cohesions Meaning in Odia (Oriya). ( cohesions ଶବ୍ଦର ଓଡିଆ ଅର୍ଥ)
ମିଳନ,
ଏକତ୍ର ହେବା କିମ୍ବା ଏକତ୍ର ରହିବା ଅବସ୍ଥା |,
Noun:
ଯୁକ୍ତିଯୁକ୍ତ ସମ୍ପର୍କ |, ସଂଯୋଗ-ପ୍ରବୃତ୍ତି |, ମିଳନ, ସଂଯୋଗ,
People Also Search:
cohesivecohesively
cohesiveness
cohibit
cohibited
cohibition
cohibitive
coho
cohoe
cohoes
cohogs
cohorn
cohort
cohortative
cohorts
cohesions తెలుగు అర్థానికి ఉదాహరణ:
ପିଲାଟି ତାଙ୍କୁ ଶକୁନ୍ତଳାଙ୍କ ନିକଟକୁ ନେଇଗଲା ଏବଂ ଏହିପରି ଭାବରେ ଶକୁନ୍ତଳା ଏବଂ ଦୁଷ୍ମନ୍ତଙ୍କ ମିଳନ ସମ୍ଭବ ହେଲା ।
ତୃଣଭୂମି, ଅଘଞ୍ଚ ଜଙ୍ଗଲ, ମରୁଭୂମି, ଶୁଷ୍କ ଭୂମି ଓ ପାହାଡ଼ିଆ ଅଞ୍ଚଳରେ ମଧ୍ୟ ବଜ୍ରକାପ୍ତା ଦେଖିବାକୁ ମିଳନ୍ତି ।
ସୀତାଙ୍କର ଦୁଇ ସନ୍ତାନ ବଢ଼ିବା ପରେ ରାମଙ୍କ ସହିତ ମିଳନ ହୋଇଥିଲା ଓ ରାମ ତାଙ୍କୁ ପୁନର୍ବାର ଫେରିବାକୁ କହିଲେ କିନ୍ତୁ ଆଉ ଥରେ ସତୀତ୍ୱ ପରୀକ୍ଷା ଦେବା ପରେ ।
|ପ୍ରଜନନ|୪ବର୍ଷ ବୟସ ପରେ ସିଂହ ପ୍ରଜନନକ୍ଷମ ହୋଇଥାଏ,ସିଂହୀ ଯେବେ ଗର୍ଭଧାରଣ ପାଇଁ ଇଚ୍ଛାକରେ ତ ସେତେବେଳେ ସେ ଏକାଧିକ ସିଂହମାନଙ୍କ ସହ ମିଳନ କରେ ।
ସମ୍ମୁଖ ମଧ୍ୟ ଭାଗର ଉପର ପାଖରେ ସୁପ୍ରାସ୍ଟର୍ଣ୍ଣାଲ ନଚ ଥାଏ ଓ ତା'ର ପ୍ରାୟ ତିନି ଆଙ୍ଗୁଠି ତଳକୁ ଏକ ହିଡ଼ ଭଳି ହାତକୁ ଲାଗେ ଯାହାକୁ ସ୍ଟର୍ଣ୍ଣାଲ ଆଙ୍ଗଲ (sternal angle) କୁହାଯାଏ; ଏହା ମାନୁମ୍ବ୍ରିଅମ ଓ ସ୍ଟରନମ (sternum) ଦେହର ମିଳନ ସ୍ଥାନ ହୋଇଥାଏ ।
ଏହା ମହାନଦୀ ଓ ବଙ୍ଗୋପସାଗରର ମିଳନସ୍ଥଳୀରେ ଅବସ୍ଥିତ।
ଏ ଯେପରି ପ୍ରାଚ୍ୟ ସଙ୍ଗେ ପାଶ୍ଚାତ୍ୟର ଓ ନବୀନ ସଂଗେ ପ୍ରବୀଣର ମିଳନ ।
ଓଡ଼ିଶାର ବିଭିନ୍ନ ସ୍ଥାନରେ ବ୍ୟଙ୍ଗ କବି ସମ୍ମିଳନୀ ଏବଂ "ମହାକୁମ୍ଭ ହାସ୍ୟମେଳା" ଆଦି ମାଧ୍ୟମରେ ସେ ବ୍ୟଙ୍ଗସାହିତ୍ୟର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିଛନ୍ତି ।
|ଚୀନର ବିଦେଶ ମନ୍ତ୍ରୀ ଗେଂଗ୍ ଶୁଆଂଗ୍ ତ୍ରିରାଷ୍ଟ୍ରୀୟ ମିଳନ ସ୍ଥଳ ସମ୍ପର୍କରେ ଭାରତୀୟ ଗଣମାଧ୍ୟମଙ୍କ ପ୍ରଶ୍ନର ଉତ୍ତର କିଛି ଏପରି ଭାବେ ରଖିଥିଲେ : ତ୍ରିରାଷ୍ଟ୍ରୀୟ ମିଳନ ବିନ୍ଦୁ ଏକ ବିନ୍ଦୁ, ରେଖା ନୁହେଁ, ତେଣୁ ଏକ ଅତି ଛୋଟ କ୍ଷେତ୍ର ।
ଉଚ୍ଚଭୂମିରେ ଥିବା ହ୍ରଦ ବା ଉପନଦୀରେ ଯେଉଁ ସବୁ ମାଛ ଦେଖାଯାନ୍ତି, ସେମାନେ ନିମ୍ନ ଅବବାହିକାରେ ପ୍ରାୟତଃ ମିଳନ୍ତି ନାହିଁ ।
| ସମ୍ବଲପୁର ଡିଭିଜନ ମିଶ୍ରଣ |ଶିମିଳାଠାରେ ଚାଲିଥିବା ‘ସର୍ବଭାରତୀୟ ଶିକ୍ଷାନୀତି’ ସଂପର୍କିତ ସମ୍ମିଳନୀରେ ବଡ଼ଲାଟ କର୍ଜ୍ଜନ ମଧ୍ୟପ୍ରଦେଶ ସରକାର ଆଣ୍ଡ୍ୟୁ ଫ୍ରେଜରଙ୍କୁ ମଧ୍ୟପ୍ରଦେଶ ଅଧିନସ୍ଥ ନାଗପୁରରେ ମରାଠୀ ଓ ସିରଞ୍ଚ ତେଲୁଗୁ ଭାଷା ପ୍ରଚଳନ ହେଉଥିବା ବେଳେ ସମ୍ବଲପୁରରେ ଓଡ଼ିଆ ପ୍ରଚଳନ ନ ହେବ କାହିଁକି ବୋଲି ସ୍ପଷ୍ଟୀକରଣ ଚାହିଁଥିଲେ।
ତାଳ ଗଛର ଡାଳ ଓ ପତ୍ର ଗହଳରେ ବାଜ ଯୁଗଳ ମିଳନ କ୍ରିୟା ଓ ପ୍ରଜନନ କରନ୍ତି ।
ଠିକ୍ ତା’ର ୧୦୦ବର୍ଷ ପରେ ଖଣ୍ଡ ବିଖଣ୍ଡିତ ଓଡ଼ିଶାକୁ ଏକାଠି କରିବା ପାଇଁ ୧୯୦୩ ମସିହା ଡିସେମ୍ବର ମାସ ୩୦ ତାରିଖରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ବସିଥିଲା ।
cohesions's Usage Examples:
the community promotes and encourages diversity Interconnected/Social cohesions - the community provides processes, systems and structures that promote.
Integration Marie-Anne Montchamp, Secretary of State for Solidarity and Social cohesions Jean-Jacques Aillagon, former Minister of Culture, former director of.
Synonyms:
coherency, consistency, cohesiveness, link, connection, connectedness, coherence, continuity,
Antonyms:
discontinuity, disconnectedness, incoherence, solidity, softness,