coastward Meaning in Odia (Oriya). ( coastward ଶବ୍ଦର ଓଡିଆ ଅର୍ଥ)
ଉପକୂଳବର୍ତ୍ତୀ,
ଉପକୂଳ ଆଡକୁ |,
People Also Search:
coastwardscoastwise
coat
coat button
coat check
coat hanger
coat hangers
coat of arms
coat of mail
coat of paint
coat stand
coated
coatee
coatees
coater
coastward తెలుగు అర్థానికి ఉదాహరణ:
ଲିମା ନଗର ଏକ ଉପକୂଳବର୍ତ୍ତୀ ନଗର ଯାହା ଆଣ୍ଡିଜକୁ ସଂଲଗ୍ନ ।
ଯୁକ୍ତରାଜ୍ୟରେ “ଜୈବବିବିଧତା କାର୍ଯ୍ୟକାରୀ ଯୋଜନା” (ଇଂରାଜୀରେ Biodiversity Action Plan) ପ୍ରଣୟନ କରାଯାଇ ୨୦୧୦ ସୁଦ୍ଧା ଓଧମାନଙ୍କ ପୁନରୁତ୍ଥାନର (୧୯୬୦ରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଯେପରି ସ୍ଥିତି ଥିଲା ତାହାକୁ ହାସଲ କରିବା ପାଇଁ) ପଦକ୍ଷେପ ନିଆଯାଇଥିଲା ।
ଖ୍ରୀଷ୍ଟପୂର୍ବ ୧୮୦୦ ସୁଦ୍ଧା ବ୍ରିଟିଶମାନେ ଉପକୂଳବର୍ତ୍ତୀ ଅଞ୍ଚଳକୁ ନିୟନ୍ତ୍ରଣ କରି ନେଇଥିଲେ ।
|ଅନ୍ୟାନ୍ୟ ସ୍ଥାନରେ ପାନ ବରଜର ପରମାୟୁ ୨ରୁ ୩ ବର୍ଷଯାଏଁ ଆରମ୍ଭ କରି ୫ରୁ ୧୦ ବର୍ଷ ହୋଇଥିବା ସ୍ଥଳେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହାର ପରମାୟୁ ୨୦ରୁ ୩୦ ବର୍ଷଠାରୁ ଆରମ୍ଭ କରି ୪୫ରୁ ୫୦ ବର୍ଷ ପର୍ଯ୍ୟନ୍ତ।
| ଦକ୍ଷିଣ ଓଡ଼ିଶା |ବଙ୍ଗଳା ଅଧୀନରେ ଥିବା ଉପକୂଳବର୍ତ୍ତୀ ଓଡ଼ିଶା ଅଞ୍ଚଳ ମାନବୀକୃତନ’ଅଙ୍କ ଦୁର୍ଭିକ୍ଷଦ୍ୱାରା ଅର୍ଦ୍ଧାଧିକ ଓଡ଼ିଆଙ୍କୁ (ସରକାରୀ ହିସାବରେ ଏକତୃତୀୟାଂଶ ବା ମୋଟ ୩୦ ଲକ୍ଷ ଜନସଂଖ୍ୟାରୁ ୧୦ ଲକ୍ଷ) ହରାଇବା ସମୟରେ ଓଡ଼ିଆ ଭାଷା, ଜାତି ଓ ସଂସ୍କୃତିର ସୁରକ୍ଷାପାଇଁ କନ୍ଧମାଳର ଦାରିଙ୍ଗବାଡ଼ି ଅନ୍ତର୍ଗତ କାଟିଙ୍ଗିଆ ଜମିଦାର ଭେଙ୍କଟେଶ୍ୱର ଦେଓ ପ୍ରଥମକରି ଓଡ଼ିଆମାନଙ୍କୁ ଏକାଠି କରିବାକୁ ଉଦ୍ୟମ କରିଥିଲେ।
|ଯେଉଁ ସବୁ ଅଞ୍ଚଳରେ ପରିବାସ କ୍ଷୟ ଏକ ବଡ଼ ସମସ୍ୟା (ଯଥା: ଉପକୂଳବର୍ତ୍ତୀ ଆନ୍ଧ୍ର ପ୍ରଦେଶ), ସେଠାରେ ବେସରକାରୀ ସ୍ୱେଚ୍ଛାସେବୀ ସଙ୍ଗଠନମାନେ ସ୍ଥାନୀୟ ଗ୍ରାମବାସୀଙ୍କ ସହ ମିଶି ପରିବାସ ନଷ୍ଟର ହାରକୁ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି ।
ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ସୋମନଂଶୀ ଶାସକମାନଙ୍କର ଦୁର୍ବଳତା ଓ ଅପାରଗତାର ସୁଯୋଗ ନେଇ ଅନନ୍ତ ବର୍ମନ ଚୋଡଗଙ୍ଗ ଦେବ ପ୍ରାୟ ଖ୍ରୀ:ଅ: ୧୦୭୭ ବେଳକୁ ଓଡ଼ିଶାର ଗଙ୍ଗବଂଶର ସାମ୍ରାଜ୍ୟ ପ୍ରତିଷ୍ଠା ଆରମ୍ଭ କରିଥିଲେ ।
ଓଡ଼ିଶାର ଉପକୂଳବର୍ତ୍ତୀ ଓ କୃଷିମୂଳକ ପ୍ରାଚୁର୍ଯ୍ୟ, ବାଣିଜ୍ୟ ଓ ପରମ୍ପରାକୁ ଭଦ୍ରକର ଦାନ ଆବୁଲ ଫାଜଲଙ୍କ ଆଇନ୍-ଇ-ଆକବରୀର ରଚନାଠାରୁ ଇତିହାସ ପୃଷ୍ଠାରେ ଲିପିବଦ୍ଧ।
ଭୌଗୋଳିକ ଦୃଷ୍ଟିକୋଣରୁ ଦକ୍ଷିଣ ଆମେରିକାର ପଶ୍ଚିମ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳକୁ ଆଣ୍ଡିଜର ପଶ୍ଚିମ ସୀମା କୁହାଯିବ ।
ସହର ମୁଖ୍ୟତଃ ଉପକୂଳବର୍ତ୍ତୀ ଅଞ୍ଚଳରେ ଯାଇଥାଏ ।
ଉପକୂଳବର୍ତ୍ତୀ ଅଞ୍ଚଳ, ବିଶେଷ କରି ଯେଉଁମାନେ ନିଜର ଗୁଜରାଣ ମେଣ୍ଟାଇବା ପାଇଁ ସମୁଦ୍ର ଉପରେ ନିର୍ଭର କରିଥାନ୍ତି ସେମାଙ୍କ ପାଇଁ ଏହି ପର୍ବ ଯଥେଷ୍ଟ ମହତ୍ତ୍ୱ ରଖେ ।
ସେ ସିଂହାସନ ଅାରୋହଣ କଲାବେଳକୁ ସୋମବଂଶୀ ରାଜ୍ୟ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଯାଏ ସୀମିତ ହୋଇ ଅାସିିଥିଲା ।
|ଡଗରା ଓ ଚଉମୁଖ ବାଲିଆପାଳ ବ୍ଲକର ଦୁଇଟି ଉପକୂଳବର୍ତ୍ତୀ ଗାଆଁ ଯାହା ନିକଟରେ ଏକ ବେଳାଭୂମି ଅଛି ।
coastward's Usage Examples:
Its gentle coastward slope of 16 ft (4.
went with James Sim Tertius to the Cooloola Railway and surveyed the coastward extension.
Moves coastwards in winter, occurring mainly in southern California.
inland journeys, and the Stormberg coal, which was used on the up or coastward return journeys.
Burnmouth, running parallel to the main line for half a mile before turning coastward.
entered the village at the bottom of the central hill, turning sharply coastwards at the top of Main Street.
(sinking cold continental air that flows down through the Fraser Valley coastward) in winter can sometimes last a week or more.
Another road leads coastwards from Easter Aberdour.
To the east or coastward side, these include, from north to south, the Green Mountains of Vermont;.
Winters from inland central California coastwards and south into Mexico.
considerable distance, before joining larger watercourses and gradually turning coastward.
about by a changing climate as the world turned into the last ice age – coastwards and to the southwest into the hills and lowlands of eastern Indochina.
the issue of a licence by the Archbishop of Dublin, services for the coastwards part of the parish were begun in a cottage in the grounds of a house called.