେ ବ୍ରିଟିଶ୍ ଭାରତୀୟ ସେନା, ଅମୃତସର, ପଞ୍ଜାବର ଜାଲିଆନାୱାଲା ବାଗ୍‌ଠାରେ ଏକତ୍ରିତ ହୋଇଥିବା ଭାରତୀୟଙ୍କ ଉପରକୁ ଗୁଳି ଚଳାଇଥିଲେ ।

ଏହି ଲୋକଙ୍କୁ ସହାୟତା କରିବାକୁ ନେହେରୁ ଭାରତୀୟ ଲୋକମାନଙ୍କଠାରୁ ଅର୍ଥ ସଂଗ୍ରହ କରି ଜାନୁୟାରୀ ମାସ ୧୯୪୮ ମସିହାରେ ଏହି ଅର୍ଥପାଣ୍ଠି ଏକତ୍ରିତ କରିଥିଲେ ।

ଅଗଷ୍ଟ ଆସେମ୍ବ୍ଲିର ଉଦ୍ଦେଶ୍ୟ ଥିଲା ତରୁଣ କିଶୋରମାନଙ୍କୁ ଏକତ୍ରିତ କରି କୃଷ୍ଣ ଭକ୍ତି ପ୍ରତି ଆକୃଷ୍ଟ କରିବା ।

collocational's Usage Examples:

These collocates are formatted to show frequency (as size) as well as collocational strength (as brightness).


Birmingham and could produce concordances as well as word lists and collocational analysis of text.


be viewed as a KWIC concordance, which can be reordered to highlight collocational patterns.


Measuring collocational knowledge: Key issues and an experimental assessment procedure.


gerunds, as in I"m looking forward to see you tomorrow extension to the collocational field of words with high semantic generality, for example take an operation.


These collocates are formatted to show frequency (as size) as well as collocational strength (as brightness).


hospitality), a range of effects are possible as a result of such a collocational clash: irony, expression of a subtle hidden meaning, often negative.


meaning with his notion of "context of situation", and his work on collocational meaning is widely acknowledged in the field of distributional semantics.


the lexicon, which of necessity must include information about the collocational and derivational properties of LUs.


co-occurrences between words can be obtained on the basis of grammatical or collocational relations.


given in Yarowsky (1993), seed words that appear in the most reliable collocational relationships with the target word will be selected.


one-page, automatic, corpus-derived summaries of a word"s grammatical and collocational behaviour.


one-page, automatic, corpus-derived summary of a word’s grammatical and collocational behaviour.



collocational's Meaning in Other Sites